ବୁଦ୍ଧ ଙ୍କ ଗୋଟେ ଫୋଟୋ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ନିଜ ଭବିଷ୍ୟତ – PERSONALITY TEST

ବନ୍ଧୁଗଣ ବୌଦ୍ଧ ଧର୍ମ ହେଉଛି ଶାନ୍ତି ଓ ପ୍ରସନ୍ନତା ର ସନ୍ଦେଶ ଦେଇଥାଏ । ଗୋଟେ ରାଜାଙ୍କ ପୁତ୍ର ଓଇ ମଧ୍ୟ ମହାତ୍ମା ବୁଦ୍ଧ ନିଜର ରାଜ୍ୟ ପାଠ ଛାଡି ଦେଇଥିଲେ ଓ ସନ୍ୟାସି ଭଳି ଜୀବନ ବିତାଇ ଥିଲେ । ଖାଲି ଏତିକି ନୁହେଁ ସେ ନିଜର ଜ୍ଞାନକୁ ସୀମିତ ନ ରଖିକି ଅନ୍ୟ ଲୋକଙ୍କ ସହ ପ୍ରସାରିତ କରିଥିଲେ । ଦେଶ ବିଦେଶରେ ମହାତ୍ମା ବୁଦ୍ଧଙ୍କର କଥା ଅନେକ ଲୋକ ପାଳନ କରିଥାନ୍ତି । ଏମିତି ମାନାଯାଏ ବୁଦ୍ଧ ଙ୍କ ଆଦର୍ଶରେ ଚାଲୁଥିବା ବ୍ୟକ୍ତି ନିଶ୍ଚିନ୍ତ ରୂପେ ଭଲ ପରିଣାମ ପ୍ରାପ୍ତ କରିଥାଏ । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ବୁଦ୍ଧ ଙ୍କ ପହେଲି । ଯାହାର ଆଧାରରେ ଆପଣ ନିଜର ଭବିଷ୍ୟ ଜାଣିପାରିବେ ।

1- ଯଦି ଆପଣ ପ୍ରଥମ ବୁଦ୍ଧଙ୍କୁ ବାଛିଛନ୍ତି ତେବେ ଆପଣ ସତ୍ୟବାଦୀ ଅଟନ୍ତି । ଯିଏ ନିଜ ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଆପଣ ସବୁ ସ୍ଥିତିରେ ସନତ ରହିବାକୁ ପସନ୍ଦ କରନ୍ତି । ଆପଣ ସବୁ କାମରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରନ୍ତି । ନିଜ ଲାଇଫକୁ ନେଇ ଅଧିକ ସିରିଏସ ରହିଥାନ୍ତି । ଯଦି ଏବେ ବି ଆପଣ ନିଜ ଜୀବନରେ ଖାସ ବ୍ଯକ୍ତିର ଅପେକ୍ଷା କରିଛନ୍ତି ବହୁତ ଜଲ୍ଦି ତାଙ୍କର ଆଗମନ ହେବ ।

2- ଆପଣଙ୍କୁ ଦ୍ଵିତୀୟ ବୁଦ୍ଧଙ୍କ ଚିତ୍ର ଅସନ୍ଦ ଆସିଥିଲେ ଏହାର ଅର୍ଥ ଆପଣ ବହୁତ ସ୍ତରଙ୍ଗ ମଣିଷ ଅଟନ୍ତି । ଆପଣଙ୍କୁ ନିଜର ସ୍ଵାଧୀନତା ସହ ପ୍ରେମ ଥାଏ । ଏମିତି କିଛି ନାହିଁ ଯାହା ଆପଣଙ୍କୁ ଭୟଭୀତ କି ଦୁର୍ବଳ କରାଇ ପାରିବ । ଭବିଷ୍ୟତରେ ଆପଣ ଜଣେ ସଫଳ ମଣିଷ ହେବେ । ଏବେ ଆପଣଙ୍କ ଜୀବନରେ ସେହି ସମୟ ଆସିବ ଯାହା ଆପଣଙ୍କ ଭାଗ୍ୟକୁ ବଦଳାଇ ଦେବ ।

3- ଆପଣଙ୍କୁ ତୃତୀୟ ବୁଦ୍ଧଙ୍କ ଫୋଟୋକୁ ବାଛିଥିଲେ ସେମାନଙ୍କ ପାଖରେ ଗଜବର ଧର୍ଯ୍ୟ ଥାଏ । ଆପଣ ଶାନ୍ତ ସ୍ଵଭବର ବ୍ୟକ୍ତି ଅଟନ୍ତି । ଆପଣ କାହାକୁ ବି ଦୁଃଖ ଦିଅନ୍ତି ନାହିଁ । କାହାକୁ ଦୁଃଖରେ ଦେଖିପାରନ୍ତିନି । ଯେଉଁ ସ୍ଵପ୍ନା ଆପଣ ଏବେ ଯାଏଁ ଦେଖି ଆସୁଥିଲେ ତାହା ପୂରଣ ହେବ । ଜୀବନରେ ବହୁତ ଖୁସି ମିଳିବ ଆପଣଙ୍କୁ ।

4- ଆପଣ ଯଦି ଚତୁର୍ଥ ବୁଦ୍ଧଙ୍କୁ ବାଛିଛନ୍ତି ଏବେ ନିଜ ଅପେକ୍ଷା ଆପଣ ଅନ୍ୟକୁ ଧ୍ୟାନରେ ରଖିଥାନ୍ତି । ଆପଣ ନମ୍ର ଓ ସାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ନିଜର ପାଖାପାଖି ଲୋକଙ୍କ ପାଇଁ ବହୁତ କିଛି କରିଥାନ୍ତି । ଆପଣଙ୍କୁ କେହି ବୁଝନ୍ତୁ କି ନ ବୁଝନ୍ତୁ ଆପଣ ସମସ୍ତଙ୍କର ଭଲ କରିଥାନ୍ତି ।

5- ଯଦି ଆପଣଙ୍କୁ ପଞ୍ଚମ ବୁଦ୍ଧଙ୍କ ଫୋଟୋ ଟି ପସନ୍ଦ ଆସିଛି ତେବେ ଏହାର ଅର୍ଥ ଆପଣଙ୍କ ସ୍ଵପ୍ନ ବହୁତ ବଡ ଅଟେ । ଆପଣ ଆତ୍ମବିଶ୍ବାସରେ ଭରି ରହିଥାନ୍ତି । ନିଜ ପରିବାରକୁ ଅଧିକ ଭଲ ପାଇଥାନ୍ତି । ନିଜ ଉପରେ ଅଧିକ ବିଶ୍ଵାସ କରିଥାନ୍ତି । କାରଣ ପରିଶ୍ରମ କେବେ ବି ଖାଲିରେ ଯାଏ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *