ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ମଧ୍ୟରୁ କିଏ ବଡ ?

ସମଗ୍ର ଦେବତା ମାନଙ୍କ ଠାରୁ ବ୍ରହ୍ମା ବିଷ୍ଣୁ ମହେଶ୍ଵର ଙ୍କୁ ଏକ ସ୍ଵତନ୍ତ୍ର ସ୍ଥାନ ଓ ଅଧିକାର ଦିଆଯାଇଛି । ଏହି ତ୍ରିଦେବ ପରସ୍ପର ଅପିନ୍ତ ତେଣୁ ଏମାନଙ୍କ ସ୍ତର ସ୍ଵତନ୍ତ୍ର । ବେଳେ ବେଳେ ମନରେ ଜିଜ୍ଞାସା ଉଠେ ଏହି ତ୍ରି ଦେବଙ୍କର ଜନ୍ମ କେମିତି ହେଲା । କେଉଁଠୁ ଉତପତି ହେଲେ ଏହି ତ୍ରିଦେବ । କେମିତି ଜନ୍ମ ନେଲେ ବ୍ରହ୍ମା ବିଷ୍ଣୁ ମହେଶ୍ଵର । ଏହି ବିଷୟ ବସ୍ତୁ ଉପରେ ଚର୍ଚା କରିବାକୁ ହେଲେ ତିନୋଟି କଥା ବସ୍ତୁ ଉପରେ ବିଚାର କରିବାକୁ ପଡିବ । ସେହି ତିନୋଟି କଥା ବସ୍ତୁ ହେଲା ଶିବ ପୁରାଣ । ଶ୍ରୀମଦ ବଗବତ ଗୀତା ଆଉ ସପ୍ତ ରୁଷି କଥା । ଏଥିରୁ ଜଣା ପଡିବ ତ୍ରିଦେବେଙ୍କର ଜନ୍ମ ଆଉ ଉତ୍ପତି ସମ୍ପର୍କରେ । ଥରେ ବ୍ରହ୍ମା ଓ ବିଷ୍ନୁଙ୍କ ମଧ୍ୟରେ ବହୁତ ଜୋରରେ ଝଗଡା ଲାଗିଲା ।

ଦୁଇଜଣ ଦୁଇଜଣଙ୍କୁ ଆକ୍ରମଣ କରିବାକୁ ଯାଉଥିଲେ ହଠାତ ଗୋଟିଏ ଅଗ୍ନି ପିଣ୍ଡୁଳା ସାମ୍ନାରେ ଆସିଲା ଯାହାର ଆଦି କି ଅନ୍ତ ନଥିଲା । ଏହି ଅଗନୁ ସ୍ତମ୍ବ ଭିତରୁ ଶୁଣା ଗଲା ଦୈବ ବାଣୀ । ଏହି ଦୈବ ବାଣୀ ଅନୁଯାୟୀ ଏହାର ଅଣ୍ଟକୁ ଯିଏ ଖୋଜି ପାଇବ ସିଏ ହେବ ଶ୍ରେଷ୍ଠ । ଏହି ଅଗ୍ନିର ଅନ୍ତ ଖୋଜିବା ପାଇଁ ବିଷ୍ଣୁ ଗଲେ ତଳକୁ ଆଉ ବ୍ରହ୍ମା ଗଲେ ଉପରକୁ ଏହାର ଅନ୍ତ ବିଷ୍ଣୁ ପାଇଲେ ନାହିଁ ଆଉ ବ୍ରହ୍ମା ମିଛ କହିଲେକି ସେ ପାଇଲେ ବୋଲି । ଏହି ସ୍ତମ୍ବ ଭିତରୁ ମହାଦେବ ବାହାରିଲେ ଆଉ ବିଷ୍ଣୁ ମିଛ କହିବା କଥା ଜାଣିପାଇଲେ । ଏହା ଯାନୀ ମହାଦେବ ବ୍ରହ୍ମାଙ୍କର ଯେଉଁ ମୁଖଟି ମିଛ କହିଥିଲା ତାକୁ ସେ ଛେ-ଦ-ନ କରିଥିଲେ ଆଉ ଅଭିଶାପ ଦେଇଥିଲେ ତୁମକୁ ପୃଥିବୀ ପୃଷ୍ଠରେ କେହି ପୂଜା କରିବେ ନହିଁ ।

ଶିବ ପୁରାଣ ଅନୁଯାୟୀ ଏହି ତ୍ରିଦେବଙ୍କ ଠାରୁ ମହାଦେବ ବଡ ବୋଲି ଜଣା ପଡିଥାଏ । ଶ୍ରୀମଦ ଭଗବତ ଅନୁଯାୟୀ ଥରେ ରୁଷୀମାନେ ବିଚାର ବିମର୍ଷରେ ଲାଗିଯାଇଥିଲେ । ବିଚାର ବିମର୍ଷର ମୂଳତତ୍ଵ ଥିଲା ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ କିଏ । ଏହାକୁ ଗୋଟିଏ ପରୀକ୍ଷା ମାଧ୍ୟମରେ ଜାଣିବାକୁ ଚେଷ୍ଟା କଲେ ରୁଷି ବୃନ୍ଦ । ଆଉ ଏହି ଦାୟିତ୍ଵ ଦିଆଗଲା ଭୃଗୁ ରୁଷୀଙ୍କୁ । ଭୃଗୁ ରୁଷି ପହଞ୍ଚିଲେ ବ୍ରହ୍ମାଙ୍କ ପାଖରେ ଆଉ କ୍ରମାଗତ ଭାବରେ ବ୍ରହ୍ମାଙ୍କୁ ଅନୁମାନ କରିବା ଆରମ୍ଭ କଲେ । ଏଥିରେ ଉତ୍ପୃଖିପ୍ତ ହୋଇଥିଲେ ବ୍ରହ୍ମା ଦେବ । ଏହାପରେ ଭୃଗୁ ରୁଷି ପହଞ୍ଚିଥିଲେ ମହାଦେବଙ୍କ ପାଖରେ । ଏଥର ମଧ୍ୟ ବୃଗୁ ଋଷିଙ୍କ ପ୍ରତିକ୍ରିୟା ସମାନ ଥିଲା ।

ଅପମାନ କରିଚାଲିଥିଲେ ମହାଦେବଙ୍କୁ । ମହାଦେବ ମଧ୍ୟରେ ଉତକ୍ଷିପ୍ତ ହୋଇଯାଇଥିଲେ । ଏହା ପରେ ପହଞ୍ଚିଲେ ବିଷ୍ନୁଙ୍କ ପାଖରେ ଆଉ ତାଙ୍କ ଶୋଇବା ଶୟ ନକରି ବିଷ୍ଣୁଙ୍କ ବକ୍ଷ ଦେଶରେ ପାଦ ଥୋଇଦେଲେ । ଆଉ ତାଙ୍କ ନିଦ ଭାଙ୍ଗିଗଲା ଓ ସେ ଭୃଗୁ ରୁଷୀଙ୍କୁ ଚାହିଁ ହସିଲେ ଆଉ କହିଲେ ମୋର ବକ୍ଷ ଅତ୍ୟନ୍ତ କଠୋର ଆପଣଙ୍କ ପଦରେ କୌଣସି ସମସ୍ଯା ହୋଇନାହିଁତ । ଆପଣଙ୍କୁ କାଷ୍ଠା ହୋଇପାରେ ଆପଣ ବହୁତ କଠିନ ଜାଗାରେ ପଦ ଘାତ କରିଛନ୍ତି । ନରମି ଗଲେ ଭୃଫୁ ରୁଷି ଆଖିରୁ ବାହାରି ଗଲା ଲୁହ । ପଡିଗଲେ ବିଷ୍ନୁଙ୍କ ଚରଣ ତଳେ । ଆଉ ବିଚାର କାଲେ ତ୍ରି ଦେବା ବିତରୁ ବିଷ୍ଣୁ ହିଁ ଶ୍ରେଷ୍ଠ ।

Leave a Reply

Your email address will not be published. Required fields are marked *