ଚୁପଚାପ କାହାକୁ କିଛି ନ କହି ଘରେ ରାତିରେ ଜଳାଇ ଦିଅନ୍ତୁ ଏହି 2ଟି ଜିନିଷ, ଦେଖିବେ 10 ଗୁଣା ବଢିବ ଧନ- Vastu Tips

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏପରି ୨ଟି ଉପାୟ ବତାଇବୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକିଯିବ । ଘରେ ଯଦି ଆପଣ ୨ଟି ଜିନିଷ ଜାଳିଦେବେ ତ ଆପଣଙ୍କୁ ଧନୀ ହେବାରୁ କେହି ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଏବେ ଜାଣିବା ସେହି ଉପାୟ ବିଷୟରେ ଯାହାକୁ କରିବା ଦ୍ଵାରା ଆପଣଙ୍କ ଘରେ ହେବ ଧନର ବର୍ଷା ।

ଜୀବନରେ ସମସ୍ତେ ଖୁସିରେ ରହିବା ପାଇଁ ଚାହିଁଥାନ୍ତି ଏବଂ ଏହିସବୁ ପାଇଁ ପଇସାର ନିତ୍ୟାନ୍ତ ଆବଶ୍ୟକ । ଆଜିକାଲି ଦୁନିଆରେ ମଣିଷ ଦିନ ରାତି କଷ୍ଟ କରିବା ପରେ ମଧ୍ୟ ନିଜ ଜରୁରତ ହିସାବରେ ପଇସା କମେଇପାରୁ  ନାହିଁ । ତେଣୁ ସବୁ ମଣିଷ ଭୋଗ ବିଳାସର ଜୀବନ ଅତିବାହିତ କରିପାରନ୍ତି ନାହିଁ । ପ୍ରଥମେ କିଛି କର୍ପୁର ଓ କିଛି ଲବଙ୍ଗ ଘରକୁ ଆଣନ୍ତୁ, ଏବଂ ଏହି ୨ଟି ଜିନିଷକୁ ଜଳାଇ ଆପଣଙ୍କ ଦୁର୍ଭାଗ୍ୟକୁ ଶୋଭାଗ୍ୟରେ ପରିଣତ କରିପାରିବେ ।

ଏହାକୁ ଜାଳିବା ଦ୍ଵାରା ଆପଣଙ୍କର ଧନ ସମ୍ବନ୍ଧୀୟ ସମସ୍ତ ସମସ୍ଯା ଦୂରୀଭୂତ ହେବ । ଧାର କରଜରୁ ମଧ୍ୟ ମୁକ୍ତି ପାଇଯିବେ ଏବଂ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ଖୁବ ଜଲ୍ଦି ପୁରା ହୋଇଯିବ । ଆପଣଙ୍କର ସମସ୍ତ ମନକାମନା ପୂରଣ ହେବାକୁ ଲାଗିବ ଏବଂ ଧନର ଅଭାବ ମଧ୍ୟ ଦୂର ହେବ । ଏହି ଉପାୟ ବହୁତ ଲାଭକାରୀ ହୋଇଥାଏ । ଦିତୀୟ ଉପାୟ ଟି ହେଉଛି, ରାତ୍ରି ସମୟରେ ମାଟି ଦୀପରେ ଗୋଟିଏ କର୍ପୁର ରଖିଦିଅନ୍ତୁ ଏବଂ ୨ଗୋଟି ଲବଙ୍ଗ ମଧ୍ୟ ରଖିଦିଅନ୍ତୁ ।

ସେହି କର୍ପୁରକୁ ନିଆଁ ଲଗାଇ ଦିଅନ୍ତୁ, ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିଥାଏ । ଏହା ଜଳିବା ପରେ ଏହାକୁ ନେଇ ମୁଖ୍ୟ ଦ୍ଵାରର ବାହାର ପଟେ ବାମ ପାଖରେ  ରଖିଦିଅନ୍ତୁ । ଏହାଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତିର ନଷ୍ଟ ହୋଇଥାଏ । ଏବଂ ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲିଦେଇଥାଏ । ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଧନ ସମ୍ପତି ଆସିବାକୁ ଲାଗିଥାଏ ଏବଂ ଆପଣଙ୍କର ସବୁ ଅଭାବ ଦୂର ହେବାକୁ ଲାଗିଥାଏ ।କାରଣ କର୍ପୁର ଜଳିବା ଦ୍ଵାରା ନକରାତ୍ମକ ଊର୍ଜା ଠାରୁ ମୁକ୍ତି ମିଳିଥାଏ । ସେହି ଘରେ କେବେବି ଟଙ୍କା ପଇସାର ଅଭାବ ହୋଇ ନଥାଏ । ଏବେ ଅନ୍ୟ ଉପାୟଟି ଜାଣନ୍ତୁ ଯାହା ହେଉଛି ଲୁଣ । ଲୁଣର ମଧ୍ୟ ଆମ ଜୀବନରେ ବହୁତ ଉପଯୋଗ ରହିଅଛି । କୌଣସି ଖାଦ୍ୟ ଲୁଣ ଅଧିକ ହୋଇଗଲେ ଖାଦ୍ୟଟି ଖରାପ ହୋଇଯାଏ ଏବଂ କମ ହୋଇଗଲେ ସ୍ଵାଦ କମିଯାଏ । 

ଏହି ଲୁଣ ଆମ ଆୟୁଷ ମଧ୍ୟ ବଢାଇ ଥାଏ ଏବଂ ଆମ ଆୟୁଷ ମଧ୍ୟ କମାଇଥାଏ । କିଛି ଲୁଣକୁ ଗୋଟିଏ ଲାଲ କପଡାରେ ବାନ୍ଧିଦିଅନ୍ତୁ ତାପରେ ଆପଣ ଏହି ଲାଲ କପଡାକୁ ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା କରିବା ଦ୍ଵାରା ଘରେ ନକରାତ୍ମକ ବା ଖରାପ ଶକ୍ତି ପ୍ରବେଶ କରିପାରିନଥାଏ । କାହାର ନଜର ମଧ୍ୟ ଲାଗେ ନାହିଁ ।

ଏହା ଛଡା ଆପଣ ଯଦି ପଇସା ରଖୁଥିବା ସ୍ଥାନ ରେ ଏହାକୁ ଟାଙ୍ଗୀ ଦିଅନ୍ତି ତେବେ ଆପଣଙ୍କ ଧନ ୨ଗୁଣ ବଢିଯିବ । ଲୁଣକୁ କୌଣସି ଲୁହ କିମ୍ବା ଷ୍ଟିଲ ଜାଗାରେ ରଖନ୍ତୁ ନାହିଁ ଏହା ବହୁତ ଖରାପ ଅଟେ । କାରଣ ଲୁଣ ଚନ୍ଦ୍ରମା ସଦୃଶ ଏବଂ ଲୁହା ଶନୀଙ୍କ ସଦୃଶ ତେଣୁ ଶନି ଓ ଚନ୍ଦ୍ରମା ଏକାଠି ହେଲେ ଅତ୍ୟନ୍ତ ଖରାପ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର ନିଶ୍ଚୟ କରନ୍ତୁ ।  

Leave a Reply

Your email address will not be published. Required fields are marked *