ବିବାହ ଆଗରୁ ଶାରୀରିକ ସମ୍ପର୍କ ରଖିବା ଠିକ ନା ଭୁଲ- Garuda Purana

ସନାତନ ଧର୍ମରେ ବିବାହ କୁ ଏକ ପବିତ୍ର ସମ୍ପର୍କ ବୋଲି କୁହା ଯାଇଛି । ଆଜି କାଲିର ସାମାଜିକ ଲୋକ ମାନେ ବିବାହ କରିବା ପାଇଁ ଆଦୌ ରାଜି ନାହାଁନ୍ତି ସେମାନେ ବିବାହ ନାମ ରୁ ହିଁ ନିଜକୁ ଅନେକ ଦୁରରେ ରଖୁଛନ୍ତି । ଏହା ପରେ କିଛି ଲୋକ ବିବାହ ପାଇ ରାଜି ହେଉଛନ୍ତି ଏହାର କାରଣ ହେଉଛି କି ସେମାନେ ବିବାହ କରିବା ଦ୍ଵାରା ସେମାନଙ୍କ ଏକ ଆବଶ୍ୟକତା ପୂରଣ ହୋଇ ପାରୁଛି ତାହା ହେଉଛି ସେମାନଙ୍କ ଶା-ରୀ-ରି-କ ସ-ମ୍ପ-ର୍କ ।

କେବଳ ଶା-ରୀ-ରି-କ ସ-ମ୍ପ-ର୍କ ରକ୍ଷା କରିବା ପାଇ କଣ ବିବାହ କରିବା ଆବଶ୍ୟକ ଅଟେ । ଓ ଏହାକୁ କରିବା କେତେ ଦୂର ଠିକ ଅଟେ ଆସନ୍ତୁ ଜାଣିବା । ଆମ ଚାରି ବେଦ ମଧ୍ୟରୁ ରୁକ ବେଦ ଓ ଯଦୁର୍ବେଦ ରେ କେବଳ ନିଜ ସ୍ତ୍ରୀ ସହ ହିଁ ସମ୍ପର୍କ ରକ୍ଷା କରିବା ପାଇଁ କୁହା ଜାଇଛି ।

ଧାର୍ମିକ ଗ୍ରନ୍ଥ କିମ୍ବା ଅଲଗା ସମାଜ ତରଫରୁ ଦେଖିବା ପାଇ ଗଲେ ଏହା ପାପ ଅଟେ କି ବିବାହ ଆଗରୁ ଆମେ ଶା-ରୀ-ରି-କ ସ-ମ୍ପ-ର୍କ ରକ୍ଷା କରିବା । ଏହା କୁ ଯଦି ଆମେ ଦେଖିବା ତେବେ ଜାଣି ପାରିବା କୀ ଏହା ପାଇ ଉଭୟ ନାରୀ ଓ ପୁରୁଷହ ଦାଇ ଅଟନ୍ତି । ସନାତନ କାଳ ହେଉ କି ବୈଦିକ କାଳ ହେଉ ନାରୀ ମାନେ ନିଜକୁ ପସନ୍ଦ ଆସୁଥିବା ପୁରୁଷ ସହ ସମ୍ପର୍କ ସ୍ଥାପନା କରି ସାରିଛନ୍ତି ।

ସେ ଭି ବିବାହ ଆଗରୁ ଉଦାହରଣ ରେ ମେନକା, ଶକୁନ୍ତଳା, ଉର୍ବଶୀ, ଚିତ୍ରଲେଖା, ଚିତ୍ରାଙ୍ଗଡା, କୁନ୍ତୀ, ସୁଭଦ୍ରା, ରୁକ୍ମଣୀ ଆଦି । ଆଜି କଲି ବିବାହ ଆଗରୁ ଶା-ରୀ-ରି-କ ସ-ମ୍ପ-ର୍କ ସ୍ଥାପନା କରା ଯାଉଛି । କିନ୍ତୁ ଦେଖିବା ପାଇଁ ଗଲେ ଏହାକୁ ଗନ୍ଧର୍ବ ବିବାହ କୁହାଯାଏ । ଏହା ଅନୁସାରେ ଯୁବକ ଓ ମହିଳା ନିଜ ଇଚ୍ଛାରେ ଏହି ବନ୍ଧନରେ ବାନ୍ଧି ହୋଇ ଯାନ୍ତି । ଏହା ଆଗରୁ ପଇସାଚ ବିବାହ ଓ ରଖଶ ବିବାହ ମଧ୍ୟ ହେଉ ଥିଲା ।

ରାକ୍ଷଶ ବିବାହ ରେ ପରିବାର ଲୋକଙ୍କ ଅନୁମତି ବିନା ଜବରଦସ୍ତି ସ୍ତ୍ରୀ କୁ ଆଣିକି ବିବାହ ପାଇ ବାଧ୍ୟ କରା ଯାଉଥିଲା । ପଇସାଚିକ ବିବାହ ରେ ସୋଇଥିବା ନାରୀ କିମ୍ବା ଅର୍ଦ୍ଧ ଚେତନା ରେ ଥିବା ନାରୀ କୁ ବଳ ପୂର୍ବକ ନିଜର କରା ଯାଉଥିଲା । ଏହାକୁ ଦେଖିବା ପାଇ ଗଲେ ମହିଳା ମାନଙ୍କୁ କେବଳ ବ୍ୟଭାର କରିବାର ଏକ ବସ୍ତୁ ଭଳି ବ୍ୟବହାର କରା ଯାଉଥିଲା । କିନ୍ତୁ ଆସନ୍ତୁ ଜାଣିବା କି ଅଧିକ ଲୋକ କିମ୍ବା ମହିଳା ମାନଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିଲେ କଣ ହେବ ?

ଆମ ଶରୀର ପାଞ୍ଚ ତତ୍ଵ ରେ ତିଆରି ହୋଇ ଥାଏ । ଯେତେବେଳେ ଆମେ କାହା ସହ ଶା-ରୀ-ରି-କ ସ-ମ୍ପ-ର୍କ ରେ ରହୁ ସେତେବେଳେ ଆମେ ଏହାକୁ ଏକ ସ୍ମୃତି ହିସାବ ରେ ରଖୀ ଦେଇ ଥାଉ । ଶରୀର ଯାହା ଭି କାମ କରି ଥାଏ ଏହାକୁ ଆମ ଆତ୍ମା ମନ ରଖି ନେଇ ଥାଏ । ଯଦି ଆମେ ଆମ ଶରୀର ସହ ଯେତେ ଅଧିକା ଚିନ୍ତା ଓ ସ୍ମୃତି ରଖିବା ଆମେ ଯେତେ ଭଲ ରହିଲେ ଭି ଆମେ ସବୁ ବେଳେ ଦୁଃଖ ରେ ରହି ଥାଉ । ତେଣୁ ଏହି ସମ୍ପର୍କ ଉଭୟ ପକ୍ଷରୁ ହେବା ଭଲ ଓ ଏହା ବିବାହ ପରେ ହେବା ଆହୁରି ଭଲ ଅଟେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *