ବାତ ପିତ କଫ, ଆଣ୍ଠୁଗଣ୍ଠି ବିନ୍ଧା ଠାରୁ 300 ରୋଗ ହେବ ଦୂର, ବାସ ପ୍ରତିଦିନ ସକାଳୁ ଖାଲି ପେଟରେ କରନ୍ତୁ ଏହାର ସେବନ- Healthy Tips

ନମସ୍କାର ବନ୍ଧୁଗଣ, ଆଜିର ଦୁନିଆରେ ଘରେ ଘରେ ରୋଗ । ତେଣୁ ସମସ୍ତେ ଚିନ୍ତାରେ କଷ୍ଟରେ ଜୀବନ କାଟୁଛନ୍ତି । ବହୁତ କିଛି ଉପଚାର କଲାପରେ ମଧ୍ୟ ଏବଂ ବହୁତ ପଇସା ଖର୍ଚ ପରେ ମଧ୍ୟ ରୋଗ ଭଲ ହେଉ ନାହିଁ । ତେବେ ଆଜି ଆମେ ଆପଣଙ୍କର ଏହି ଚିନ୍ତା ଦୂର କରିବାକୁ ଯାଉଛୁ । ଆପଣମାନଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାକୁ ବ୍ୟବହାର କରିବା ମାତ୍ରେ ସମସ୍ତ ରୋଗ ଭଲ ହେବ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆମେ କହିବାକୁ ଯାଉଥିବା ଉପାୟଟିକୁ ଯଦି ଆପଣ କରନ୍ତି ତେବେ ଆପଣଙ୍କର ଶିର ବ୍ଲକେଜ ଆଣ୍ଠୁ ଗଣ୍ଠି ରୋଗ ଭଳି ସମସ୍ୟା ହେବ ନାହିଁ । ଆପଣଙ୍କର ହାଡ ଗୋଡ ଶକ୍ତିଶାଳୀ ହୋଇଯିବ । ଏବଂ ଆପଣଙ୍କ ଜୀବନରୁ 300 ପ୍ରକାରର ରୋଗ ଦୂର ହୋଇଯିବ । ଏହି ଉପାୟଟିକୁ ବନେଇବା ପାଇଁ ପ୍ରଥମେ ଆବଶ୍ୟକ ପଡିବ ଜିରା,ଗୋଟା ଧନିଆ ଏବଂ ପାନ ମଧୁରୀ ।

ଜୀରା ଆପଣଙ୍କ ପେଟ ଜନିତ ରୋଗ ପାଇଁ ଏକ ପ୍ରାକୃତିକ ଜିନିଷ ଅଟେ । ରକ୍ତ ଅଭାବକୁ ଦୂର କରିଥାଏ । ମୋଟାପଣ ମଧ୍ୟ ଦୂର କରିଥାଏ । ଅଧ ଚାମଚ ଜିରା ନିଅନ୍ତୁ । ଅଧ ଚାମଚ ଗୋଟା ଧନିଆ ନିଅନ୍ତୁ । ଏବଂ ଅଧ ଚାମଚ ପାନ ମହୁରି ନିଅନ୍ତୁ । ଏହାପରେ ଏହି 3ଟି ସାମଗ୍ରୀକୁ ଏକ ଗ୍ଲାସ ପାଣିରେ ରାତିସାର ପାଇଁ ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁଆ ଏକ ପାତ୍ରକୁ ଢାଳି ନିଅନ୍ତୁ ।

ଏହାପରେ ଏହାକୁ ଗ୍ୟାସରେ ବସାଇ ଭଲ ଭାବେ ଫୁଟାନ୍ତୁ । ଫୁଟିସରିବା ପରେ ଏହାକୁ ଛାଣି ଆପଣ ସେବନ କରିପାରିବେ । ନ ଛାଣି ମଧ୍ୟ ଏହାର ସେବନ କରିପାରିବେ । ଆପଣ ନିଜର ସ୍ଵାଦ ପାଇଁ ଏଥିରେ ମହୁର ପ୍ରୟୋଗ କରିପାରିବେ । ଯଦି ଆପଣଙ୍କର ଡାଇବେଟିସ ସମସ୍ୟା ଅଛି ତେବେ ଏଥିରେ ମହୁର ପ୍ରୟୋଗ କରନ୍ତୁ ନାହିଁ ।

ଯଦି ଆପଣ ଏହାକୁ ଛାଣି ସେବନ କରୁଛନ୍ତି ତେବେ ବଞ୍ଚି ଯାଇଥିବା ସାମଗ୍ରୀକୁ ଫିଙ୍ଗନ୍ତୁ ନାହିଁ । ଏହାକୁ ମଧ୍ୟ ଆପଣ ଚିବେଇ ଖାଇପାରିବେ । ସକାଳୁ ଖାଲି ପେଟରେ ଚା ପିଇଲା ଭଳି ଉଷୁମ ଉଷୁମ ଏହାର ସେବନ କରନ୍ତୁ । ଏହାକୁ ସେବନ କରିବା ଦ୍ଵାରା ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର ହୋଇଯିବ ।

ପାଚନ କ୍ରିୟା ଶକ୍ତିଶାଳୀ ହୋଇଯିବ ଏବଂ ପେଟ ସଫା ରହିବ । ଏହାର ସେବନ ଦ୍ଵାରା ଅନେକ ପ୍ରକାରର ରୋଗ ଦୂର ହୋଇଯିବ । ଆଜିଠାରୁ ହିଁ ଏହି ଘରୋଇ ଉପଚାର ସେବନ ଆରମ୍ଭ କରିଦିଅନ୍ତୁ । ସର୍ବଦା ନିଜକୁ ସୁସ୍ତ ରଖନ୍ତୁ । ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *