ଧନତେରସ ଦିନ ଏହି 12 ଟି ଜିନିଷ କିଣିଲେ ଭାଗ୍ୟ 15 ହଜାର ଗୁଣ ବଦଳିଯିବ

ଧନ ତ୍ରୟୋଦଶୀ ଦିନ ପ୍ରାୟତଃ ଧନତେରସ ପୂଜା କରାଯାଏ । ହିନ୍ଦୁ ଧର୍ମରେ ଧନ୍ତେରସ ସୁଖ ସମୃଦ୍ଧି ଓ ବୈଭବ ମନାଯାଏ । ଏହି ଦିନ ଧନର ଦେବତା କୁବେରଙ୍କ ପୂଜାରେ ବଡ ମହତ୍ଵ ରହିଛି । ଆସନ୍ତୁ ଜାଣିବା ଧନ୍ତେରସ ଦିନ କଣ କିଣିକି ଘରକୁ ଆଣିବା ଦରକାର । ପ୍ରଥମେ ଗଣେଶ ଓ ଲକ୍ଷ୍ମୀଙ୍କ ମୂର୍ତି କିଣିକି ଆଣନ୍ତୁ । ଏହାକୁ ଘରକୁ କିଣି ଆଣିଲେ ଘରକୁ ଧନ ଓ ସମ୍ପତିର ଆଗମନ ହୋଇଥାଏ । ଆଉ ପୁରା ବର୍ଷ ଘରେ ଧନ ଓ ଅର୍ଣ୍ଣର ଅଭାବ ହୁଏ ନହିଁ । ଧାତୁର ଜିନିଷ ଯେପରି ସୁନା ଚାନ୍ଦି କିମ୍ବା ପିତଳ । ଏହି ଦିନ ସୁନା ଚାନ୍ଦି କିଣିବା ଦ୍ଵାରା ବ୍ଯକ୍ତିର ଭାଗ୍ୟରେ ଲାଭ ହୋଇଥାଏ ।

ଧାତୁରେ ବନାଯାଇଥିବା ଗହଣା କିମ୍ବା ବାସନ କିଣିବା ପାଇଁ ଧନ୍ତେରସ ଦିନ ସର୍ବ ଶ୍ରେଷ୍ଠ ହୋଇଥାଏ । ଏହି ଦିନ ଧାତୁର ଜିନିଷ ଘରକୁ ଆଣିଲେ ଘରେ ସବୁବେଳେ ଲକ୍ଷ୍ମୀ ବାସ କରିଥାନ୍ତି । ସ୍ପଟିରକର ଶ୍ରୀ ଜନ୍ତ୍ର ଘରକୁ ଆଣିବା ଦ୍ଵାରା ଲକ୍ଷ୍ମୀ ଘର ଆଡକୁ ଆକର୍ଷିତ ହୋଇଥାନ୍ତି । ଏଠି ପାଇଁ ସ୍ପଟିକର ଶ୍ରୀ ଜନ୍ତ୍ର ଧନ ତେରସ ଦିନ ଘରକୁ ଆଣିବା କଥା । ଦୀପାବଳି ଦିନ ଲକ୍ଷ୍ମୀ ପୂଜା କରିବା ସମୟରେ ଏହି ଯନ୍ତ୍ରକୁ ମଧ୍ୟ ପୂଜା କରନ୍ତୁ । ପୂଜା ପରେ ଏହାକୁ ଧନ ରଖିବା ଜାଗାରେ ରଖି ଦିଅନ୍ତୁ ।

ଏହା ଦ୍ଵାରା ସବୁବେଳେ ଆପଣଙ୍କ ଘରେ ଧନ ଭପୁର ରହିବ । ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ସେଥିଲାଗି ନୂଆ ଝାଡୁ ଘରକୁ ଆଣନ୍ତୁ । ନକରାତ୍ମକ ଶକ୍ତି ଘର ବାହାରକୁ ପଳାଇବ । ଆଉ ଘର ସଫା ସୁତୁରା ରଖିଲେ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । କୁହାଯାଏ କଉଡି ଘରେ ରଖିବା ଦ୍ଵାରା ଘରେ କେବେବି ଧନର ଅଭାବ ରହିବ ନହିଁ । ଶେଠୀ ପାଇଁ ଧନ ତେରସ ଦିନ ଘରକୁ କଉଡି ଆଣନ୍ତୁ । ଏହା କରିବା ଦ୍ଵାରା ସେହି ଘରେ ଧନର ଅଭାବ ରହେ ନହିଁ । ଆଉ ଲକ୍ଷ୍ମୀ ପୂଜା ବେଳେ କଉଡିକୁ ଘରେ ସାମିଲ କରନ୍ତୁ ।

କଉଡିକୁ ଲାଲ କପଡା ବାନ୍ଧି ଆଲମାରି କିମ୍ବା ଧନ ରଖିବା ସ୍ଥାନରେ ରଖି ଦିଅନ୍ତୁ । କେବେବି ଘରେ ଧନର ଅଭାବ ଦେଖାଯିବନି । ଶଙ୍ଖ ସୁଖ ସମୃଦ୍ଧି ଆଉ ଶାନ୍ତିର ପ୍ରତୀକ ହୋଇଥାଏ । ଏହି ଦିନ ଶଙ୍ଖକୁ ଘରକୁ ଆଣନ୍ତୁ । ଏହାକୁ ଦୀପାବଳି ପୂଜାରେ ବଜାନ୍ତୁ । ଏହା ଦ୍ଵାରା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ଓ ଘରର ଅନିଷ୍ଟ ଟଳି ଯାଇଥାଏ । ଦୀପାବଳି ଦିନ ଲୁଣ ପ୍ଯାକେଟ ଘରକୁ ଆଣନ୍ତୁ ଏହାକୁ ଦୀପାବଳି ଦିନ ବ୍ୟବାହାର ମଧ୍ୟ କରନ୍ତୁ । ଲୁଣ କିଣିକ ଆଣିବା ଦ୍ଵାରା ଘରେ ବର୍ଷ ସାରା ଅଭାବ ରୁହେ ନାହିଁ ।

Leave a Reply

Your email address will not be published. Required fields are marked *