ବାଛନ୍ତୁ ଯେ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ କେତେ ଲୋକ ଆପଣ ରୂପର ଦିୱାନା ଅଟନ୍ତି- Love Quiz

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ମଣିଷର ରୂପ କୁ ବହୁତ ଗର୍ବ ଥାଏ । କିନ୍ତୁ ସମସ୍ତଙ୍କ କ୍ଷେତ୍ର ରେ ଏମିତି ହୁଏ ନାହି । ଏମିତି କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ କିଛି ଲୋକଙ୍କର ରୂପର ଦିୱାନା ମଧ୍ୟ ହୋଇଥାନ୍ତି । ଯାହା ପାଇଁ ସେମାନେ କିଛି ବି କରିବାକୁ ରେଡି ରହିଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏକ କୁଇଜ ଗେମ ନେଇ ଆସିଛୁ । ଏଥି ପାଇଁ ଆପଣଙ୍କୁ ୫ଟି ନମ୍ବର ଦିଆଯିବ । ଯାହା ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ଚୟନ କରିବାକୁ ହେବ ।

ଏହି ୫ ଟି ନମ୍ବର ବାଚିଲେ ଆପଣ ଜଣାଇ ପାରିବେ କିଏ ଆପଣଙ୍କର ରୂପ ବା ଚେହେରା ର ଦିୱାନା ହୋଇଛନ୍ତି । ଏଥିପାଇଁ ଆପଣ ମାନଙ୍କୁ ମାତ୍ର ୫ ସେକେଣ୍ଡର ସମୟ ଦିଆଯିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ରୂପ ର ଦିୱାନା ବହୁତ ଲୋକ ଅଛନ୍ତି । ଯିଏ ବି ଆପଣଙ୍କୁ ଦେଖିଥାଏ ପ୍ରଥମ ନଜରର ରେ ଆପଣଙ୍କ ର ଦିୱାନା ହୋଇଥାନ୍ତି । କାରଣ ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଯାହାକୁ ଆପଣ ବହୁତ ଭଲ ପାଉଛନ୍ତି ସେ ଆପଣଙ୍କ ରୂପ ର ବଡ ଦିୱାନା ଅଟନ୍ତି । ପ୍ରତି ଦିନ ଯେବେ ଯାଏଁ ସେ ଆପଣଙ୍କୁ ନ ଦେଖିଛନ୍ତି ତାଙ୍କ ହୃଦୟକୁ ସୁକୁନ ମିଳେ ନାହି ।

୩- ତୃତୀୟ ନମ୍ବର : ଯଦି ଆପଣ ତୃତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କର ପଡୋଶୀ ଆପଣଙ୍କ ରୂପ ର ବଡ ଦିୱାନା ଅଟନ୍ତି । ଯେବେ ଯାଏଁ ଆପଣଙ୍କ ପଡୋଶୀ ଆପଣଙ୍କୁ ନ ଦେଖିଛନ୍ତି ସେତେ ପର୍ଯ୍ଯନ୍ତ ତାଙ୍କୁ ଶାନ୍ତି ମିଳେ ନାହି । ସେଥିପାଇଁ ପ୍ରତେକ ସମୟ ରେ ଆପଣଙ୍କ ଘର ଉପରେ ଆପଣଙ୍କ ପଡୋଶିର ନଜର ରହିଥାଏ ।

୪- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ପ୍ରେମିକ ଆପଣଙ୍କ ରୂପର ବହୁତ ବଡ ଦିୱାନା ଅଟନ୍ତି । ସେ ଆପଣଙ୍କୁ ଦେଖିବା ମାତ୍ରେ ହିଁ ନିଜର ହୃଦୟ ଦେଇ ବସିଥିଲେ ।

୫- ପଞ୍ଚମ ନମ୍ବର : ଯଦି ଆପଣ ପଞ୍ଚମ ନମ୍ବର ଚୟନ କରିଛନ୍ତି ତେବେ ଆପଣଙ୍କ ପିଲା ଦିନର ବନ୍ଧୁ ଆପଣଙ୍କର ରୂପ ର ଦିୱାନା ହୋଇଥାନ୍ତି । ପିଲା ଦିନରୁ ହିଁ ଆପଣଙ୍କ ବନ୍ଧୁ ଆପଣଙ୍କୁ ବହୁତ ସୁନ୍ଦର ମାନେ କରିଥାନ୍ତି ଓ ଆପଣଙ୍କୁ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣି ସାରିଥିବେ ଆପଣ ଯେଉଁ ନମ୍ବର ଚୟନ କରିବେ ସେଥିପାଇଁ ଆପଣଙ୍କର ଦିୱାନା କିଏ କିଏ ଅଟନ୍ତି ।

ତେବେ ଏହି ଗେମ ଟି ବହୁତ ମଜାଦାର ଓ ରୋମାଞ୍ଚକର ଅଟେ । ଆଶା କରୁଛୁ ଆପଣ ମାନେ ମଧ୍ୟ ଏହାର ମଜା ଉଠାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *