ରାତିର ଏହି ସମୟରେ ସ୍ତ୍ରୀ ସହିତ କରନ୍ତୁ (ସମ୍ଭୋଗ) ସ୍ୱାମୀ ହୋଇଜିବେ କୋଟିପତି- Ajira Anuchinta

ଚାଣକ୍ୟ ହେଉଛନ୍ତି ଏକ ମହାନ ପଣ୍ଡିତ ଅଟନ୍ତି ସେ ଯାହା ଭି ଲେଖି ଛନ୍ତି ନିଜର ଅଭ୍ୟାଶ ଓ ଚିନ୍ତାଧାରା କୁ ନେଇକି ଲେଖି ଛନ୍ତି ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ତାଙ୍କ ଦ୍ଵାରା ରଚିତ ଏହି ଗ୍ରନ୍ଥ ଆମକୁ କିଛି ନୂଆ ଓ ଭଲ ଜିନିଷ ଶିଖାଇବା ସହ ଅନେକ ମହତ୍ଵ ପୂର୍ଣ୍ଣ କଥା ମଧ୍ୟ ଶିଖାଇ ଥାଏ । ଆମେ ଯଦି ଦେଖିବା ପାଇଁ ଜୀବ ଆସେ ନିଜ ସିଦ୍ଧାନ୍ତ ପାଇଁ ଏକ ସାମାନ୍ଯ ବାଳକ କୁ ଭି ରାଜା କରାଇ ଦେଇ ଥିଲେ ।

ଆମେ ଆଜି କହିବା ପାଇଁ ଯାଉଥିବା ବିଶୟ ହେଉଛି କି ଆପଣ ମାନେ ଯାହାଭି କରିବେ ତାହା ପାଇଁ ଏକ ସମୟ ଥାଏ କିଛି ଅବେଳ ରେ କରିଥିବା କାମ ଆମ ପାଇଁ ଖରାପ ହୋଇ ଥାଏ । ଯେଉଁ ମାନେ ନିଜ ସିଦ୍ଧାନ୍ତ ର ସହ ବଞ୍ଚି ଥାନ୍ତି ସେମାନେ ସବୁ ବେଳେ ଭଲ ପରିଣାମ ପାଇ ଥାନ୍ତି । ତେଣୁ ଅକ୍ରିୟ ନାରୀ ଓ ପୁରୁଷ ମଧ୍ୟ ନିଜ ମହତ୍ଵ ଓ ନିଜର ସୀମାକୁ ଜାଣିବା ଦରକାର ଅଟେ । ଆଜି ଆମେ ଖିବା ପାଇଁ ଯାଉଛୁ କି କେଉଁ ସ୍ମାୟରେ ନାରୀ ଓ ପୁରୁଷ କିମ୍ବା ସ୍ଵାମୀ ଓ ସ୍ତ୍ରୀ ଶା-ରି-ରୀ-କ ସ-ମ୍ପ-ର୍କ ରଖିବା ଅଖରାପ ହୋଇ ଥାଏ ଏହାର ପରିଣାମ ମଧ୍ୟ ଭୟାନକ ହୋଇ ଥାଏ । ନାରୀ ପୁରୁଷ ଏହି ଭଳି ଅଟନ୍ତି ଯେଉଁ ଭଳି ଦିନ ଆଉ ରାତି ।

ଯେମିତି ଦିନ ବିନା ରାତି ଓ ରାତି ବିନା ଦିନର କିଛି ମାନେ ନାଇ ସେହି ଭଳି ନାରୀ ଓ ପୁରୁଷ ଏହି ଭଳି ଅଟନ୍ତି । ଯଦି ନାରୀ ଅଛି ଓ ପୁରୁଷ ନାଇ ଏହାର ମାନେ କିଛି ନାଇ ଯଦି ପୁରୁଷ ଅଛି ସୃଷ୍ଟି ରେ ନାରୀ ନାଇ ଏହାର ମଧ୍ୟ କିଛି ମାନେ ନାଇ କିନ୍ତୁ ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ନାରୀ ମାନେ ହୁଅନ୍ତୁ କିମ୍ବା ପୁରୁଷ ଏହାକୁ ସମ୍ଭାଳିବା ଅଡାଇତ୍ଵ ଉଭୟଙ୍କର ଅଟେ । ତେଣୁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବୈ-ବା-ହି-କ ସ-ମ୍ପ-ର୍କ ଭଲ ହେବା ନିହାତି ଦରକାର । ଏମାନଙ୍କ ମଧ୍ୟରେ ସ୍ଵାର୍ଥ ର ଧାରୁଆ ଅ-ସ୍ତ୍ର ଆସିବା କଥା ନୁହେ ।

ଯଦି ଏମାନାଙ୍କ ମଧ୍ୟରେ ଆକର୍ଷଣ ଅଛି ତେବେ ସେହି ଜାଗାରେ ବୈଭବ ଆସିଥାଏ ଓ ଭଲ ଦିନ ଓ ସୁଖମୟ ସଂସାର ଥାଏ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେଉଁ ଘରେ ସ୍ଵାମୀ ସ୍ତ୍ରୀ ପ୍ରେମରେ ଜଡିତ ଥାନ୍ତି ସେହି ଘରେ ମା ଲକ୍ଷ୍ମୀ ଙ୍କ ବାସ ଥାଏ । ଆପଣ ଏହା ପାଇଁ କହିଛନ୍ତି କି ଆପଣ ରାତି 3 ପୂର୍ବ ରୁ ଶା-ରି-ରୀ-କ ସ-ମ୍ପ-ର୍କ ରଖିବା ଭଲ ହୋଇ ଥାଏ କାରଣ 3 ପରେ ଏହା ଅଇସୋରିକ ବେଳା ହୋଇ ଥାଏ । ଏହିଷ ଅମୟରେ ସ-ମ୍ପ-ର୍କ ସ୍ଥା-ପ-ନ କରିବା ଖରାପ ହୋଇଥାଏ ସୂର୍ଯ୍ୟ ଉଦୟ ହେବା ପରେ ଆପଣ ଏହା ପୁଣି କରି ପାରିବେ କିନ୍ତୁ ଦିନ 3 ପରେ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଭଲ ହୋଇ ଥାଏ ବୋଲି ଶାସ୍ତ୍ର ରେ କୁହା ଯାଇଛି । ଏହା ଦ୍ଵାରା ପ୍ରେମ ବଢିବ ଓ ଭଲ ପାଇବା ମଧ୍ୟ ।

Leave a Reply

Your email address will not be published. Required fields are marked *