ବରଗଛର ଜଟା ଘରକୁ ନେଇ ଆସନ୍ତୁ 7 ଦିନରେ କରିବ କୋଟିପତି…

ବନ୍ଧୁଗଣ ବର୍ତ୍ତମାନ ଶ୍ରାବଣ ମାସ ଚାଲୁଅଛି । ଏହି ପବିତ୍ର ମାସରେ ଯେଉଁ ବି ଉପାୟ କରାଯାଏ ତାହାର ଫଳ ଅବଶ୍ୟ ମିଳିଥାଏ । କିଛି ଉପାୟ ଏମିତି ହୋଇଥାଏ ଯାହାର ଫଳ ବହୁତ ଜଲ୍ଦି ମିଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ରାବଣ ସଂହିତାରେ ଉଲେଖ ରହିଥିବା ବର ଗଛର ଜଟା କୁ ନେଇ କିଛି ଖାସ କଥା କୁହା ଯାଇଛି । ବର ଗଛର ଜଟା ଘରକୁ ଆଣିଲେ ଧନର ବୃଦ୍ଧି ହେବା ସହ ଅନେକ ବଡ ବଡ ଫାଇଦା ମିଳିଥାଏ । ଏହି ଶ୍ରାବଣ ମାସରେ ଏହି ଉପାୟ କୁ କରି ନେଲେ ଭାଗ୍ୟ ଚମକି ଉଠିବ ।

ବର ଗଛ ଭଗବନ ଶିବଙ୍କ ଜଟା ଦ୍ଵାରା ଉତପତି ହୋଇଛି ଏବଂ ବର ଗଛ ମୂଳରେ ଦିବ୍ୟ ଶକ୍ତି ବାସ କରିଥାନ୍ତି । ଯେବେ କୌଣସି ମାର୍ଗ ଦର୍ଶନ ମିଳୁନି, ଟଙ୍କା ଆସିବାର ରାସ୍ତା ବନ୍ଦ ହୋଇଯାଇଛି, କିଛି ବୁଝା ପଡୁନି, ଭାଗ୍ୟ ସାଥ ଦେଉନି ତେବେ ନିଶ୍ଚୟ ଏହି ଉପାୟ କରନ୍ତୁ । ପିତୃ ପାଖକୁ ଛାଡି କୌଣସି ସୋମବାରରେ ବର ଗଛର ଜଟା ଆଣି ପାରିବେ । ହୋଲି, ଦୀପାବଳି, ଶ୍ରାବଣ ମାସରେ ରବିବାରକୁ ଛାଡି ବର ଗଛର ଜଟା କୁ ଯେ କୌଣସି ଦିନ ଆଣିପାରିବେ ।

କୌଣସି ଶୁଭ ଦିନ ଦେଖିକି ଆଣିବା ଉଚିତ । ଏହାକୁ ଧଳା କପଡାରେ ରଖିକି ଆଣିବାକୁ ପଡେ । ଏହାକୁ ଖୋଲା କପଡାରେ ବାନ୍ଧି ଆଣିବା ସମୟରେ ଯେମିତି କେହି ଦେଖିବେ ନାହିଁ ଧ୍ୟାନ ରଖିବାର ଅଛି । ସକାଳୁ ସୂର୍ଯ୍ୟ ଉଦୟ ନ ହେବା ପୂର୍ବରୁ ବର ଗଛର ଜଟା ନେଇ ଆସନ୍ତୁ । ଏହି ଗଛର ଜଟା କୁ ଆଣିବାର ଗୋଟେ ଦିନ ପୂର୍ବରୁ ନିମନ୍ତ୍ରଣ ଦେଇ ଆସନ୍ତୁ । ନିମନ୍ତ୍ରଣ ଦେବା ସମୟରେ ଆପଣଙ୍କୁ ନିଜ ସମସ୍ଯା ବିଷୟରେ କହିବାକୁ ହେବ ।

ବର ଗଛର ଜଟା ସେହି ଗଚରୁ ଆଣିବେ ଯେଉଁ ଗଛ ପୁରୁଣା ହୋଇଥିବ । ଯେ କୌଣସି ବର ଗଛର ଓହଳ ମାଟିରେ ଲାଗିଥାଏ ତାହାକୁ ଆଣନ୍ତୁ । ଏହାର ପ୍ରଭାବ ଅଧିକ ରହିଥାଏ । ଏହାକୁ କେବେ ବି ତଳେ ରଖିବା ଅନୁଚିତ । ବର ଗଛର ଜଟାକୁ ଗଙ୍ଗାଜଳରେ ସ୍ନାନ କରନ୍ତୁ । ଏହାପରେ କୁଙ୍କୁମ, ଅକ୍ଷର, ରୋଲିର ଛାଟ ଦେଇ ଘିଅର ଦୀପ ଜଳାନ୍ତୁ ।

ପୂଜା ପରେ ଏହାକୁ ଚାନ୍ଦି ବା ତମ୍ବା ଡବାରେ 5ଟି କଉଡି ସହ ରଖିବାକୁ ହେବ । ଏହି ଉପାୟ ଟି କରିବା ଦ୍ଵାରା ଧନ ଆସିବାର ମାର୍ଗ ଖୋଲିଯାଏ, ଧନର ବୃଦ୍ଧି ହୋଇଥାଏ । ଯଦି ଶତ୍ରୁ ନାସ କରିବାକୁ ଚାହୁଁଛନ୍ତି ତେବେ ପୂଜା କରିଥିବା ଜଟା ରୁ କିଛି ଜଟା ଶତ୍ରୁଙ୍କ ଘରକୁ ଫିଙ୍ଗି ଦିଅନ୍ତୁ । ଏହା ଦ୍ଵାରା ଶତ୍ରୁ ନାସ ହୁଏ । ବରଗଛର ଜଟା କୁ 7 ବର୍ଷ ଯାଏଁ ରଖିକି ନଦୀ ରେ ବିସର୍ଜନ କରନ୍ତୁ ।

ଏହି ଉପାୟ ବିଷୟରେ କାହାକୁ କୁହନ୍ତୁ ନାହିଁ । ବରଗଛର ଜଟା କୁ ଆଣି ଏହି ଉପାୟ କରିଲେ ନିଶ୍ଚୟ ବ୍ୟକ୍ତି ଧନବାନ ହୋଇପାରିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *