ଭୟଙ୍କର ରୁ ଭୟଙ୍କର ଦାନ୍ତ ବିନ୍ଧା ଥରକରେ ହେବ ଭଲ ! ବଞ୍ଚିଥିବା ଯାଏ ଦାନ୍ତ ବିନ୍ଧିବ ନାହିଁ

ନମସ୍କାର ଦର୍ଶକବନ୍ଧୁ : ମନୁଷ୍ୟ ମାତ୍ରେକେ ରୋଗ ହୋଇଥାଏ । ସବୁ ରୋଗର କିଛି ନା କିଛି ସମାଧାନ ଥାଏ । ଯାହାବି କିଛି ରୋଗ ହୁଏ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇଥାଉ । ପ୍ରତେକଟି ସମସ୍ଯା ର ସମାଧାନ ଡାକ୍ତରଙ୍କ ଦ୍ଵାରା ସମାଧାନ କରିବା ଉଚିତ ନୁହେଁ । କିଛି ସମସ୍ଯା ର ସମାଧାନ ଘରେବି ହୋଇପାରିବ । ଦାନ୍ତ ବିନ୍ଧିବାର କିଛି କାରଣ ଥାଏ । ଦାନ୍ତର ସମସ୍ୟାକୁ ନେଇ ଡାକ୍ତରଙ୍କ ସାହାର୍ଯ୍ୟ ନେବା ଅପେକ୍ଷା ଘରୋଇ ଉପଚାର କରିବା ଦରକାର ।

ଅନେକ ଲୋକଙ୍କର ଦାନ୍ତ ବିନ୍ଧା ସମସ୍ଯା ରହିଥାଏ । ଦାନ୍ତ ବିନ୍ଧାବ କୁ କେହି କେହି ସହିପାରନ୍ତି ନହିଁ । କାରଣ ଦାନ୍ତ ବିନ୍ଧାର ସଂଯୋଗ ମୁଣ୍ଡ ସହ ହୋଇଥାଏ । ଅନେକ ଲୋକ ଦାନ୍ତ ବିନ୍ଧାକୁ ସାହି ନପାରି ଉପାଡି ଦିଅନ୍ତି । ଦାନ୍ତ ବିନ୍ଧାକୁ ଦୂର କରିବା ପାଇ କିଛି ଗରୋଇ ଉପାୟ ମଧ୍ୟ ରହିଛି । ଯଦି ଆପଣଙ୍କର ଦାନ୍ତ ବିନ୍ଧୁଛି ତ ସୋରିଷ ତେଲରେ ଲୁଣ ପକାଇ ହାତର ସାହାଯ୍ୟରେ ମସାଜ କରନ୍ତୁ । ଏହା ଦାନ୍ତକୁ ଶକ୍ତିଶାଳୀ ମଧ୍ୟ କରିଥାଏ ।

ସୋରିଷ ତେଲ ଓ ଲୁଣ ଦାନ୍ତରେ ବାଜିବା ଦ୍ଵାରା ଯାହାବି ଦାନ୍ତରେ ପୋକ ଥାଏ ସେ ସବୁ ମରିଯାନ୍ତି । ଦାନ୍ତ ବିନ୍ଧିବାର ଅନ୍ୟ ଏକ ଉପାୟ ମଧ୍ୟ ଅଛି । ପିଆଜ କୁ ପାଟିରେ ଜାକି ରଖିବା ଦ୍ଵାରା ପାଟିରେ ଥିବା ସବୁ ଜୀବାଣୁ ମରିଯାନ୍ତି । ଯାହା ଫଳରେ ଆମକୁ ଆରାମ ମିଳିଥାଏ । ରସୁନରେ ଥିବା ଆଣ୍ଟିବ୍ୟାଟେରିୟାଲ ଗୁଣ ଦାନ୍ତର ସମସ୍ୟାରୁ ମୁକ୍ତି କରିଥାଏ । ରସୁଣରେ କିଛି ଲୁଣ ମିଶାଇ ତାକୁ ଚୋବାଇ କରି ଖାଇବା ଦ୍ଵାରା ଦାନ୍ତର ସମସ୍ଯା ଦୂର ହୋଇଥାଏ ।

ଆଉ ଏକ ଉପାୟ ମଧ୍ୟ ରହିଛି ଲବଙ୍ଗ ତେଲ ଦାନ୍ତରେ ମାଲିସ କରିବା ଦ୍ଵାରା ଦାନ୍ତର ସମସ୍ଯା ଦୂର ହେବ । ଯଦି ଲବଙ୍ଗ ତେଲ ନହିଁ ତ ଗୋଟିଏ ଲବଙ୍ଗ ପାଟିରେ ଜାକି ରଖନ୍ତୁ ,ଦେଖିବେ ଦାନ୍ତ ବିନ୍ଧା ବହୁତ ଶୀଘ୍ର ଭଲ ହୋଇଯିବ । ଆଦା ରେ ମଧ୍ୟ ଦାନ୍ତ ଦିନଧା ଦୂର ହେବ । ଅଦା ତ ସମସ୍ତଙ୍କ ଘରେ ଥାଏ । ଯେଉ ଜାଗାରେ ଦାନ୍ତ ବିନ୍ଧୁଛି ତ ସେହି ଜାଗାରେ ଅଦା କୁ ନେଇ ରଖନ୍ତୁ । ଦେଖିବେ ବହୁତ ଶୀଘ୍ର ଦାନ୍ତ ବିନ୍ଧା ଦୂର ହୋଇଯିବ । ସମସ୍ତେ ସକାଳୁ ବ୍ରସ କରନ୍ତି ।

ତ ଯେଉ ମାନଙ୍କର ଦାନ୍ତ ବିଧିବର ସମସ୍ଯା ଥାଏ । ତ ଲିମ୍ବ କାଠିରେ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ବିନ୍ଧା ସମସ୍ଯା ଦୂର ହେବ । ଆଉ ଏକ ଉପାୟ ମଧ୍ୟ ଅଛି ଲିମ୍ବପତ୍ର କୁ ପାଣିରେ ଫୁଟାଇ ସେହି ପାଣିକୁ ଦିନକୁ ତିନି ରୁ ଚାରି ଥର କରିବା ଦ୍ଵାରା ଦାନ୍ତ ବିନ୍ଧର ସମସ୍ଯା ଦୂର ହେବ । ଯଦି ଏହି ଉପାୟ କରିବେ ତ ଆପଣଙ୍କୁ ଦାନ୍ତର ସମସ୍ଯା ପାଇ ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକତା ପଡିବ ନହିଁ । ଯଦି ଆପଣାକୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜ କୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *