ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ, କଣ କହୁଛି ଆମ ଧର୍ମ ଶାସ୍ତ୍ର ? Garuda Purana

ନମସ୍କାର ବନ୍ଧୁଗଣ । ଆଜିକାଲି ସମାଜରେ ଯୁବପିଢୀ ମାନେ ବିବାହ ପୂର୍ବରୁ ଶା-ରୀରି-କ- ସ-ମ୍ପ-ର୍କ ରଖୁଛନ୍ତି । ଏହା ବହୁତ ପାପ ଅଟେ । ଆମର 4ଟି ଗ୍ରନ୍ଥ ଅଛି ତାହା ମଧ୍ୟରୁ ରୁକ ବେଦ ଓ ଅଥରବେଦ ଛଡା ଗରୁଡ ପୁରାଣରେ ଏହି ପ୍ରକାର ସମ୍ବନ୍ଧକୁ  ପାପ ବୋଲି ଲେଖା ଯାଇଛି । ଏହାର କାରଣ ମଧ୍ୟ କୁହା ଯାଇଛି ।  ଆସନ୍ତୁ ଜାଣିବା ସେହି କାରଣ କଣ ଅଟେ । ବନ୍ଧୂଗଣ ରୁକବେଦ ଓ ଅଥରବେଦରେ ଲେଖା ଯାଇଛି ବିବାହ ପୂର୍ବରୁ ଶା-ରୀରି-କ- ସ-ମ୍ପ-ର୍କ ରଖିବା ବହୁତ ବଡ ପାପ ହୋଇଥାଏ ।

କିନ୍ତୁ ଆଜି କାଲୀ ସମାଜରେ ଅବିବାହିତ ଯୁବକ ଓ ଯୁବତୀ ଏହି ପାପ କାର୍ଯ୍ୟକୁ କରୁଛନ୍ତି। ଏଠାରେ ପୁଅ ଏବଂ ଝିଅର ଦୋଷ ଥାଏ । ଯଦି ଆମେ ସ୍ତ୍ରୀଙ୍କ କଥା କହିବା ତାହାଲେ ଦ୍ଵାପର ଯୁଗ ହଉ କି ସନାତନ ଯୁଗ ହଉ ସବୁ ସମୟରେ ଗୋଟେ ସ୍ତ୍ରୀ ତା ଇଛା ମୁତାବକ ପୁଅ ଠିକ କରିଥାଏ । ଉଦାହରଣ ସୋରୂପ ମେନକା ,ଶଙ୍କୁତଳା, ସୁଭଦ୍ରା , ଚିତ୍ରଲେଖା ଓ କୁନ୍ତୀ ଏମାନେ ସମସ୍ତେ ବିବାହ ପୂର୍ବରୁ ଶା-ରୀରି-କ- ସ-ମ୍ପ-ର୍କ ରଖିଥିଲେ । ଏହା ମଧ୍ୟ କୁହା ଯାଇଛି ଯେଉଁ ବ୍ୟକ୍ତି ଏହି କାର୍ଯ୍ୟ ପାଇଁ  ଚାହାନ୍ତି ସେହି ବ୍ୟକ୍ତି ପରେ ଏକାନ୍ତରେ ରୁହନ୍ତି ।

ବନ୍ଧୁଗଣ ଯଦି ଆମେ ପ୍ରାଚୀନ ଯୁଗରେ କଥା କହିବା ତାହଲେ ଏହାକୁ ଗନ୍ଧର୍ବ ବିବାହ କହିବା । ଯାହାକି ଯୁବତ ଯୁବତୀ ନିଜ ଇଛା ରେ ଏହି କାର୍ଯ୍ୟ କରିଥାନ୍ତି । ବନ୍ଧୁଗଣ ଆଗ୍ନୟ ଯୁଗରେ ଗୋଟେ ସ୍ତ୍ରୀ ବିବାହ ପୂର୍ବରୁ  ଅନେକ ପୁରୁଷ ଶା-ରୀରି-କ- ସ-ମ୍ପ-ର୍କ ରଖୁଥିଲେ । ସେଥିପାଇଁ ନିଜକୁ ସୁରକ୍ଷିତ ରେ ରଖିବା ପାଇଁ ବାସଗୃହ କରିବାକୁ ପଡିଲା । ତାହାପରେ ମହିଳାଙ୍କୁ ନିଜ ପାଖରେ ରଖିବା ପାଇଁ ବିବାହ ନିୟମ କରିବାକୁ ପଡିଲା ।

ରାଜା ମହାରାଜା ମାନେ ଯୁଦ୍ଧରେ ଜିତି ମହିଳା ମାନଙ୍କୁ ସାଙ୍ଗରେ ଆଣି ତାଙ୍କ ସହିତ ମନ ବୁଝିବା ପର୍ଯ୍ୟନ୍ତ ଶା-ରୀରି-କ- ସ-ମ୍ପ-ର୍କ ରଖୁଥିଲେ । ବନ୍ଧୁଗଣ ଏହା ପୂର୍ବ ଯୁଗରେ ହେଉଥିଲା ଏବେ ମଧ୍ୟ ହଉଛି । ଯଦି ଆମେ କହିବା ବିବାହ ପୂର୍ବରୁ ଶା-ରୀରି-କ- ସ-ମ୍ପ-ର୍କ ରଖିବା ଓ ବିବାହ ପରେ ଶା-ରୀରି-କ- ସ-ମ୍ପ-ର୍କ ରଖିବା ଏହା ସମାଜରେ ଶିକ୍ୱାର ଓ ଅସିକ୍ଵାର କରା ଯାଇଥାଏ । କିନ୍ତୁ ବନ୍ଧୁଗଣ ଏହି ସମ୍ପର୍କ ପାଇଁ ଆପଣଙ୍କ ଶରୀର ଦାଇ । କାରଣ ଶରୀର ମଧ୍ୟ ରେ ବହୁତ ଭାବନା ହୋଇଥାଏ । ଯଦି ଆପଣ କାହାକୁ ସ୍ପର୍ଶ କରୁଛନ୍ତି ଏହା କେବଳ ଶରୀର ଜାଣିପାରେ ବୁଦ୍ଧି ନୁହେ ।

ଯଦି କୌଣସି ବ୍ୟକ୍ତି ଶା-ରୀରି-କ- ସ-ମ୍ପ-ର୍କ ରଖୁଛନ୍ତି ତାହାଲେ ଆପଣଙ୍କର ବିଚାର, ଭାବନା ,ଓ ଶରୀର ସାମିଲ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ କିଛି ଭଲ ହୋଇଥାଏ।  ଯଦି ବିବାହ ପୂର୍ବରୁ ଶା-ରୀରି-କ- ସ-ମ୍ପ-ର୍କ ରଖୁଛନ୍ତି ତାହାଲେ ଗରୁଡ ପୁରାଣରେ ଲେଖାଜାଇଛି ମୃତୁ ପରେ ଏମାନଙ୍କୁ ଯମ ଦଣ୍ଡ ଦିଆ ଯାଇଥାଏ । ତେଣୁ ବନ୍ଧୁଗଣ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ । କେଉଁ ଟି ଠିକ ଓ କେଉଁଠି ଭୁଲ ।

Leave a Reply

Your email address will not be published. Required fields are marked *