ଭଗବାନଙ୍କର ନାମ ନେଇ ବାଛନ୍ତୁ ଗୋଟିଏ ପତ୍ର ର ସଂଖ୍ୟା ଆଉ ଦେଖନ୍ତୁ ଆଗକୁ କିପରି ରହିବ ଆପଣଙ୍କ ଭବିଷ୍ୟତ

ବନ୍ଧୁଗଣ ଆପଣ ନିଜର ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିବାକୁ ଚାହୁଁ ଛନ୍ତି କି ? ଯଦି ହଁ ତେବେ ଆମେ ଆଣିଥିବା 3ଟି ସଂଖ୍ୟା ମଧ୍ୟରୁ ଯେ କୌଣସି ଗୋଟିଏ କୁ ବାଛି ନିଅନ୍ତୁ । 3ଟି ଅଶ୍ଵସ୍ତ ପତ୍ର ମଧ୍ୟରୁ ଆପଣ ଯେ କୌଣସି ଗୋଟେ ବାଛି ପାରିବେ ଭଗବାନଙ୍କ ନାମ ନେଇ । ଆଉ ଆମେ ଆପଣଙ୍କୁ କହିବୁ ସଂଖ୍ୟା ଆଧାର ରେ ଆପଣଙ୍କର ଭବିଷ୍ୟତ ଓ ବର୍ତ୍ତମାନର ସମୟ କିପରି ରହିବ । ତେବେ ଏହି 3ଟି ସଂଖ୍ୟା ଜରିଆରେ ଆପଣ ନିଜ ବିଷୟରେ କିଛି ଖାସ କଥା ଜାଣି ପାରିବେ । ଯାହା ଆପଣଙ୍କ ଭବିଷ୍ୟତ ସହ ଜଡିତ ଅଟେ ।

1- ଯଦି ଆପଣ ପ୍ରଥମ ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣଙ୍କ ପାଇଁ ଶୁଭ ଦଶା ଭୋଗ ହେଉଅଛି । ଅର୍ଥ, ମାନ, ଯଶ ପ୍ରାପ୍ତିର ଯୋଗ ଅଛି । କେଉଁ ଶୁଭ ଫଳ ପ୍ରାପ୍ତ ହେଉଛି ତାହା ଆଉ କିଛି ଦିନରେ ଆପଣ ଜାଣିପାରିବେ । ଯାହା ଏବେ ଆପଣ କରୁଛନ୍ତି ଆଉ ଆଗକୁ ମଧ୍ୟ କରିବେ । ଯେପରି ଜାଣିଛନ୍ତି ଆପଣ ଅଶୁଭ ଫଳ ଜଲ୍ଦି ଭୋଗ ହୋଇଥାଏ କିନ୍ତୁ ଶୁଭ ଫଳ ଡେରିରେ ମିଳିଥାଏ । ଆଜି ଯାଏଁ ଆପଣ ଯାବତିୟ ଭୋଗ କରିଛନ୍ତି । କିନ୍ତୁ ଏବ ସବୁ ଦୂର ହେବାକୁ ଯାଉଛି । ଶରୀର ଆରୋଗ୍ଯ ରହିବ । ସ୍ତ୍ରୀଙ୍କର ସବୁ ଦୁଃଖ ମୋଚନ ହେବ । ଗୃହରେ ମାଙ୍ଗଳିକ କର୍ମର ଆୟୋଜନ ହେବ ।

2- ଯଦି ଆପଣ ଦୁଇ ନମ୍ବର ସଂଖ୍ଯାକୁ ବାଛିଛନ୍ତି ତେବେ ବର୍ତ୍ତମାନ ଯାଏଁ ଅତ୍ୟନ୍ତ ଚିନ୍ତିତ, ଦୁଷ୍ଟ ଗ୍ରହର ପ୍ରଭାବରେ ଅଛନ୍ତି, କାହା ସହ ପ୍ରୀତି ନାହିଁ, ପାରିବାରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିସାରିଛନ୍ତି । କିନ୍ତୁ ଏବେ ଆଉ ଚିନ୍ତା କରିବାର ନାହିଁ । ଶୁଭର ପ୍ରବେଶ ହେଉଛି । ଅଶୁଭତ୍ଵ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି । ଆପଣ ପ୍ରାତଃ କାଳରେ ମା ପାର୍ବତୀଙ୍କ ଆରାଧନା କରନ୍ତୁ । ପୂଜକଙ୍କୁ ହଳଦିଆ ରଙ୍ଗର ବସ୍ତ୍ର ଦାନ କରିବା ସହ ଦକ୍ଷିଣା ଦିଅନ୍ତୁ । କର୍ମରେ ଲାଗନ୍ତୁ ନିଶ୍ଚୟ ଜଲ୍ଦି ସୁଫଳ ମିଳିବ । ଯେଉଁ କାମରେ ଉପକୃତ ହୋଇ ନାହାନ୍ତି ଏବେ ହେବେ । ଖରାପ କାମ କରନ୍ତୁ ନାହିଁ । ଆପଣ ନିଶ୍ଚୟ ଜୀବନରେ ଶୁଭ ପରିବର୍ତ୍ତନ ପାଇବେ ।

3- ଯଦି ଆପଣ ତୃତୀୟ ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣଙ୍କର ଭାଗ୍ୟ ଶୁଭମୟ ହେବାକୁ ଯାଉଛି । ପୂର୍ବରୁ ଆପଣ ଯେଉଁ ମନ୍ଦ ଫଳ ଭୋଗ କରିଥିଲେ ଏଥର ଚିନ୍ତା କରନ୍ତୁ ନାହିଁ । ଆପଣଙ୍କ ଜାତକରେ ଶୁଭ ଦଶା ଭୋଗ ହେବାକୁ ଯାଉଛି । ଦ୍ଵାଦଶ ଗୃହକୁ ଜେନ ଜ୍ଞାନୀଙ୍କୁ ଚିହ୍ନିତ ହେବା ପରେ ସେହି ନିମନ୍ତେ ନିବାରଣର ବ୍ୟବସ୍ଥା କରନ୍ତୁ । ବିଶେଷ କରି ନବ ଗ୍ରହର ଯଜ୍ଞ ନିଶ୍ଚୟ କରନ୍ତୁ । ଗ୍ରହ ରତ୍ନ ଧାରଣ କରିପାରିବେ । ସଙ୍କ୍ରାନ୍ତିରେ ହୋମ କରି ଷଣ୍ଢକୁ ଖାଦ୍ୟ ପ୍ରଦାନ କରନ୍ତୁ । ଏହାଦ୍ବାରା ଗୃହରେ ଶୁଭ ଫଳ ମିଳିବ । ମୌନ ହୋଇ ସବୁ କାମ କରିଲେ ଜଲ୍ଦି ସଫଳତା ପାଇବେ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *