ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମଣିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ।
ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ଯାହାର ଉତ୍ତର ଖୁବ କମ ଲୋକେ ଜାଣିଥିବେ ।ଏହି ସବୁ ସାଧାରଣ ଜ୍ଞାନ ର ପ୍ରଶ୍ନ ବହୁତ ସହଜ ଓ ସରଳ । ଯାହାକୁ ଜାଣିବା ଆପଣ ମାନଙ୍କ ନିମନ୍ତେ ବହୁତ ଜରୁରୀ ଅଟେ । ଆସନ୍ତୁ ଆରମ୍ଭ କରିବା ।
୧- ଦୁନିଆର ସବୁଠାରୁ ଅଧିକ ମାଂସାହାରୀ ଲୋକ କେଉଁ ଦେଶରେ ବାସ କରିଥାନ୍ତି ?
ଉତ୍ତର- ଚୀନ ।
୨- ମନୁଷ୍ୟ ର ମସ୍ତିସ୍କ କେତେ ବର୍ଷ ପରେ କମ୍ଜୋର ହେବାକୁ ଲାଗିଥାଏ ?
ଉତ୍ତର- ୬୦ ବର୍ଷ ।
୩- କେଉଁ ଦେଶରେ ମଦ୍ୟ ପାନ କରିବା ପାଇଁ ଲାଇସେନ୍ସ ବାହାର କରିବାକୁ ପଡିଥାଏ ?
ଉତ୍ତର- ଦୁବାଇ ।
୪- କେଉଁ ଦେଶରେ ଗୋଟେ ବି ନ୍ଯୁଜ ଚ୍ଯାନେଲ ନାହିଁ ?
ଉତ୍ତର- ଗ୍ରୀକ ।
୫- ଭାରତର କେଉଁ ରାଜ୍ୟ ରେ ସବୁଠାରୁ ଅଧିକ ସୋୟାବିନ ଉତ୍ପାଦନ ହୋଇଥାଏ ?
ଉତ୍ତର- ମଧ୍ୟ ପ୍ରଦେଶ ।
୬- ବିଶ୍ଵ ର କେଉଁ ଦେଶରେ ଦୁନିଆର ସବୁଠାରୁ ବଡ କଇଁଛ ଅଛି ?
ଉତ୍ତର- ଅଷ୍ଟ୍ରେଲିୟା ।
୭- ବିଶ୍ଵ ର କେଉଁ ଦେଶରେ ସବୁଠୁ ଅଧିକ ଡାକଘର ଅଛି ?
ଉତ୍ତର- ଭାରତ ।
୮- କେଉଁ ଦେଶର ଜାତୀୟ ପତାକା ୨ଟି ତ୍ରିଭୁଜ କୁ ନେଇ ପ୍ରସ୍ତୁତ ଅଟେ ?
ଉତ୍ତର- ନେପାଳ ।
୯- କେଉଁ ଦେଶରେ କଳା ରଙ୍ଗର ହଂସ ଦେଖିବାକୁ ମିଳିଥାଏ ?
ଉତ୍ତର- ଅଷ୍ଟ୍ରେଲିୟା ।
୧୦- କେଉଁ ଜୀବ ଗୋଟିଏ ଦିନରେ ୫୦ ଲିଟର ପାଣି ପିଇଥାଏ ?
ଉତ୍ତର- ଗାଈ ।
୧୧- ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ମୁସଲମାନ ବାସ କରିଥାନ୍ତି ?
ଉତ୍ତର- ସିକିମ ।
୧୨- ବିଶ୍ଵ ର କେଉଁ ଦେଶରେ ସବୁଠାରୁ ଥଣ୍ଡା ଦେଶ ଅଟେ ?
ଉତ୍ତର- ରୁଷିଆ ।
୧୩- ବିଶ୍ଵ ର କେଉଁ ଦେଶରେ ଉଡନ୍ତା ସାପ ଦେଖିବାକୁ ମିଳିଥାଏ ?
ଉତ୍ତର- ଆଫ୍ରିକା ।
୧୪- କୁକୁର ଭଳି ଅନ୍ୟ କେଉଁ ପ୍ରାଣୀ କୁ ବୋମା ଖୋଜିବା ପାଇଁ ପ୍ରଶିକ୍ଷଣ ଦିଆ ଯାଇଥାଏ ?
ଉତ୍ତର- ମହୁମାଛି ।
୧୫- କେଉଁ ପତ୍ର ଖାଇବା ଦ୍ଵାରା ବୁଦ୍ଧି ପ୍ରଖର ହୋଇଥାଏ ?
ଉତ୍ତର- ପାଳଙ୍ଗ ପତ୍ର ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।