ଚା’ ପତିରେ ଏହି ଜିନିଷ ମିଶାଇ ବାଳରେ ଲଗାନ୍ତୁ ଏବଂ କିଛି ସମୟ ରଖି ଧୋଇ ନିଅନ୍ତୁ ? ବାଳ ଏତେ ଲମ୍ବା ହୋଇଯିବ ଯେ ସମ୍ଭାଳି ପାରିବେନି !(Hair Care Tips)

ପ୍ରତେକ ମଣିଷ କେଶ ଝଡିବା, କେଶ ଲମ୍ବା ନ ହେବା, ଧଳା କେଶ ବା ଦୁଇ ମୁହଁ କେଶ କୁ ନେଇ ଚିନ୍ତା ରେ ଆଜିକାଲି ରହୁଛନ୍ତି । ସେଥିପାଇଁ ପ୍ରାୟତ ବଜାରରେ ମିଳୁଥିବା ଶ୍ୟାମ୍ପୋ ବା ତେଲର ବ୍ଯବହର କରିଥାନ୍ତି କେଶ ରେ । ତଥାପି ସେମାନଙ୍କର କେଶ ର ସମସ୍ୟା ପୂର୍ବ ଭଳି ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର କେଶ ର ସବୁ ସମସ୍ୟାକୁ ଦୂର କରିବ । ଅନ୍ୟ କଥା ଟି ହେଉଛି ଆପଣଙ୍କୁ ଏହି ଉପଚାର ତିଆରି କରିବା ପାଇଁ ସବୁ ସାମଗ୍ରୀ ଆପଣଙ୍କ ଘରୁ ସହଜରେ ମିଳିଯିବ ।

ଏହି ଉପଚାର ତିଆରି କରିବା ପାଇଁ ଆବଶ୍ୟକ ରହିଛି ୨ରୁ ୩ ଚାମଚ ଚା ପତି ଯାହା ଆପଣଙ୍କୁ ବହୁତ ସହଜରେ ଆପଣଙ୍କ ରୋଷେଇ ଘରୁ ମିଳିଯିବ । ଏହା ପରେ ସେଥିରେ ଏକ କପ ଅରୁଆ ଚାଉଳ ମିଶାନ୍ତୁ । ଏହାକୁ ଭଲ ଭାବେ ମିଶେଇ ଦିଅନ୍ତୁ । ଏବେ ଏକ ପାତ୍ର ରେ ୪ କପ ପାଣି ଗ୍ଯାସ ରେ ବସନ୍ତୁ ।

ଏବେ ସେଥିରେ ଚାଉଳ ଓ ଚା ପତି ମିଶ୍ରଣ କୁ ପକାଇ ଦିଅନ୍ତୁ । ଏହାକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ଚାଉଳ ଓ ଚା ପଟି ର ସବୁ ପୋଷାକ ତତ୍ତ୍ଵ ଭଲ ଭାବେ ନ ମିଶିଛି । ୪ କପ ପାଣିରୁ ଯେବେ ଯାଏଁ ୧ କପ ପଣି ନ ହୋଇଛି ସେତେ ଯାଏଁ ଭଲ ଭାବେ ଫୁଟାନ୍ତୁ ।

ଏହି ଉପଚାରର ରେ ଚାଉଳ ର ବ୍ୟବହାର ଏଥିପାଇଁ କରା ଯାଇଛି କି ଏହା କେଶ ଝଡିବା ଓ କେଶ କୁ ଲମ୍ବା କରିବାରେ ସାହାଜ୍ୟ କରିବ । ସାଧାରଣତ ଚାଉଳ ରେ ପିଟେରା ନାମକ କମ୍ପାଉଣ୍ଡ ମିଳିଥାଏ । ଯାହାର ଆମର ବ୍ଲଡ଼ ସରକୁଲେସନ କୁ ଠିକ କରିବାରେ ସହାୟକ ହୋଇଥାଏ । ଏହି ଉପଚାରର ପ୍ରୟୋଗ କରିବା ଦ୍ଵାରା କେଶ ଝଡିବା ସମସ୍ଯା ବନ୍ଧ ହେବା ସହ ଧଳା କେଶ ମଧ୍ୟ ରହିବ ନାହି ।

ଏବେ ଭଲ ଭାବେ ପାଣି ଫୁଟିବା ପରେ ଏହାକୁ ଏକ ପାତ୍ର ରେ ଛାଣି ଦିଅନ୍ତୁ । ଏହି ଉପାୟକୁ ଆପଣ ସପ୍ତାହକୁ ଦୁଇ ଥର କେଶ ରେ ପ୍ରୟୋଗ କରନ୍ତୁ । ଏହା ଛଡା ଯଦି ଆପଣ ଦୁଇ ମୁହାଁ କେସ କୁ ନେଇ ଚିନ୍ତାରେ ଅଛନ୍ତି ତେବେ ଏହି ରେମେଡି ର ପ୍ରୟୋଗ କରି ପାରିବେ । ଏହି ଉପାୟର ପ୍ରୟୋଗ କରିବା ଦ୍ଵାରା କେଶ ଲମ୍ବ, ଘନ ଓ ଚମକଦାର ହୋଇଯିବ ।

ଯଦି ଆପଣଙ୍କର କେଶ ଜନିତ ସମସ୍ଯା ଠିକ ହୋଇଯାଏ ତେବେ ଏହାର ବ୍ୟବହାର ଲଗାତାର କରନ୍ତୁ । ଚା ପତି ରେ ଥିବା ପୋଷାକ ତତ୍ତବ କେଶ ର ମୂଳ କୁ ଷ୍ଟ୍ରଙ୍ଗ କରିଥାଏ । ତେବେ ଆପଣ ମନେ ମଧ୍ୟ ଠାରେ ଏହି ଉପଚାରର ପ୍ରୟୋଗ କରି ଦେଖନ୍ତୁ । ଦେଖିବେ ନିଶ୍ଚିନ୍ତ ଭାବେ କେଶ ସମସ୍ଯା ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *