ଚାହା ପିଇସାରି ଖଆନ୍ତୁ ନାହିଁ ଏହି ଜିନିଷ, ନଚେତ୍ ହୋଇଯିବ ଏହି ଚର୍ମରୋଗ, ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଆଜିକାଲି ଆମ ଦେଶରେ ଚା ପିଇବାର ପଦ୍ଧତି ବହୁତ ବଢିବାରେ ଲାଗିଛି । ଚାହା ନ ପିଇଲେ ଲୋକ ମାନଙ୍କର ଦିନ ଭଲ ଯାଉ ନାହି ଏମିତି ଆଜିର କିଛି ଧାରଣା ହେଲାଣି । ତେବେ ଚାହା ଆମ ଶରୀର ପାଇଁ ବିଶେଷ କ୍ଷତିକାରକ ହୋଇଥାଏ । ଚାହା ପିଇବା ଦ୍ଵାରା ଗ୍ଯାସ, ଏସିଡିଟି ଭଳି ସମସ୍ଯା ଦେଖା ଯାଇଥାଏ ।

କିନ୍ତୁ ଚାହା ପିଇ ସାରିବା ପରେ ବହୁତ ଥର ଆମେ ଏମିତି କିଛି ଖାଦ୍ଯ ଖାଇଥାଉ କି ଆମ ମାନଙ୍କର ଅନେକ ପ୍ରକାରର କ୍ଷତି ଘଟିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ଚାହା ପିଇବା ପରେ ଭୁଲରେ ବି କେଉଁ ସବୁ ଜିନିଷ ଗୁଡିକ ଖାଇବା ଉଚିତ ନୁହେଁ ନଚେତ ଚରମ ରୋଗ ମାଡି ଯାଇଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ବନ୍ଧୁଗଣ ଚାହା ଶରୀର ପାଇଁ ଲାଭଦାୟକ ଯେତିକି ହୋଇଥାଏ ତା ଠାରୁ ଅଧିକ କ୍ଷତିକାରକ ମଧ୍ୟ ହୋଇଥାଏ । ସକାଳୁ ଖାଲି ପେଟରେ ଚାହା ପିଇବା ପାଇଁ ଏମିତି କିଛି ଜିନିଷ ଖାଇବା ଉଚିତ ନୁହେଁ । ଆପଣ ମାନେ ଦେଖିଥିବେ କେତେକ ଲୋକଙ୍କର ମୁହଁ ରେ ଧଳା ଧଳା ଦାଗ ହେବାର । ତେବେ ଏଭଳି ହୋଇଥାଏ ଯଦି ଆପଣ ଚାହା ପିଇବା ପରେ ଭିଜିଥିବା ବୁଟ ଖାଇଥାନ୍ତି । ତେଣୁ ଏହା ଠାରୁ ଦୂରେଇ ରୁହନ୍ତୁ ।

କେବେ ବି ଗରମ ଚାହା ପିଇବା ପରେ ପାଣି ପିଅନ୍ତୁ ନାହି । ଏହା କରିବା ଦ୍ଵାରା ଦାନ୍ତ ଥଣ୍ଡା ଲାଗିବା ସହ ଦାନ୍ତ ଝିମଝିମ ହେବା, ଦାନ୍ତ ରେ ଯନ୍ତ୍ରଣା ହେବ, ଦାନ୍ତ ଭାଙ୍ଗିବା ଭଳି ଅନେକ ରୋଗ ହୋଇଥାଏ । ଚାହା ପିଇବା ପରେ ଲେମ୍ବୁ ରେ ତିଆରି ଜିନିଷ ବା ଲେମ୍ବୁ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା ପେଟରେ ବିଷ ରେ ପରିଣତ ହୋଇଥାଏ । ଯାହା ଆମ ଶରୀର ପାଇଁ ଘାତକ ଓ ହାନିକାରକ ହୋଇଥାଏ ।

ଚାହା ପିଇବା ପରେ ହଳଦୀ ଓ ବେସନ ରେ ତିଆରି ହୋଇଥିବା ଖାଦ୍ଯ ଖାଇବା ଉଚିତ ନୁହେଁ । ଏହା ଦ୍ଵାରା କେଶ ବହୁତ ଜଲ୍ଦି ଧଳା ହେବା ସହ ଝଡିବାରେ ଲାଗିଥାଏ । ଏହାର ମୁଖ୍ୟ କାରଣ ଏହି ସବୁ ଜିନିଷ ର ସେବନ କରିବା ଉଚିତ ନୁହେଁ । ଏହି ସବୁ ଜିନିଷ ର ସେବନ ଚାହା ପିଇବାର 1 ଘଣ୍ଟା ପରେ ବା 1 ଘଣ୍ଟା ପୂର୍ବରୁ ଖାଇ ନିଅନ୍ତୁ । କିନ୍ତୁ ସଙ୍ଗେ ସଙ୍ଗେ ଚାହା ପିଇବା ପରେ ଏହି ସବୁ ଜିନିଷ ର ସେବନ ଭୁଲରେ ବି କରନ୍ତୁ ନାହି ।

ତେବେ ଆପଣ ମାନେ ଜାଣିଲେ ତ ଚାହା ପିଇବାର ସଙ୍ଗେ ସଙ୍ଗେ କେଉଁ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ଏହି ସବୁ କଥା ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *