ଧନକୁ ଚୁମ୍ବକ ଭଳି ଟାଣି ଆଣିଥାଏ ଏହି ଫୁଲ, କରନ୍ତୁ ଏହି ଛୋଟ ଉପାୟ… ତା ପରେ ଦେଖନ୍ତୁ ଚମତ୍କାର

ନମସ୍କାର ବନ୍ଧୁଗଣ, ଦୁନିଆରେ ଧନ କମେଇବାର  ମାର୍ଗ ସମସ୍ତେ ଖୋଜୁଛନ୍ତି ଏବଂ କଷ୍ଟ ମଧ୍ୟ କରୁଛନ୍ତି । କିନ୍ତୁ କିଛି ଲୋକଙ୍କୁ ସଫଳତା ମିଳୁଛି ତ କିଛି ଲୋକଙ୍କୁ ମିଳୁନାହିଁ । କଣ ଆପଣମାନେ ଜାଣନ୍ତି ଭଗବାନଙ୍କୁ ଏମିତି ବହୁତ ଜିନିଷ ରହିଛି ଯାହା ଆକର୍ଷିତ କରିଥାଏ । ଏବଂ ଆପଣ ଯଦି ସେହିସବୁ ଜିନିଷକୁ ନିଜ ଘରେ ରଖନ୍ତି ତେବେ ଆପଣଙ୍କୁ ଭଗବାନଙ୍କ କୃପା ଲାଭ ଫଳରେ ଧନର ବର୍ଷା ହୋଇଥାଏ ଆପଣଙ୍କର ଘରେ । ତେବେ ଆଜି ଆସନ୍ତୁ ଜାଣିବା ଅପରାଜିତା ଫୁଲରେ ଅମେ କେଉଁ ସବୁ ଉପାୟ କଲେ ଭଗବାନ ଟାଣି ହୋଇ ଆସିବେ ଘରକୁ ।

ଅପରାଜିତା ଫୁଲର ପ୍ରୟୋଗରେ କରନ୍ତୁ ଏଭଳି ଉପାୟ ଯାହା ଦ୍ଵାରା ଆପଣଙ୍କର ସମସ୍ତ ଦୁଖ ଦୁର୍ଦଶା ଦୂର ହେବ । ଧ୍ୟାନ ରଖିବେ ଏହି ଉପାୟ ଟିକୁ କଲାବେଳେ ଯେମିତି କେହି ଆପଣଙ୍କୁ ନ ଦେଖନ୍ତି । ଅପରାଜିତା ଫୁଲର ଅନ୍ୟ ନାମ ନୀଳକଣ୍ଠ ହୋଇଥାଏ ଯାହା ଶିବଙ୍କ ସଦୃଶ । ଏବଂ ଅପରାଜିତା ମା ଦୂର୍ଗାଙ୍କର ମଧ୍ୟ ଅନ୍ୟନାମ ।

ତେଣୁ ଏହିଫୁଲାଟି ଶିବ ଶକ୍ତିଯୁକ୍ତ ହୋଇଥାଏ ।ପ୍ରଥମ: ଶନିବାର ଦିନ ରାତି ସାମୀରେ ଅପରାଜିତ ଫୁଲର ମାଳ ଟିଏ କରି ଘରର ମୁଖ୍ୟ ଦ୍ଵାରାରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ଵାରା ତନ୍ତ୍ର ମନ୍ତ୍ର, ଭୁତ ପ୍ରେତଙ୍କ ନଜର ଆପଣଙ୍କ ଘରେ ପଡିନଥାଏ ।

ଦିତୀୟ: ଶନିବାର ବା ସୋମବାର ଦିନ ରତିରେ ଏହି ଅପରାଜିତ ଫୁଲ ପାଞ୍ଚଟି ତୋଳି କୌଣସି ନଦୀ କିମ୍ବା ଜଳରେ ଭସାଇ ଦିଅନ୍ତୁ । ମାନେ ରଖନ୍ତୁ ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣାଇବେ ନାହିଁ । ଏହା ଫଳରେ ସମସ୍ତ ପ୍ରକାର ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ । ଏହି ଉପାୟଟିକୁ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ । ତୃତୀୟ: ପ୍ରତିଦିନ ମା ଦୂର୍ଗା କିମ୍ବା ପାର୍ବତୀଙ୍କୁ ଏଗାରଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଚାକିରି ମିଳିବ ।

ଏହି ଉପାୟଟି ସେହି ପର୍ଯ୍ୟନ୍ତ କରନ୍ତୁ ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ମନସ୍କାମନା ପୂରଣ ନ ହୋଇଛି । 21ଟି ମଙ୍ଗଳବାର ପର୍ଯ୍ଯନ୍ତ ମଧ୍ୟ ଆପଣ କରିପାରିବେ ।ଚତୁର୍ଥ: ପ୍ରତି ଶନିବାର ଦିନ ଅପରାଜିତା ଫୁଲକୁ ନେଇ ଭଗବାନ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ । ଏବଂ ସେହି ଫୁଲରୁ ଗୋଟିଏ ଆଣି ପାଖରେ କିମ୍ବା ପର୍ସରେ ରଖନ୍ତୁ । ଏହାଫଳରେ ଧନର ସମସ୍ତ ସମସ୍ୟା ଦୂର ହୋଇଥାଏ । ଏବଂ ମନ ପସନ୍ଦର ଚାକିରି ମିଳିଥାଏ ।

ପଞ୍ଚମ: ପ୍ରତି ସୋମବାର ଦିନ ଧଳା ବସ୍ତ୍ର ପରିଧାନ କରି ଶିବ ଲିଙ୍ଗରେ ଅପରାଜିତା ଫୁଲ ଚଢାଇବା ଦ୍ଵାରା ଧନ ଲାଭର ମାର୍ଗ ଖୋଲିଯାଏ । ଏବଂ ଅଫିସ, ବ୍ୟବସାୟ, ଦୋକାନ, ବାଣିଜ୍ୟରେ ଉନ୍ନତି ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *