2023 ମାର୍ଚ୍ଚ 22 ରୁ 30 ଚୈତ୍ର ନବରାତ୍ରି ରେ 4ଟି ରାଶି ହେବେ ମାଲମାଲ ! ଦେଖନ୍ତୁ ଆପଣଙ୍କ ରାଶି ଅଛି କି

ମା ଲକ୍ଷ୍ମୀ ହେଉଛନ୍ତି ଧାନର ଭଣ୍ଡାର ।  ଲକ୍ଷ୍ମୀଙ୍କ କୃପା ଥିଲେ ସବୁ ସମ୍ଭବ। ଲକ୍ଷ୍ମୀଙ୍କ ଅନେକ ନୀତି ନିୟମ ମଧ୍ୟ ରହିଛି ତାଙ୍କୁ ନିଷ୍ଠାର ସହିତ ପୂଜା କାଲେ ତାଙ୍କ କୃପା ସବୁବେଳେ ଆପଣଙ୍କ ଉପରେ ରହିବ। ଚୈତ୍ର ନବରାତ୍ରି ଲକ୍ଷ୍ମୀଙ୍କର ମୁଖ୍ୟ ପୂଜା ଏହା ୯ ଦିନ ଧରି ପାଳନ କରାଯାଏ ।  ୨୦୨୩ ମାର୍ଚ ରେ ୨୨ ରୁ ୩୦ ପର୍ଯନ୍ତ ୧୨ ଟି ରାଶି  ମଧ୍ୟ ରୁ ୪ ତୀ ରାଶି ର ବ୍ୟକ୍ତି ଙ୍କ ଜୀବରେ ପରିବର୍ତନ ଆସୁଛି ।

ଯାହାକି ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ଥିଲେ ଦୁଃଖ କଷ୍ଟ , ଧାନର ଅଭାବ ଦୂର ହୋଇଯିବ । ଗୋଟିଏ ବର୍ଷକରେ ଚାରିଥର ନବରାତ୍ରି ଥାଏ ଏହା ମଧ୍ୟରୁ ଦୁଇଟି ମୁଖ୍ୟ ହେଉଛନ୍ତି ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି । ଏହି ଚୈତ୍ର ନବରାତ୍ରି ରେ  ଚାରୋଟି ରାଶି  ଉପରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଛନ୍ତି । ପ୍ରଥମେ ମେଷ ରାଶି ; ଏହିରାଶି  ର ବ୍ୟକ୍ତି ଙ୍କ ଜୀବନରେ ବହୁତ ଭଲ ଫଳ ଅଛି । ମା ଲକ୍ଷ୍ମୀଙ୍କର କୃପା ଦ୍ରୁଷ୍ଟି ରହିଛି ।

ବେବସାୟ ବା ଚାକିରିରେ ବହୁତ ପରିବର୍ତନ ଆସିବା ଯାହା ଚାହିବେ ତାହା ପ୍ରାପ୍ତି ହେବ । ଜୀବନରେ ବା ପରିବାରରେ ବହୁତ ଖୁସିରେ ରହିବେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବା   ଦିତୀୟ ରେ ରହିଛି ତୁଳା ରାଶି  ; ଏହି ରାଶି ରା ବ୍ୟକ୍ତି ମାନଙ୍କୁ ବହୁତ ସନମାନ ବା ପ୍ରଶଂସା ମିଳିବ । ସବୁ କ୍ଷେତ୍ରରେ ଉତିର୍ଣ୍ଣ  ହେବେ । ସମାଜରେ ପ୍ରତିଷ୍ଠିତ ହେବେ । ଏହି ନବରାତ୍ରିରେ ନୂଆ ନୂଆ ଅବସର ପ୍ରାପ୍ତି ହେବ ।

ଜିନ ସଫଳତାକୁ ନେଇ ବହୁତ ଖୁସି ରହିବେ ।ପରିବରେ ସୁଖ ଶାନ୍ତି ବା ସନ୍ତାନରେ ସୁଖ ବା ପରିବର୍ତନ ଆସିବା । ତୃତୀୟରେ ରହିଛି କୁମ୍ଭ ରାଶି ; ଏହି ରାଶି ରା ବ୍ୟକ୍ତି ଙ୍କ ଜୀବନରେ ସାଙ୍ଗ ସାଥି ବା ପରିବାରର ସୁଖ ବା ଜୀବନ ସାଥି ରା ସୁଖ ମିଳିବାର ସମୟ ଆସି ଯାଇଛି । ଏହି ଚୈତ୍ର ନବରାତ୍ରିରେ  କୁମ୍ଭ ରାଶି ରା ବ୍ୟକ୍ତି ଙ୍କ ଭାଗ୍ୟ ବଦଳି ଯିବ । ସନ୍ତାନ ପ୍ରାପ୍ତି ମଧ୍ୟ ହେବ। ଜୀବନରେ ବହୁତ ପରିବର୍ତନ ଆସିବା ।

ମା ଲକ୍ଷ୍ମୀଙ୍କୁ ନିଷ୍ଠାର ସହିତ ପୂଜା କାଲେ ସବୁ ମନସ୍କାମନା  ପୂର୍ଣ ହୁଏ ।    ଚତୁର୍ଥରେ ରହିଛି କନ୍ୟା ରାଶି ; ଏହି ନବରାତ୍ରିରେ କନ୍ୟା ରାଶି ରେ ଜୀବନରେ ବହୁତ ପରିବର୍ତନ ଆସିବ । ଦାଂପତ୍ଯ ଜୀବନରେ ବା ବ୍ୟାପାରରେ ,ଧନରେ ସୁଧାର ଆସିବ ।ସବୁ କ୍ଷେତ୍ରରେ ସନମାନିତ ହେବେ । ଯାହା ଚାହିବେ ତାହା ପ୍ରାପ୍ତି ହେବ । ଯଦି ଆପଣ ବିଧି ବିଧାନର ସହିତ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି ତ ଲକ୍ଷ୍ମୀ ବହୁତ ପ୍ରସନ୍ନ ହେବେ ।

Leave a Reply

Your email address will not be published. Required fields are marked *