ବହୁ ପୁରୁଣା ଗ୍ୟାସ, ଏସିଡିଟି, କବ୍ଜ ଭଳି ସମସ୍ତ ପେଟ ରୋଗ ମୂଳରୁ ଶେଷ ହେବ- Healthy Tips

ବନ୍ଧୁଗଣ ଅନେକ ସମୟରେ ଅନେକ ଲୋକଙ୍କୁ ଗ୍ଯାସ, ଏସିଡିଟି ଭଳି ସମସ୍ଯା ଭୋଗିବାକୁ ପଡିଥାଏ । ପେଟ ସଫା ରହିଲେ ସବୁ କିଛି ଠିକ ହୋଇଥାଏ । ନ ହେଲେ ହଜାର ପ୍ରକାରର ରୋଗ ଜନ୍ମ ନେଇଥାଏ । ଆଜ୍ୟ ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରିଲେ ଅଜିର୍ଣ୍ଣ ଭଳି ସମସ୍ଯା ଦୂର ହେବ ସହ ଗ୍ଯାସ ସମସ୍ଯା ଦୂର ହେବ । ଯଦି ଭୋକ ଲାଗୁ ନାହିଁ ତେବେ ଭୋକ ଲାଗିବ । ଆସନ୍ତୁ ଜାଣିବା ଆଜିର ଏହି ସହଜ ଘରୋଇ ଉପଚାର କୁ କେମିତି ବନାଇବେ ଓ ଏହାର ପ୍ରୟୋଗ କିପରି କରିବେ ।

ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ରହିଛି 4 ଚାମଚ ଜୁଆଣୀ । ଜୁଆଣୀ ଇନଡାଇଜେସନ ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଲେମ୍ବୁ ଯାହା ଗ୍ଯାସ ସମସ୍ଯା ଦୂର କରିବା ପାଇଁ ଲାଭଦାୟକ ଅଟେ । ଜୁଆଣୀ ରେ 2ଟି ଲେମ୍ବୁ ରସ ଚିପୁଡି ଦିଅନ୍ତୁ । ବହୁତ ପୁରାତନ କାଳରୁ ଲେମ୍ବୁ ର ପ୍ରୟୋଗ ଗ୍ଯାସ ସମସ୍ଯା ଦୂର କରିବା ପାଇଁ ପ୍ରୟୋଗ ହୋଇ ଆସୁଛି ।

ଏହି ରେମେଡି ଟି ପାଚନ ସମ୍ବଧୀୟ ସମସ୍ଯା ଦୂର କରିବାରେ ସାହାର୍ଯ୍ୟ କରିବ । ତୃତୀୟ ସାମଗ୍ରୀ ହେଉଛି ଅଧ ଚାମଚ ସେନ୍ଧା ଲୁଣ ଯାହା ଆପଣଙ୍କୁ ସହଜରେ ମିଳିଯିବ । ସାଧାରଣ ଲୁଣ ଅପେକ୍ଷା ସେନ୍ଧା ଲୁଣ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ଚତୀର୍ଥ ସାମଗ୍ରୀ ହେଉଛି କଳା ଲୁଣ । ଏଥିରେ ଅଧ ଚାମଚ କଳା ଲୁଣ ମିଶାନ୍ତୁ । ଏବେ ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହି ରେମେଡି ପ୍ରୟୋଗ କରିବା ଦ୍ଵାରା ଭୋକ ମଧ୍ୟ ଲାଗିବ । ଏହା ସହ ଯଦି ବାନ୍ତି ହେଉଛି, ପେଟ ଜନିତ ଯେ କୌଣସି ସମସ୍ଯା ଦୁର କରିବ । ଏହା ସଂପୂର୍ଣ୍ଣ ଆୟୁର୍ବେଦିକ ଓ ପ୍ରାକୃତିକ ଉପଚାର ଅଟେ । ଇନ-ଡାଇଜେସନ ସମସ୍ଯା ଦୂର କରିବା ପାଇଁ ଏହି ଉପଚାର କୁ ଘରେ ବନାଇ ପ୍ରୟୋଗ କରନ୍ତୁ । ଏହା ଦ୍ଵାରା ପାଚନ ଶକ୍ତି ଠିକ ରହିବ ଓ ଖାଦ୍ୟ ଭଲ ଭାବେ ହଜମ ହେବ ।

ଅଧିକ ଭୋକ ଲାଗିବ । ଏବେ ଆପଣ ଏହି ସାମଗ୍ରୀ କୁ ଖରା ରେ ଫ୍ୟାନ ରେ ଶୁଖାଇ ଦିଅନ୍ତୁ । ଏହା ପରେ ଏକ କାଚ ପାତ୍ର ରେ ଏହାକୁ ଷ୍ଟୋର କରି ରଖି ପାରିବେ । ଏହାକୁ ବନାଇବା ବହୁତ ସହଜ ଅଟେ । ଖାଦ୍ୟ ଖାଇବା ପରେ ଏହି ରେମେଡି ରୁ କିଛି ମାତ୍ରା ରେ ନେଇ ଚୋବାଇ ଖାଆନ୍ତୁ ।

ଦେଖିବେ ଜୀବନରେ କେବେ ବି ଅଜିର୍ଣ୍ଣ ସମସ୍ଯା ଭୋଗିବାକୁ ପଡିବ ନାହିଁ । ଭୋକ ଲାଗିବ । ବାନ୍ତି ହେଉଥିଲେ ତାହା ଦୂର ହେବ ଏବଂ ପେଟ ଜନିତ ଅନେକ ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *