15 ମାର୍ଚ୍ଚ ବଡ ବୁଧବାର (ମୀନ ସଂକ୍ରାନ୍ତି) ଚୁପଚାପ 3ଟି ଜାଗାରେ ଲୁଣ ରଖନ୍ତୁ, ମା’ଲକ୍ଷ୍ମୀ ଧନର ବର୍ଷା କରିବେ !

୨୦୨୩ ମାର୍ଚ୍ଚ ୧୫ ତାରିଖ ବୁଧବାର ଦିନ ପବିତ୍ର ମୀନ ସଂକ୍ରାନ୍ତି । ହିନ୍ଦୁ ଧର୍ମରେ ସଂକ୍ରାନ୍ତି ର ବହୁତ ମହତ୍ଵ ଥାଏ । ଏହି ସଂକ୍ରାନ୍ତି ରେ ଆମେ ମହାଦେବଙ୍କୁ ପୂଜା କରିଥାଉ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବଙ୍କର ଗୋଟିଏ ରାଶି ରୁ ଅନ୍ୟ ରାଶି କୁ ଚଳନ ହେବାକୁ ଆମେ ଏହି ପବିତ୍ର ସଂକ୍ରାନ୍ତି ବୋଲି କୁହାଯାଏ ବା ପାଳନ କରିଥାଉ । ଅନେକ ପ୍ରକାର ସଂକ୍ରାନ୍ତି ରହିଛି ଯେମିତିକି କୁମ୍ଭ ରାଶି ରେ ପ୍ରବେଶ କାଲେ କୁମ୍ଭ ରାଶି ସେହିପରି ଏ ମାସରେ ମୀନ ରାଶିରେ ପ୍ରବେଶ ହୋଇଛନ୍ତି ।

ସେଥିଲାଗି ଏହି ସଂକ୍ରାନ୍ତି କୁ ଆମେ ମୀନ ସଂକ୍ରାନ୍ତି ବୋଲି ମନିଥାଉ । ଲୁଣ ସାମାନ୍ୟତଃ ଆମେ ଖାଦ୍ଯରେ ଖାଇଥାଉ । ଲୁଣର ଅନେକ ଚମତ୍କାରିତା ମଧ୍ୟ ରହିଛି । ଯେପରି ସାମାନ୍ଯ ଲୁଣ ଜୀବନରେ ପରିବର୍ତନ ଆଣିଥାଏ , ଧନବାନ କରିଥାଏ ସବୁ ଦୁଖ କଷ୍ଟ ଦୂର କରିଥାଏ । ନକରାତ୍ମକ ଶକ୍ତି ରୁ ବଞ୍ଚାଇଥାଏ । ଲୁଣର ବ୍ୟବହାର ଯଦି ଗୋଟେ ମଣିଷ ଦେହରେ କମି ହୋଇଯାଏ । ସେହି ଶରୀର ବହୁତ ଜଲଦି ଖରାପ ହୋଇଯାଏ ।

ଯଦି ଆପଣ ରବିବାର ହେଉ ବା ସୋମବାର ଦିନ ୧୦୦ ଗ୍ରାମ ମୁଗଡାଲି ,୫୦ ଗ୍ରାମ ଚାଉଳ , ୫୦ ଗ୍ରାମ ନାଲି ଲଙ୍କା ଏକ ପ୍ଯାକେଟ ଲୁଣ ,୧୦୦ ଗ୍ରାମ ସୋରିଷ ତେଲ ,ଏକ ପଣି ବୋତଲ ଏହାକୁ ଏକାସାଙ୍ଗରେ କୌଣସି ମହିଳା ବା ପୁରୁଷଙ୍କୁ ଦାନରେ ଦେଇଦିଅନ୍ତୁ । ଏହିସବୁ ଦାନରେ ଦେଇ ଚୁପଚାପ ଘରକୁ ଆସନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ବଦଳିଯିବ । ଭଗବାନ ଶନି , ଶୁକ୍ର ,ବୃହସ୍ପତି ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ରଖିବେ ।

ସବୁ କ୍ଷେତ୍ରରେ ଭଲ ହି ଭଲ ହେବ ବ୍ୟାପାର ବା ଚକେରି ,ପରିବାରରେ ସୁଖ ସମୃଦ୍ଧି ଆସିବ । ଏହି ଉପାୟ କାହାକୁ ନ କହିକି କରିବେ । ଜ୍ଯୋତିଷ ଶାସ୍ତ୍ରରେ ଲୁଣ କୁ ଚନ୍ଦ୍ର ଏବଂ ଶୁକ୍ର ଗ୍ରହର ପ୍ରତିନିଧି ମାନଯାଇଥାଏ । ଲୁଣକୁ ଯଦି ଲୁହା ବା ଷ୍ଟିଲ ପତ୍ରରେ ରଖୁଛନ୍ତି ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କର ମିଳନ ହେବ ଯାହାଦ୍ୱାରା ବହୁତ ଘାତକସିଦ୍ଧ ହୋଇଥାଏ । ଏହା ଦ୍ଵାରା ବହୁତ ବାଧାବିଗ୍ନ ହୋଇପାରେ । କୌଣସି ରୋଗରେ ମଧ୍ୟ ପଡ଼ିପାରନ୍ତି ।

ଲୁଣକୁ କେବଳ କାଚର ପାତ୍ରରେ ରଖିବା ଜରୁରୀ ଏହା ଦ୍ଵାରା ଶୁଭ ହୋଇଥାଏ । ଲୁଣ ତଳେ ପକାଇବା ଦ୍ଵାରା ଚନ୍ଦ୍ର ଓ ଶୁକ୍ର ଦୁର୍ବଳ ହୋଇଯାନ୍ତି । ଯାହା ଦ୍ଵାରା ଘରୁ ଲକ୍ଷ୍ମୀ ଚାଲିଯାଇଥାନ୍ତି । ସନ୍ଧ୍ଯା ସମୟରେ କାହାଠାରୁ ଲୁଣ ଆଣିବେ ନାହି କି ଦେବେ ନାହି । ଲୁଣ ମିଶା ପାଣିରେ ଘର ପୋଛା ଯାଇଥାଏ ତ ନକରାତ୍ମକ ଶକ୍ତି ଦୂର ହୋଇଯାଇଥାଏ । ଯଦି କାହା ଉପରେ ଖରାପ ଦୃଷ୍ଟି ରହିଛି ତାହେଲେ କିଛି ଲୁଣ ,ଅଟା ,ହଳଦୀ ,ନାଲି ଲଙ୍କା ଖଣ୍ଡେ କୋଇଲା ଏହାକୁ କାଗଜରେ ଗୁଡାଇ ଯାହାଉପରେ ନଜର ଲାଗିଛି ତାର ମୁଣ୍ଡ ଉପରେ ସାତଥର ବୁଲାଇ ଚୁପଚାପ ନିଆରେ ପକାଇଦିଆନ୍ତୁ ।

ଶୋଇବା ସମୟରେ ତକିଆ ତଳେ ଲୁଣ କୁ କଳା କଡାରେ ରଖିକରୀ ଶୋଇଲେ ସବୁ ନକରାତ୍ମକ ଶକ୍ତି ଦୂର ହୋଇଯିବ । ଚାହା ରେ ଲୁଣ ପକାଇବା ଦ୍ଵାରା ଶରୀରରେ ରକ୍ତ କମିବାରେ ଲାଗିଥାଏ ଓ ହାଡ କମଜୋର ହୋଇଥାଏ । ଶନିବାର ଦିନ ଲୁଣ ଦାନ କରିବା ଦ୍ଵାରା ବ୍ଯେକ୍ତିର ସବୁ ନବଗ୍ରହ ଶାନ୍ତ ହୋଇଥାଏ । ଲୁଣ ଅଧିକ ଖାଇବା ଦ୍ଵାରା ମଧୁମେୟ , ହୃଦୟ ରୋଗ ,ପେଟରେ ଷ୍ଟୋନ ମଧ୍ୟ ହୋଇପାରେ । ଆପଣଙ୍କୁ ଯଦି ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଏହି ପେଜ କୁ ଲାଇକ କାମେଣ୍ଟ ଓ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *