ବୁଧବାର ଦିନ ନିଶ୍ଚୟ କରନ୍ତୁ ଏହି 1 କାମ, ବଦଳିଯିବ ଭାଗ୍ୟ… ସବୁ ଇଚ୍ଛା ହେବ ପୂର୍ଣ୍ଣ

ଆମେ କରୁଥିବା ପୂଜା ଅନୁସାରେ ଗଣେଶ ଭଗବାନ ସବୁ ଦୁଃଖ କଷ୍ଟର ବିଘ୍ନ ହର୍ତ୍ତା ସେ ସବୁ କିଛି କଷ୍ଟ ଓ ବିପଦ କୁ ହଟାଇ ଦେଇ ଥାନ୍ତି ଆମ ଜୀବନରୁ । ଯଦି ଆମେ ତାଙ୍କୁ ସୁଦ୍ଧା ମନରେ ଡାକିବା ସେ ନିଶ୍ଚିତ ଭାବେ ଆମ ଡାକ ଶୁଣିବେ । ଗଣେଶ ଭଗବାନ ହେଉଛନ୍ତି ସର୍ବତ୍ର ପୂଜ୍ୟ ।

ଆଜି ଆମେ ଆପଣଙ୍କୁ କହିବ ଅପାଇନ ଯାଉଛୁ କି ଭଗବାନ ଗଣେଶ ଙ୍କୁ ଆମେ କିଭଳି ଭାବେ ପୂଜା କରିବା ଓ କିଭଳି ପରିଣାମ ପାଇବା । ଆପଣ ଯଦି ନିଜର ସବୁ କାମକ୍କୁ ଭଲ ଭାବେ ଜାଣିବା ପାଇଁ ଓ ନିଜ ପରିବାର ପାଇଁ ମଙ୍ଗଲ କାମନା କରିବା ପାଇଁ ଚାହୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହି ଭଳି ଭାବେ ଭଗବାନ ଗଣେଶ ଙ୍କୁ ପୂଜା କରନ୍ତୁ । ଆପଣ ଜାଣି ଥିବେ ବୁଧବାର ହହେଉଛି ଭଗବାନ ଗଣେଶ ଙ୍କର ପ୍ରିୟ ବାର ।

ଏହି ବାର ରେ ଆପଣ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଭଗବାନ ଗଣେଶଙ୍କୁ କିଛି ନାଲି ଫୁଲ ଓ କଛି ସିନ୍ଦୁର ଅର୍ପଣ କରନ୍ତୁ । କୁହା ଯାଏ କି ପାଞ୍ଚ ଦେବତା ଙ୍କ ମଧ୍ୟରୁ ଗଣେଶ ହେଉଛନ୍ତି ସର୍ବ ପୂଜ୍ୟ । ଏହି ପାଇଁ ପ୍ରତେକ ଦିନ ସକାଲୁ ଉଠିକି ଆପଣ ପୂଜା କରିବା ଛଡା ପ୍ରଥମେ କ୍ଷ୍ତରୁ ଉଠିକି ଆଖି ଖୋଲିବା ମାତ୍ରେ ଭଗବାନ ଗଣେଶ ଙ୍କୁ ସ୍ମରଣ କରନ୍ତୁ । ଯେଉଁ ମାନେ ସବୁ ବେଳେ କରୁଥିବା କାମ ଫେଲ ହୋଇ ଯାଉଛି ସେମାନେ ଗଣେଶ ଭଗବାନ ଙ୍କ ପାଖରେ କିଛି ମିଠା ଅର୍ପଣ କରନ୍ତୁ ଜେଭଳିକି ଆପଣ କିଛି ଲଡୁ କିଛି ବୁନ୍ଦି ଅର୍ପଣ କରନ୍ତୁ ।

ଗଣେଶ ଭଗବାନ ଙ୍କୁ ବୁଦ୍ଧି ର ଦେବତା ବୋଲି ମଧ୍ୟ କୁହାଯାଏ । ତାଙ୍କ କୃପା ପଡୁଥିବା ଲୋକ ଙ୍କ ଉପରେ କେବେ ହହେଲେ କିଛି ସଂକଟ ଆସେ ନାହିନ କି ସେ କେବବେ ଭି ହାରେନି । ଯେଉଁ ମାନେ ନିଜ ସମାଧାନର ବାଟ ଖୋଜିକି ପାଉ ନାହାନ୍ତି ସେମାନେ ନିଶ୍ଚିତ ଭାବେ ଗଣେଶ ଭଗବାନ ଙ୍କ ପାଖରେ ପ୍ରତେକ ଦିନ କିଛି ଦୂବ ୭ ଟି ଲେଖାଏଁ ପ୍ରତେକ ବୁଧ ବାର ଦିନ ଦେଲେ ସେମାନେ ଖୁବ ଭଲ୍ ପରିଣାମ ପାଇବେ ।

ଭଗବାନ ଗଣେଶଙ୍କୁ ମୁଗ ଡାଲିରେ ତିଆରି ହୂଇଥିବା ଜିନିଷ ଖୁବ ଭଲ ଭଲ ଲାଗେ ଏହି ଦାଲ୍ଲୀରେ ଆପଣ ଲଡୁ କରିକି ବୁଧବାର ଦିନ ପୂଜା କରିବା ଭଲ ହେବ । ଶନି ଦେବଙ୍କ ପୂଜା କରାଯାଉଥିବା ଗଛ ପାଖେ ଆପଣ ପୂଜା କାଲେ ତାଙ୍କ ଉପରେ ତାଙ୍କର ଖୁବ ଭଲ ପ୍ରଭାବ ପଡିଥାଏ । କୁହାଯାଏ କି ଭଗବାନ ଗଣେଶ ଙ୍କୁ ପୂଜା କରିକି ରାବଣ ହରାଇ ପାରିଥିଲେ ରାମଚନ୍ଦ୍ର ।

କୁହା ଯାଏ କି ଆପଣଙ୍କ ଘରେ ଯଦି ଅସାନ୍ତି ହେଉଛି ତେବେ ଆପଣ ଘିଅ ଦୀପ ଟିଏ ଜାଳନ୍ତୁ ଏହା ଦ୍ଵାରା ଆପଣଙ୍କୁ ସବୁ ପ୍ରକାର ବିଘ୍ନ ରୁ ମୁକ୍ତି ମିଳିବ । ଗଣେଶ ଜି ଙ୍କୁ ପୂଜା କରିବା ଆଗରୁ ଚାଉଳ ମଧ୍ୟ ପୂଜା କରାଯାଏ ମାତ୍ର ଏହା ଶୁଖିଲା କିମ୍ବା ଭଙ୍ଗା ନ ହୋଇଥିବା କଥା । ଯେତେବେଳେ ଆପଣ ଏହା କୁ ପୂଜା କରିବବେ କେବେ ହେଲେ ଗଣେଶ ଏନକେ ପିଠିକୁ ଦେଖିବେ ନି କୁହା ଯାଏ କି ଏହା କରିବା ଦ୍ଵାରା ଦରିଦ୍ରତା ଆସିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *