ବଲିଉଡ ର ୫ ଜଣ ହିରୋଇନ ଯିଏ ବିବାହ ପୂର୍ବରୁ ହେଇ ଯାଇଥିଲେ ପ୍ରେଗନେଣ୍ଟ

ଆମର ସାଧାରଣ ଜୀବନରେ ଯଦି କୌଣସି ଝିଅ ବିବାହ ପୂର୍ବରୁ ଗର୍ଭବତୀ ହେଇଯିବ, ତା ହେଲେ ସେହି ଝିଅକୁ ସମାଜର ଅପମାନ ଓ ବହୁତ କଥା ଶୁଣିବାକୁ ହେବ । ହେଲେ ବଲିଉଡରେ ଏହି ସବୁ କଥା ବହୁତ ସାଧାରଣ ଅଟେ । ଆଜି ଆମେ ଆପଣଙ୍କୁ ବଲିଉଡର ଏପରି କିଛି ହିରୋଇନଙ୍କ ବିଷୟରେ କହିବୁ ଯେଉଁ ମାନେ ବିବାହ କରିବା ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ହିରୋଇନ ମାନଙ୍କ ବିଷୟରେ ।

୧. ମହିମା ଚୌଧୁରୀ

ମହିମା ଚୌଧୁରୀ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ମହିମା ୨୦୦୬ ରେ ବିଜନେସ ମ୍ୟାନ ବବି ମୁଖାର୍ଜୀଙ୍କ ସହ ବିବାହ କରିଥିଲେ । ହେଲେ ମହିମା ବିବାହ କରିବା ପୂର୍ବରୁ ଗର୍ଭବତୀ ଥିଲେ । ଯାହା ପରେ ସେମାନଙ୍କ ଏକ ଝିଅ ଜନ୍ମ ହୋଇଥିଲା ।

୨. ସେଲିନା ଜେଠଲି

ସେଲିନା ୨୦୧୧ ଜୁଲାଇ ୨୩ରେ ନିଜ ବୟଫ୍ରେଣ୍ଡ ପିଟର ହଗଙ୍କ ସହ ବିବାହ କରିଥିଲେ । ଏହା ପରେ ସେହି ବର୍ଷ ମାର୍ଚ୍ଚ ମାସରେ ସେ ଦୁଇଟି ଜାଁଆଳା ଛୁଆଙ୍କୁ ଜନ୍ମ ଦେଇଥିଲେ । ଏହାର ମାନେ ସେ ବିବାହ ପୂର୍ବରୁ ଗର୍ଭବତୀ ଥିଲେ ।

୩. ଶ୍ରୀଦେବୀ

ଶ୍ରୀଦେବୀଙ୍କୁ ତ ଆପଣ ମାନେ ଜାଣିଥିବେ । ବଲିଉଡ ଜଗତରେ ଶ୍ରୀଦେବୀ ବହୁତ ଲୋକ ପ୍ରିୟତା ହାସଲ କରିଛନ୍ତି । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ପାଗଳ ହେଉଥିଲେ । ହେଲେ ଆପଣମାନେ କଣ ଜାଣିଛନ୍ତି ଶ୍ରୀଦେବୀ ବୋନୀ କପୁରଙ୍କୁ ବିବାହ କରିବା ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ । ଏହି କଥା ବହୁତ କମ ଲୋକ ଜାଣିଛନ୍ତି, ଏହି କଥା ଶ୍ରୀଦେବୀ ମଧ୍ୟ ମାନିଛନ୍ତି ।

୪. ଅମ୍ରିତା ଅରୋରା

ଅମ୍ରିତା ବିଜନେସ ମ୍ୟାନ ଶକିଲ ଲଦାକଙ୍କ ସହ ୨୦୦୯ରେ ବିବାହ କରିଥିଲେ । ବିବାହ ପୂର୍ବରୁ ଏହି ଦୁଇ ଜଣଙ୍କ ମଧ୍ୟରେ ଅଫେୟାର ମଧ୍ୟ ଚାଲିଥିଲା । ଖବର ଅନୁସାରେ ଏହା ମଧ୍ୟ ଜଣା ପଡିଛି ଯେ, ଅମ୍ରିତା ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ । ଯାହା ଫଳରେ ସେ ତୁରନ୍ତ ବିବାହ କରିଥିଲେ ।

୫. କୋଙ୍କୋଣା ସେନ ଶର୍ମା

ବଲିଉଡ ଜଗତରେ କୋଙ୍କୋଣା ବହୁତ କମ ଫିଲ୍ମ କରିଛନ୍ତି, ହେଲେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ । କୋଙ୍କୋଣା ଆକ୍ଟର ରଣବିର ସୁରିଙ୍କ ସହ ୩ ଡିସେମ୍ବର ୨୦୧୦ରେ ଏକ ପ୍ରାଇଭେଟ ଫଙ୍କସନରେ ବିବାହ କରିଥିଲେ । ଏହା ପରେ ୧୫ ମାର୍ଚ ୨୦୧୧ରେ ଏମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା । ଏହାର ଅର୍ଥ ବିବାହ ପୂର୍ବରୁ କୋଙ୍କୋଣା ଗର୍ଭବତୀ ଥିଲେ । କିନ୍ତୁ ଏମାନଙ୍କ ସମ୍ପର୍କ ଅଧିକ ବର୍ଷ ଚାଲିଲା ନାହିଁ, କିଛି ବର୍ଷ ପରେ ଏମାନଙ୍କ ମଧ୍ୟରେ ଡିଭୋର୍ସ ହୋଇଥିଲା ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *