“D” ନାମର ବ୍ୟକ୍ତିମାନେ ଏହାକୁ ଏକୁଟିଆ ଦେଖନ୍ତୁ, ଭୟଙ୍କର ସତ୍ୟ

ଶାଧାରଣ ଭାବେ ଦେଖିବା ପାଇଁ ଗଲେ ଆମ ଆଖ ପାଖରେ ଥିବା ବ୍ୟକ୍ତିଙ୍କ ଜାତକ ରୁ ଆମେ ତାଙ୍କ ସ୍ଵଭାବର ବିଷୟରେ ଜାଣି ପାରୁ । କିନ୍ତୁ କେବଳ ନାମର ପ୍ରଥମ ଅକ୍ଷର ରୁ ଆମେ ଜାଣି ପାରିବା ପାଇଁ ଅସମର୍ଥ ଥାଉ କି ଏମାନଙ୍କ ସ୍ଵଭାବ କଣ ଓ ଏମାନେ କଣ କରିବା ପାଇଁ ଚାହୁଁ ଛନ୍ତି । ଆଜି ଆମେ କହିବା ପାଇଁ ଚାହୁଁକି ଆପଣଙ୍କ ନାମ ଯଦି “D” ଅକ୍ଷର ରେ ଆରମ୍ଭ ହୂଏ ତେବେ ଆପଣଙ୍କ ସ୍ଵଭାବ କଣ ଅଟେ ।

ଆପଣ କଣ କରିବା ପାଇଁ ଚାହାଁନ୍ତି ତାହା ଆପଣ ଜାଣି ପାରିବେ । ଏହି ନାମର ଲୋକ ମାନେ ଖୁବ ଦୁରଦୃଷ୍ଟି ରଖହିବା ଭଳି ଲୋକ ହୋଇ ଥାନ୍ତି ଏମାନେ ସବୁ ବେଳେ ନିଜ କାମକୁ ନେଇ ଚିନ୍ତାରେ ଥାନ୍ତି । ଏମାନଙ୍କୁ କିଛି ଭି କାମ ଦେଇ ଦେଲେ ଏମାନେ ତାକୁ ଭଲ ଭାବେ କରି ନେଇ ଥାନ୍ତି । ଏମାନେ ସବୁ ବେଳେ ନିଜ କାମ ପାଇଁ ନିଜକୁ ପ୍ରସ୍ତୁତ ରଖୀ ଥାନ୍ତି ଏମାନେ ଅଧିକାଂଶ ସମୟରେ ଏମାନେ ନିଜ ଲକ୍ଷ ପାଇଁ ସବୁ ବେଳେ ପ୍ରସ୍ତୁତ ଥାନ୍ତି । ଏମାନେ ଖୁବ ସଚେତନ ଥାନ୍ତି । ଏମାନେ ସ୍ଵାଭିମାନି ଥାନ୍ତି ଯାହା ପାଇଁ ଏମାନେ କାହା ପାଖରୁ କେବେ କିଛି ମାଗି ନଥାନ୍ତି । ଏମାନେ ସବୁ ବେଳେ ନିଜ ଦାଇତ୍ଵ କୁ ସବୁ ବେଳେ ଭଲ ଭାବେ କରି ଥାନ୍ତି ।

ଏମାନେ ହୃଦୟରୁ ସବୁ ବେଳେ ନିଜ ପରିବାର ଓ ନିଜ ଜୀବନସାଥୀ ସହ ସବୁ ବେଳେ ଥାନ୍ତି । “D” ନାମର ବ୍ୟକ୍ତି ମାନେ ସବୁ ବେଳେ ନିଜ ଜୀବନରେ ଆସିଥିବା ସମସ୍ୟାର ଅନ୍ତ ନିଜେ କରିବା ପାଇଁ ଚେଷ୍ଟା କରି ଥାନ୍ତି । ଏମାନେ କାହା ଉପରେ ଖୁବ ଶୀଘ୍ର ବିଶ୍ବାଶ କରନ୍ତି ନାହିଁ । କଠିନ ପରିସ୍ଥିତି ରେ ଏମାନେ କିଛି ଭି ଖରାପ ନିସ୍ପତି ନେଇ ନଥାନ୍ତି । ଏମାନେ ଧର୍ଯ୍ୟ ର ସହ ସବୁ କାମ କରି ଥାନ୍ତି । ଏମାନେ ସବୁ ବେଳେ ନିଜ କଥାକୁ ଅନ୍ୟ ମାନଙ୍କ ଦ୍ଵାରା କରେଇବାରେ ଖୁବ ସାମର୍ଥ୍ୟ ଥାନ୍ତି । ଦୟା ଭାବନା ଏମାନଙ୍କ ମନରେ ସବୁ ବେଳେ ଥାନ୍ତି ଏମାନେ ସବୁ ବେଳେ ସବୁ ଲୋକଙ୍କୁ ସାହାଜ୍ଯ କରି ଥାନ୍ତି । ଏମାନଙ୍କ ପାଖରେ ଆକର୍ଷିତ କ୍ଷମତା ଥାଏ ଯାହା ଦ୍ଵାରା ଏମାନେ ଅନ୍ୟକୁ ଆକର୍ଷିତ କରି ଦେଇ ପାରିଥାନ୍ତି ।

ଏମାନେ ବହୁତ କିଛି ଚିନ୍ତା କରନ୍ତି କିନ୍ତୁ ଏମାନଙ୍କୁ ଦେଖି କି କେହି କହି ପାରିବ ନି କି ଏମାନେ ଏତେ କିଛି ଚିନ୍ତା କରି ପାରି ନଥାନ୍ତି । ଏମାନେ ଖୁବ ଚତୁର ଥାନ୍ତି ବୋଲି ନିଜ ବ୍ୟବଶାୟ ରେ ଭଲ ଲାଭ ପାଇ ଥାନ୍ତି । ଏମାନେ ସବୁ ବେଳେ ଲୋକଙ୍କ କଥା ଶୁଣି ଥାନ୍ତି କିନ୍ତୁ ଏମାନେ ସେୟା କରନ୍ତି ଯାହା ଏମନେ କରିବା ପାଇଁ ଚାହାଁନ୍ତି । ଏମାନଙ୍କୁ କର୍ପୋରେଟର, ସାହିତ୍ୟ, ବ୍ୟାପାର, କଳା ଭଳି କ୍ଷେତ୍ରରେ ଏମାନେ ଅଧିକ ଭଲ ପ୍ରଦର୍ଶନ କରି ଥାନ୍ତି । ପ୍ରେମ ଜୀବନରେ ଏମାନେ ଅଧିକ ଜିଦି ରେ ରୁହନ୍ତି ଏମାନେ ନିଜ ପ୍ରେମ ସମ୍ପର୍କ ରେ ଯାହାକୁ ଭଲ ପାନ୍ତି ତାକୁ ପାଇକି ହିଁ ରୁହନ୍ତି । ଏମାନଙ୍କ ଶୁଭ ରଙ୍ଗ ଗ୍ରୀନ ଆଉ ରେଡ ଓ ଏମାନାଙ୍କ ଶୁଭ ଦିନ ମଙ୍ଗଳ, ରବିବାର ଦିନ ଥାଏ ।

Leave a Reply

Your email address will not be published. Required fields are marked *