ଧନବାନ ହେବା ପାଇଁ ସ୍ଵାମୀ ଓ ସ୍ତ୍ରୀ ସର୍ବଦା ଏହି ସମୟରେ ସହବାସ କରନ୍ତୁ

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ । ଆପଣ ମାନେ କିଛି ଭୁଲ ଅଜାଣତରେ କରିଦେଇଥାନ୍ତି । କିନ୍ତୁ ତାହାର ଦଣ୍ଡ ଆପଣଙ୍କୁ ମିଳିଥାଏ ତେଣୁ ମୁଖ୍ୟତଃ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁ ସମୟରେ ସ୍ଵାମୀ ସ୍ତ୍ରୀ ସହ ସହବାସ କରିବା ଭଲ ହୋଇଥାଏ ଏବଂ କେଉଁ ସମୟରେ ସହବାସ କରିବା ଅନୁଚିତ ହୋଇଥାଏ ।

ପ୍ରଥମ: ରାତି 12ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଯାଇଥାଏ । ଏବଂ 3ଟା ରାତି ପରଠାରୁ ବ୍ରହ୍ମ ମୂହୁର୍ତ୍ତ ଆରମ୍ଭ ହୋଇଥାଏ । ଏହି ସମୟ ଠାରୁ ଠାକୁର ନୀତି କାନ୍ତି ଆରମ୍ଭ ହୋଇଯାଏ । ତେଣୁ ଆପଣ ଏହି ବ୍ରହ୍ମ ମୁହୂର୍ତ୍ତରେ କେବେ ମଧ୍ୟ ସହବାସ କରନ୍ତୁ ନାହିଁ ଆପଣଙ୍କ ଜୀବନରେ ଆସିପାରେ ସମସ୍ୟା ।

ଦିତୀୟ: ଯଦି ଆପଣ ପୁତ୍ର ସନ୍ତାନ ପ୍ରାପ୍ତିର ଆଶା ରଖିଛନ୍ତି । ତେବେ ଆପଣ ସ୍ତ୍ରୀଙ୍କ ଋତୁସ୍ରାବର ଅଷ୍ଟମ, ଦଶମ କିମ୍ବା ଦ୍ଵାଦଶ ବା ବାର ଦିନ ଏହି ତିନି ଦିନ ମଧ୍ୟରୁ ଆପଣ ଯେଉଁ ଦିନ ସହବାସ କରନ୍ତୁ ନା କାହିଁକି ଆପଣଙ୍କୁ ପୁତ୍ର ସନ୍ତାନ ପ୍ରାପ୍ତିର ସୁଖ ମିଳିଥାଏ । ଋତୁସ୍ରାବର ସପ୍ତମ, ନବମ ଏବଂ ଏଗାର ଦିନ ମଧ୍ୟରେ କେଉଁଦିନ ଯଦି ସହବାସ କରୁଛନ୍ତି ତେବେ ଆପଣ କନ୍ୟା ସନ୍ତାନଟିଏ ଗର୍ଭରେ ଧାରଣ କରିଥାନ୍ତି ।

ତୃତୀୟ: ରାତି 12ଟା ପରେ ଆଉ ଏକ ଦିନର ଆରମ୍ଭ ହୋଇଥାଏ । ତେଣୁ ଯଦି ଆପଣ ରାତି 10ଟାରୁ 12ଟା ଭିତରେ ସ୍ତ୍ରୀ ସହବାସ କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଉତ୍ତମ ଫଳଦାୟୀ ହୋଇଥାଏ । ଆପଣଙ୍କ ପାଇଁ ଏହା ଧନର ଯୋଗ ଆଣିଦେଇଥାଏ । ଚତୁର୍ଥ: ମହିଳା ମାନେ ସ୍ଵାମୀଙ୍କ ପାଇଁ ବହୁତ ଚୁଡି ପିନ୍ଧନ୍ତୁ । କିନ୍ତୁ ଏହା ଧ୍ୟାନରେ ରଖିବେ ଆପଣ ପିନ୍ଧୁଥିବା ଚୁଡି ଯେମିତି ବେଶି ଶବ୍ଦ ନକରେ । ଏହା ଆପଣଙ୍କ ପାଇଁ ଭଲ ହୋଇନଥାଏ ।

ପଞ୍ଚମ: ଆଜିକାଲି ଲୋକ ଘରେ କୁକୁର ପାଳନ କରୁଛନ୍ତି । ଗୋଟିଏ ଜୀବର ପାଳନରେ କୌଣସି ଅସୁବିଧା ନାହିଁ । କିନ୍ତୁ କୁକୁରକୁ କେବେ ନିଜ ଶେଜରେ ସୁଆନ୍ତୁ ନାହିଁ । ନିଜ ବାସନରେ ମଧ୍ୟ ଖୁଆନ୍ତୁ ନାହି କିମ୍ବା ନିଜ ସହ ସବୁଆଡେ ବୁଲାଇବାକୁ ମଧ୍ୟ ନେବା ଅନୁଚିତ । ଯଦି ଆପଣ ଏହା କରିଥାନ୍ତି ତେବେ ଆପଣଙ୍କ ପୂଣ୍ୟ ସବୁ ନଷ୍ଟ ହୋଇଯାଇଥାଏ ।

ଷଷ୍ଠ: ଅଯଥାରେ ପର  ଆଲୋଚନା କରିବା ଅନୁଚିତ । ଯେଉଁମାନେ ଏହା କରିଥାନ୍ତି ସେମାନେ ପର ଜନ୍ମରେ ଘୁଷୁରି କିମ୍ବା କାଞ୍ଚିଆ କୁକୁର ହୋଇ ଜନ୍ମ ନେଇଥାନ୍ତି । ସପ୍ତମ: ବହି ଚୋରୀ କରୁଥିବା ବ୍ୟକ୍ତିମାନେ ସାତ ଜନ୍ମ ଯାଏ ମୂର୍ଖ ହୋଇ ଜନ୍ମ ନେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *