କଣ ବିବାହ ପୂର୍ବରୁ ସମ୍ଭୋଗ ସ୍ଥାପନ କରିବା ଉଚିତ ? କଣ କହିଥାଏ ବିଭିନ୍ନ ଧର୍ମ ? Garuda Purana

ବନ୍ଧୁଗଣ ଆଜି କାଲି ଲୋକ ମାନେ ଅନୈତିକ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଏହା ଏକ ସାଧାରଣ କଥା ହୋଇ ଗଲାଣି । ଖରାପ ସମ୍ପର୍କ ରଖିବା ପୂର୍ବରୁ ଲୋକେ ଭାବୁ ନାହାନ୍ତି ଏହାର ପ୍ରଭାବ ଜୀବନରେ କଣ ପଡିଥାଏ । ଆଜିକାଲି କେହି ନିଜର ମିଛ ପ୍ରେମ ରେ ଫସାଇ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଛୁ ତ ଆଉ କେହି ଖରାପ କାମ ର ଆଶ୍ରୟ ନେଇ ସମ୍ବଧ ରଖିବାକୁ ଚେଷ୍ଟା କରୁଛନ୍ତି ।

ଏହି କାରଣରୁ ଦୁନିଆରେ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ଆମେ ଆପଣଙ୍କୁ କହିବି ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବାକୁ ନେଇ ବିଭିନ୍ନ ଧର୍ମ କଣ କହିଥାଏ । କହିବାକୁ ଗଲେ ସମ୍ପର୍କ ରଖିବା ଭୁଲ ନୁହେଁ । କିନ୍ତୁ ଖରାପ ଉପାୟ ରେ ସମ୍ପର୍କ ସ୍ଥାପନ କରିବା ଉଚିତ ନୁହେଁ । ଏହା ଭୁଲ ଅଟେ । ବାଇବେଲ ଏହାକୁ ନେଇ କହିଥାଏ କି ଯଦି କୌଣସି ବ୍ୟକ୍ତି ଇଶ୍ଵର ଙ୍କ ନିୟମ କୁ ଭାଙ୍ଗି ଅନୈତିକ ସମ୍ପର୍କ ରଖିଥାଏ ତେବେ ଭଗବାନ ନିଶ୍ଚୟ ଦଣ୍ଡ ଦେଇଥାନ୍ତି ।

କାହିଁକି ନା ଭଗବାନ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ତିଆରି କରିଛନ୍ତି । ଯାହା ଫଳରେ ନୈତିକ ଓ ଅନୈତିକ ସମ୍ପର୍କ ମଧ୍ୟରେ ଫରକ କଣ ଜଣା ପଡିଥାଏ । କୋରାନ ରେ ମଧ୍ୟ କେବଳ ସ୍ତ୍ରୀ ସହ ସମ୍ପର୍କ ରଖିବାକୁ କୁହା ଯାଇଛି । କୋରାନ ଅନୁଯାୟୀ ଆଲ୍ଲା ଙ୍କ କହିବା ଅନୁଯାୟୀ ମନୁଷ୍ୟ କୁ ବ୍ୟଭିଚାର ଠାରୁ ଦୂରେଇ ରଖିବା ଉଚିତ । କାରଣ ଏହା ସମ୍ପର୍କ ରଖିବାର ଏକମାତ୍ର ମାଧ୍ୟମ ହୋଇଥାଏ ଯାହା ଖରାପ ରାସ୍ତା ଅଟେ ।

ଅର୍ଥବ ବେଦ ଅନୁଯାୟୀ ସ୍ତ୍ରୀ ଓ ପୁରୁଷ ଙ୍କୁ କେବଳ ବିବାହ ପରେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଉଚିତ । ରୁକ ବେଦ ରେ ମଧ୍ୟ ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ ହୋଇଥାଏ । ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ବ୍ୟକ୍ତି ଙ୍କୁ ନର୍କ ରେ ନିର୍ଯ୍ୟାତନା ମିଳିଥାଏ । ଅର୍ଥାତ ସବୁ ଧର୍ମ ରେ ବିବାହ ପୂର୍ବ ରୁ ଅନୈତିକ ସମ୍ପର୍କ ସ୍ଥାପନ କରିବା ଅପରାଧ ଶ୍ରେଣୀ ରେ ରଖା ଯାଇଛି ।

ତେବେ କୌଣସି ବି ଦ୍ରୁଷ୍ଟି ରୁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । କିନ୍ତୁ ଆଜିର ସମୟରେ ଏହାକୁ କେହି ବି ମାନୁ ନାହାନ୍ତି । ତେବେ ଏପରି କରିବା ଦ୍ଵାରା ମୃତ୍ୟୁ ପରେ ନର୍କ ରେ ନାନା ଯନ୍ତ୍ରଣା ଭୋଗ କରିବାକୁ ପଡିଥାଏ । ତେଣୁ ମନୁଷ୍ୟ କୁ ଏ ସବୁରୁ ନିବୃତ୍ତ ରହିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *