ଚକ୍ର ବାଛି ଜାଣନ୍ତୁ ଭଗବାନ ଆପଣଙ୍କୁ କେଉଁ ଉଦେଶ୍ୟ ପୁରା କରିବା ପାଇଁ ଜନ୍ମ ଦେଇଛନ୍ତି- Personality Test

ନମସ୍କାର ବନ୍ଧୁଗଣ, ସମସ୍ତଙ୍କୁ ନିଜ ଜୀବନର ଲକ୍ଷ ବିଷୟରେ ଜଣା ନଥାଏ । ସେମାନେ ନିଜ ଜୀବନର ଦୁଃଖ କଷ୍ଟ ଭିତରେ ଏଭଳି ଛନ୍ଦି ହୋଇ ରହିଯାନ୍ତି କି ଜୀବନର ମୂଳ ଲକ୍ଷ ବିଷୟରେ ଭାବିବା ପାଇଁ କେବେ ସମୟ ପାଇନଥାନ୍ତି ବା ପରିସ୍ଥିତି ତାଙ୍କୁ ଏଭଳି କରିଦେଇଥାଏ ତେଣୁ ଅତି ସହଜରେ ଏହାକୁ ଜାଣିବା ଆମେ ଏକ ଚମତ୍କାରୀ ଉପାୟ ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ଗୋଟିଏ ଚକ୍ର ବାଛି ଆପଣଙ୍କ ଜୀବନର ମୂଳ ଲକ୍ଷ ବା ଉଦେଶ୍ୟ ବିଷୟରେ ।

ଉପରେ ଦେଖୁଥିବା  11, 33, 55 ନମ୍ବର ଚକ୍ର ମଧ୍ୟରୁ ଗୋଟିଏ ବଛନ୍ତୁ ଯେଉଁଟି ଆପଣଙ୍କୁ ଆକର୍ଷିତ କରୁଛନ୍ତି । 11: ଏହି ନମ୍ବର ଚକ୍ର ଏହା ସୂଚନା ଦେଉଅଛି କି ଆପଣ ନିଜ କର୍ତ୍ତବ୍ୟ ପାଳନ କରିବା ଦରକାର । ଆପଣ ନିଜ ପରିବାରର ଏକ ମାତ୍ର ସଦସ୍ୟ ଅଟନ୍ତି ଯିଏ କି ନିଜ ପରିବାରର ଭାରକୁ କାନ୍ଧରେ ନେଇ ଆଗକୁ ଯିବା ପାଇଁ ସକ୍ଷମ ।

ତେଣୁ ଭଗବାନ ଆପଣଙ୍କୁ ଏହି କର୍ତ୍ତବ୍ୟ ପୁରା କରିବା ପାଇଁ ଜନ୍ମ ଦେଇଛନ୍ତି । ଏହା ହେଉଛି ଆପଣଙ୍କ ଜୀବନର ପ୍ରକୃତ ଲକ୍ଷ । ତେଣୁ ଏହି ଭାରକୁ କାନ୍ଧରେ ନେବା ପାଇଁ ନିଜକୁ ସେତିକି ଶକ୍ତ ସକ୍ଷମ କରନ୍ତୁ । 33: ଆପଣ କାହାକୁ ମଧ୍ୟ ଦୁଃଖ କଷ୍ଟରେ ଦେଖିପାରନ୍ତି ନାହିଁ । ଆପଣ ସମାଜର, ଧାର୍ମିକ କ୍ଷେତ୍ରର, କୌଣସି ଅସହାୟ ମଣିଷର ସମସ୍ତଙ୍କର ସାହାର୍ଯ୍ୟ କରିଥାନ୍ତି ଖୋଲା ମନରେ ।

ଏହିସବୁ ପରିସ୍ଥିତିକୁ ଆଖି ଆଗରେ ଦେଖି ଆପଣ ସେମାନଙ୍କ ପାଇଁ କିଛି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିଥାନ୍ତି ସମାଜରେ । ଆପଣଙ୍କୁ ଆଗରୁ ଏହିସବୁ ଜିନିଷକୁ ବୁଝିବାର ଥିଲା କିନ୍ତୁ ଆପଣ ବହୁତ ଡେରିରେ ବର୍ତ୍ତମାନ ଏହାକୁ ଅନୁଭବ କରିପାରିଲେ । ଆପଣ ଏବେ ସମସ୍ତ କଥାକୁ ବହୁତ ବୁଦ୍ଧି ବିଚାର ସହ କରିବା ଆରମ୍ଭ କରିସାରିଲେଣି । ତେଣୁ ଆପଣ ନିଜ ଜୀବନର ଲକ୍ଷ ଭଲ ଭାବରେ ବୁଝିସାରିଲେଣି ।

55: ଏହି ନମ୍ବରର ଚକ୍ର ବାଛିଥିବା ଲୋକଙ୍କ ସମ୍ବନ୍ଧ ଭଗବାନଙ୍କ ସହ ବହୁତ ଖାସ ଅଟେ । ଯଦି କେହି ଆପଣଙ୍କୁ ଖରାପ ନଜରରେ ଦେଖନ୍ତି କିମ୍ବା କୌଣସି ବ୍ୟକ୍ତି ଯଦି ଆପଣଙ୍କ ପ୍ରତି ଈର୍ଷା ଭାବନା ରଖନ୍ତି ତେବେ ଆପଣଙ୍କୁ ବହୁତ ଶୀଘ୍ର ଜଣାପଡିଯାଏ । ଏହାକୁ ଚିହ୍ନିବା ପାଇଁ ଆପଣ ବହୁତ ସକ୍ଷମ ଅଟନ୍ତି । ଏହା କେବଳ ଭଗବାନଙ୍କ ସାଥ ପାଇଁ ସମ୍ଭବ ହୋଇଥାଏ ।

ଆପଣଙ୍କ ଜୀବନର ମୂଳ ଲକ୍ଷ ହେଉଛି ଏହିଭଳି ସ୍ଵାର୍ଥୀ ଲୋକମାନଙ୍କ କାମ କରି ତାଙ୍କୁ ସଚେତନ କରାଇବା କି ଏବେ ସମୟ ଅଛି ସୁଧୁରି ଯାଅ । ଏହା କାର୍ଯ୍ୟ ପାଇଁ ଭଗବାନ ଆପଣଙ୍କୁ ଜନ୍ମ ଦେଇଛନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *