ବହୁତ ଘମଣ୍ଡି ହୋଇଥାନ୍ତି ଏହି 2 ନାମର ଝିଅ- Jyotisha Shastra

ଆମେ ଜୀବନରେ ଅନେକ ଲୋକଙ୍କୁ ଓ ମହିଳା ମାନଙ୍କୁ ଆମ ଆଗରେ ଦେଖିବା ପାଇଁ ପାଇ ଥାଉ । କିଛି ଜଣଙ୍କ ସହହ ଏମାନଙ୍କ ସମ୍ପର୍କ ଖୁବ ଭଲ ଥାଏ କିଛି ଜଣଙ୍କ ସହ ଆମ ସମ୍ପର୍କ ଖୁବ ଖରାପ ହୋଇ ଯାଇ ଥାଏ । ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଦେଖା ହେଉଥିବା କିଛି ଲୋକଙ୍କ ନାମର ପ୍ରଥମ ଅକ୍ଷର ରୁ ଆମରେ କିଛି ତଥ୍ୟ ପାଇ ପାରିବା ସେମାନଙ୍କ ବିଷୟରେ । ଯେଉଁ ଭଳି କି ସେମାନେ କେଉଁ ଭଳି ସ୍ଵଭାବର ଅଟନ୍ତି ।

ସେମାନଙ୍କୁ କେଉଁ ମାନେ ଭଲ ଲାଗି ଥାନ୍ତି ସେମାନଙ୍କ ସ୍ଵଭାବ କିଭଳି ଥାଏ ଆଦି । ଆଜି ଆମେ କହିବା ପାଇଁ ଯାଉଛେ କି କିଛି ଜଣ ଭଲ ବ୍ୟବହାର କାରି ଥାନ୍ତି କିନ୍ତୁ ସେମାନେ ନିଜର କିଛି ଗୁଣ ପାଇଁ ନିଜକୁ ସବୁ ବେଳେ ଘମଣ୍ଡ ରେ ବୁଡାଇ ରଖି ଦେଇ ଥାନ୍ତି । ଏହା ପାଇଁ ଆମ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏକ କଥା କୁହାଯାଇଛି କି ଆମେ ନାମର ପ୍ରଥମ ଅକ୍ଷର ରୁ ଆମେ କିଭଳି ଜାଣିବା ଏହା ବିଶୟରେ ।

ଆଜି ଆମେ ଦୁଇଟି ନାମର ପ୍ରଥମ ଅକ୍ଷର କହିବା ପାଇଁ ଯାଉଛୁ ଯେଉଁ ମାନଙ୍କ ସ୍ଵଭାବ ଘମଣ୍ଡି ଥାଏ । ତେବେ ଆସନ୍ତୁ ଜାଣିବା କି ଆମେ କେଉଁ ପ୍ରକାର ମହିଳାମାନେ ଭଲ ହୋଇଥିବା ସହ ସାମାନ୍ଯ ଘମଣ୍ଡି ହୋଇ ଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଦୁଇ ନାମର ମହିଳା ମାନଙ୍କ ବିଷୟରେ ।

ପ୍ରଥମ ନାମ ହେଉଛି “P” ଏହି ନାମର ମହିଳା ମାନେ ଜୀବନ ସାଥି ଭଲ ପାଇ ଥାନ୍ତି ସେମାନେ ଖୁବ ସୁନ୍ଦର ସ୍ଵାମୀ ପାଇ ଥାନ୍ତି । ଏମାନଙ୍କ ସ୍ଵାମୀ ମାନେ ମଧ୍ୟ ଖୁବ ଭଲ ପାଇ ଥାନ୍ତି । କିନ୍ତୁ ଏମାନେ ନିଜ ଠାରୁ କମ ରେ ଥିବା ଲୋକଙ୍କ ସହ ଅଧିକ ମିଶି ନଥାନ୍ତି । ଯାହା ପାଇଁ ଏମାନଙ୍କୁ ସଭିଏ ଘମଣ୍ଡି କହି ଥାନ୍ତି ।

ଏମାନେ ସବୁ କାମରେ ଖୁବ ଭାବି ଚିନ୍ତି କାମ କରି ଥାନ୍ତି ଓ ନିଜ କାମରେ କାହାକୁ ସାମିଲ କରିବା ଯାଙ୍କୁ ଭଲ ଲାଗି ନଥାଏ ସେଇ ପାଇଁ ଏମାନଙ୍କ ସାଙ୍ଗ ମାନେ ମଧ୍ୟ ଏମାନଙ୍କ ଏହି ବ୍ୟବହାର କୁ ଘମଣ୍ଡି ସ୍ଵଭାବ ବୋଲି ଭାବି ଥାନ୍ତି ।

ଏହା ପରେ ଆସୁଥିବା ନାମ ହେଉଛି “K” ନାମର ମହିଳା ମାନଙ୍କ କଥା ଏମାନେ ନିଜ ଆଖ ପାଖରେ ଥିବା ଲୋକଙ୍କ ଠାରୁ ନିଜକୁ ସବୁ ଠାରୁ ଆଗୁଆ ରଖିବା ପାଇଁ ଚାହିଁ ଥାନ୍ତି । ସେମାନେ ଏହା ମଧ୍ୟ ଚେଷ୍ଟା କରି ଥାନ୍ତି କି ସବୁ କାମରେ ଏମାନେ ଭଲ କରିକି ଦେଖାଇବେ ଏମାନାଙ୍କ ଏହି ଗୁଣ ପାଇଁ କିଛି ଲୋକମାନେ ଏମାନଙ୍କୁ ଭଲ କହି ଟାଣି ଓ କିଛି ଲୋକମାନେ ଏମାନଙ୍କକୁ ବୁଝି ନ ପରି ଏମାନଙ୍କୁ ଘମଣ୍ଡି କହି ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *