ଝିଅ ମାନେ କେଉଁ ଘରେ ଜନ୍ମ ନେଇଥାନ୍ତି ଜାଣନ୍ତୁ ? ଝିଅଙ୍କୁ ବୋଝ ଭାବୁଥିବା ଲୋକେ ନିଶ୍ଚୟ ଜାଣନ୍ତୁ…

ବନ୍ଧୁଗଣ ଅନେକ ଲୋକଙ୍କ ଠାରେ ଦେଖାଯାଏ ଯେବେ ତାଙ୍କ ଘରେ ଝିଅ ଜନ୍ମ ନେଇଥାଏ ସେଠାରେ ନିରାଶ ହୋଇଥାନ୍ତି । ମନୁଷ୍ୟ ଝିଅଙ୍କୁ ବୋଝ ମାନିଥାଏ ଏହା ମନୁଷ୍ୟର ଅଜ୍ଞାନତା ଅଟେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝିଅଙ୍କର ଜନ୍ମ ସମସ୍ତଙ୍କ ଘରେ ଝିଅ ଜନ୍ମ ନିଏ ନାହିଁ । ଝିଅ ଜନ୍ମ କେବଳ ଭାଗ୍ୟଶାଳୀ ଲୋକଙ୍କ ଘରେ ଓ ଯେଉଁ ମାନେ ପୂଣ୍ୟ କାମ ପୂର୍ବ ଜନ୍ମରେ କରିଥାନ୍ତି ସେମାନଙ୍କ ଘରେ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ଭଗବାନ କେଉଁ ଘରେ ଝିଅ ଦେବା ପାଇଁ ବାଛିଥାନ୍ତି । ଭଗବାନ କୃଷ୍ଣ କହିଛନ୍ତି ଯେଉଁ ସ୍ତ୍ରୀ ଓ ପୁରୁଷ ପୂର୍ବ ଜନ୍ମରେ ପୂଣ୍ୟ କାମ କରିଛନ୍ତି ସେମାନଙ୍କୁ ଝିଅର ବାପା-ମା ହେବାର ସୌଭାଗ୍ୟ ମିଳିଥାଏ । ଝିଅଙ୍କର ଜନ୍ମ ପାଇଁ ସେହି ଘରକୁ ଚୟନ କରାଯାଏ ଯେଉଁ ମାନେ ଝିଅର ଭାର ବହନ କରିପାରିବେ । କାରଣ ତିନି କରେ ସ୍ତ୍ରୀ ଏମିତି ହୋଇଥାନ୍ତି ଯାହାର ଭାର କେହି ବହନ କରିପାରନ୍ତିନି ।

ଝିଅ ହିଁ ସୃଷ୍ଟିକୁ ଚଳାଇବା ପାଇଁ ନିଜର ସବୁ କିଛି ତ୍ୟାଗ କରିପାରେ । ଝିଅ ବାପଘରେ ନିଜର କର୍ତ୍ତବ୍ୟ ପୁରା କରିଥାଏ ଓ ଶାଶୁଘରେ ପୁରା ପରିବାର ଦାୟିତ୍ବ ବାହନ କରିଥାଏ । ରାମାୟଣରେ କୁହାଯାଇଛି ପ୍ରଭୁ ଶ୍ରୀରାମଙ୍କ ପିତା ଦଶରଥଙ୍କ ମୃତ୍ୟୁ ପରେ ମା ସୀତା ତାଙ୍କର ପିଣ୍ଡଦାନ କରିଥିଲେ । ତେଣୁ ଝିଅ ମାନେ ପିତାଙ୍କ ନାଁ ରେ ଓ ଶାଶୁଘରେ ବୋହୁ ଭାବେ ମଧ୍ୟ ପିଣ୍ଡ ଦାନ କରିପାରିବେ ।

ଯେଉଁ ମାନଙ୍କ ଘରେ ଗୋଟେରୁ ଅଧିକ ଝିଅ ଜନ୍ମ ନେଇଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । କେବେ ବି ଝିଅଙ୍କୁ ବୋଝ ମାନିବା ଉଚିତ ନୁହେଁ । ଝିଅ କେବଳ ନିଜର ଓ ନିଜ ପରିବାରର ଭାଗ୍ୟ ବନାଇବା ପାଇଁ ଜନ୍ମ ନେଇକି ଆସିଥାଏ । ଭଗବାନ ସେହି ବ୍ୟକ୍ତିଙ୍କୁ ଝିଅର ସୁଖ ଦେଇଥାନ୍ତି ଯାହାଙ୍କ ଠାରେ ପାଳନ କରିବାର କ୍ଷମତା ରହିଥାଏ ।

ଯେଉଁ ଗରିବ ହୋଇ ମଧ୍ୟ ଝିଅର ପାଳନପୋଷଣ କରିପାରେ । ଝିଅ ମାନେ କେବେ ବି ଟଙ୍କା ପଇସା କୁ ଖାତିର କରନ୍ତି ନାହିଁ । ଝିଅ କେବଳ ମାନ ସମ୍ମାନ ପାଇବାକୁ ଇଚ୍ଛା କରିଥାଏ । ଗରୁଡ ପୁରାଣ ରେ କୁହା ଯାଇଛି ଯେବେ ଆତ୍ମା କୁ ନୂଆ ଜନ୍ମ ମିଳିଥାଏ ସେତେବେଳେ ତାର ଶରୀର ଅନୁଯାୟୀ କର୍ମ କରିବାକୁ ପଡିଥାଏ । ଶରୀର ଜରିଆରେ କର୍ମ କରି ଏକ ଆତ୍ମା ନିଜର ଜନ୍ମ ର ଉଦ୍ଦେଶ୍ୟ କୁ ସାର୍ଥକ କରିପାରେ ।

ଓ ନିରର୍ଥକ କୌଣସି ପୁରୁଷ ମହିଳା ଭଳି ଆଚରଣ କରିଥାଏ ସ୍ବଭାବରେ ମହିଳା ଭଳି ହୋଇଥାଏ ଏଭଳି ପୁରୁଷଙ୍କ ଆତ୍ମା ପର ଜନ୍ମରେ ମହିଳା ରୂପ ନେଇଥାଏ । ଗରୁଡ ପୁରାଣ ଅନୁଯାୟୀ କୌଣସି ବ୍ୟକ୍ତି ଅନ୍ତିମ ସମୟରେ ସ୍ତ୍ରୀ କୁ ମନେ ପକାଇଥାଏ ପର ଜନ୍ମରେ ସ୍ତ୍ରୀ ରୂପରେ ଜନ୍ମ ନେଇଥାଏ । ଅନ୍ତିମ ସମୟରେ ଭଗବାନଙ୍କ ନାମ ନେଲେ ମୁକ୍ତି ମାର୍ଗ କୁ ଚାଲି ଯାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *