ଆମ ଶାସ୍ତ୍ର ରେ କିଛି ଏହି ଭଳି କଥା ଲେଖା ହୋଇଛି ଯାହାକୁ ଆମେ ମାନିବା ଅକଥା । ଏହାକୁ ଆଗ କାଳରେ ଥିବା ମାହାନ ଲୋକମାନେ ଅନେକ ଦିନର ଅଧୟନ ପରେ ପ୍ରମାଣିତ କରିଛନ୍ତି । ଏହା କୁ ଆମେ ନ ମାନିବା ଦ୍ଵାରା ଆମର କ୍ଷତି ହୋଇଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ପାଇଁ ଚାହୁଁ ଛେ ତାହା ଆମେ ଆମ ଭଲ ପାଇ କିମ୍ବା ଖରାପର ପରିଣାମ କୁ ନେଇକି କରୁଛେ ।
ତେବେ ଏହାକୁ ବିଜ୍ଞାନ ମଧ୍ୟ ମାତା ମତ ଦେଇଛି କି ଏହି ସବୁ କାମ ସନ୍ଧ୍ୟା ବେଳେ କରିବା ଅନୁଚ୍ଚିତ ଅଟେ । ଆଜି ଆମେ ଆଖିବା କି କେଉଁ କେଉଁ କାମ ଆପଣ ଓ ଆମେ କରିବା କଥା ନୁହେଁ । ପରଠାମ କଥା ହେଉଛି ଖାଦ୍ଯ ଖାଇବ୍ବା । ସଂଧ୍ୟା ସମୟରେ ଆମେ ମାନେ ଖାଦ୍ଯ ଖାଇବା କଥା ନୁହେଁ ।
ଆଜି ଆମେ କହିବା କି ଏହାକୁ ଖାଇବା ଦ୍ଵାରା ଆମକୁ ଅନେକ ପ୍ରକାର ରୋଗ ହୋଇ ପାରେ । କାରଣ ଏହି ସମୟ ଦିନ ଓ ରାତିର ମଧ୍ୟମ ସମୟ ଥିବାରୁ ଏହି ସମୟରେ ଆପଣ ମାନେ ଖାଇବା ଅନୁଚ୍ଚିତ ଅଟେ । ଆପଣ ଯଦି ଏହି ସମୟରେ ଭୋକ କୁ ସମ୍ଭାଳି ପାରୁ ନାହାଁନ୍ତି ତେବେ ଆପଣ କିଛି ଫଳ କିମ୍ବା କିଛି ସ୍ନାକ୍ସ ଅଳ୍ପ କିଛି ଖାଇ ପାରିବେ ।
ଝାଡୁ ମାରିବା ଖରପ ହୋଇଥାଏ । ଏହି ସମୟରେ ଆପଣ ଘର ଝାଡିବା କିମ୍ବା ଘର ସଫା କରିବା ଭଳି କାମ ଅକରିବା ଭୁଲ ହି ଥାଏ । ଏହି ସମୟରେ ମାତା ଲକ୍ଷ୍ମୀ ଙ୍କୁ ପ୍ରାର୍ଥନା କରିବା କଥା । ଆପଣ ଏହି ସମୟ ଆସିବା ଆଗରୁ ଘରକୁ ସଫା କରିବା ନେବା ଭଲ ହୋଇ ଥାଏ । ଆପଣ ସନ୍ଧ୍ୟା ଦେବା ଆଗରୁ ସୂର୍ଯ୍ୟ ନଇଁବା ଆଗରୁ ଆପଣ ଘର ଝାଡୁ କରି ନେବା ଭଲ ହୋଇ ଥାଏ ।
ଆଜି ଆମେ କହିବା କି ଆମେ ଏହି ସମୟରେ ସ୍ଵାମୀ ସ୍ତ୍ରୀ ପ୍ରେମ କରିବା ଭଲ ହୋଇ ନଥାଏ । ଆପଣ ମାନେ ଯଦି ଏହି ସମୟରେ ଦେବା ଦେବୀ ମାନେ ଚଳ ବିଚଳ କରୁ ଥାନ୍ତି ଯାହା ଦ୍ଵାରା ସେମାନଙ୍କ ଦ୍ରୁଷ୍ଟି ପଡି ପାରେ ଏହି ସବୁ ଜିନିଷ ଉପରେ ତେଣୁ ଆପଣ ମାନେ ଏହାର ଧ୍ୟାନ ରଖିବେ ।
ଆପଣ ସବୁ ବେଳେ ନିଜ କାମ କରିବା ଓ ନିଜ କାମ କରିବାର ଧ୍ୟାନ ରଖନ୍ତୁ । ଆପଣ ପ୍ରାର୍ଥନା କରିବା ଭଲ ହୋଇ ଥାଏ । ଯେଉଁ ମାନେ ଏହି ସବୁ କାମ କରିଥାନ୍ତି ସେମାନେ ସବୁ ଦିନ ପାଇଁ ଦରିଦ୍ର ହୋଇକି ରୁହନ୍ତି । ଯେଉଁ ମାନେ ସଂଧ୍ୟା ସମୟରେ ସୋଇ ରୁହନ୍ତି ସେମାନେ ସେମାନଙ୍କ ଦେହରେ ସବୁ ବେଳେ ବେମାରି ରହି ଥାଏ ।
ସେମାନଙ୍କ ଦେହରେ ଚର୍ବି ମଧ୍ୟ ଭର୍ତ୍ତି ହୋଇ ଯାଇଥାଏ । ଏହା ସହ ସଂଧ୍ୟା ସମୟରେ ଆପଣ ମା ତୁଳଷୀ ଙ୍କୁ ପୂଜା କରିବା ଭଲ ହୋଇ ଥାଏ । ଏହା ସହ ଏକ ଜିନିଷର ଧ୍ୟାନ ରଖହିବେ ପୂଜା କରିବା ଭଲ କିନ୍ତୁ କେବେଭି ଭୁଲ ରେ ଆ ବୃନ୍ଦା ବତୀ ଙ୍କୁ ଛୁଇଁବେ ନି ଆପଣ କାରଣ ଏହା ଦ୍ଵାରା ଆପଣ ନର୍କ ଯାତନା ଭୋଗ କରି ପାରନ୍ତି ।