ଧତୁରା ଫୁଲ ସୁନା ରୂପା ଠାରୁ ବି ଅଧିକ ମୁଲ୍ୟବାନ, ଚମତ୍କାର ଜାଣିବେ ତ ଆଶ୍ଚର୍ଯ୍ୟ ହୋଇଯିବେ

ବନ୍ଧୁଗଣ ଯଦି ଆପଣଙ୍କର ବର୍ଷ ବର୍ଷ ହେବ କୌଣସି ଇଚ୍ଛା ପୂରଣ ହୋଇପାରୁ ନାହାନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସହଜ ପ୍ରକ୍ରିୟା । ଯଦି ଆପଣଙ୍କର ଚାକିରି, ବ୍ୟବସାୟ, ପ୍ରେମରେ ବାରମ୍ବାର ବିଫଳ ହେଉଛନ୍ତି, ବିବାହ ବାରମ୍ବାର ଭାଙ୍ଗି ଯାଉଥିଲେ, କୋଣସି କଠିନ ରୋଗରେ ପୀଡିତ ହେଉଥିଲେ ତେବେ ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ୟାର ସମଧାନ ହୋଇଯିବ ।

ଏହା ଏକ ଚମତ୍କାର ପ୍ରକ୍ରିୟା ଅଟେ । ଏହା ବ୍ୟକ୍ତିଗତ ଅନୁଭବ ହୋଇ ପାଇବ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ଆବଶ୍ୟକ ଧତୁରା ଫୁଲ । ଆପଣ ଯେ କୌଣସି ଧତୁରା ଫୁଲ ନେଇ ପାରିବେ । ଯେଉଁ କ୍ରିୟାକୁ କରିବେ ତାହାକୁ ସୋମବାର ଦିନ ସକାଳୁ ସ୍ନାନ କରି ପୂର୍ବରୁ ଠାବ କରିଥିବା ଧତୁରା ବା ଦୁଦୁରା ଗଛ ପାଖନ୍ତୁ ଯାଆନ୍ତୁ । ଏକ ପାତ୍ରରେ ଜଳ ନେଇ ଗଛ ପାଖକୁ ଯାଆନ୍ତୁ ।

ଏହା ପରେ ଜଳ ଅର୍ପଣ କରି ଗଛକୁ ପ୍ରଣାମ କରନ୍ତୁ । ପରେ ଆପଣ ନିଜର ଚ୍ଚା କହି ଦୁଦୁରା ଫୁଲକୁ ତୋଳି ଆଣନ୍ତୁ । ୨ଟି ଦୁଦୁରା ଫୁଲକୁ ନେଇ ଯେ କୌଣସି ଶିବ ମନ୍ଦିରକୁ ଯାଆନ୍ତୁ । ଆଉ ଏକ ପାତ୍ରରେ ଗୃହର ଜଳ ନେଇଥିବେ । ଆପଣଙ୍କର ଯାହା ଇଚ୍ଛା ଅପୂରଣୀୟ ହୋଇ ରହୁଛି ତାହା ଗୃହରେ ହୋଇଥାଏ । ଶିବଲିଙ୍ଗ ଉପରେ ଜଳାଭେସିକ କରି ୨ଟି ଦୁଦୁରା ଫୁଲକୁ ଚଢାଇ ଦିଅନ୍ତୁ ।

ଏହା ପରେ ଓମ ନମହ ଭଗବତେ ରୁଦ୍ରାୟ ମନ୍ତ୍ର କୁ ୫୧ ଥର ଶିବ ମନ୍ଦିର ରେ ଜପ କରନ୍ତୁ । ଆଉ ନିଜର ଦୁଖର କଥା ମହାଦେବଙ୍କୁ ଜଣାନ୍ତୁ । ଏହି କ୍ରିୟାକୁ ଯେବେ ସୋମବାର ଦିନ କରିବାକୁ ଯିବେ ସେଦିନ ଉପବାସ ରହିବାକୁ ହେବ । ଯିବା ସମୟରେ ଖାଲି ପାଦ ରେ ଯିବେ ଆଉ ଖାଲି ପାଦ ରେ ଘରକୁ ଫେରିବେ । ଯିବା ସମୟରେ କାହା ସହ କଥା ହେବେ ନାହି ମୌନତା ଅବଲମ୍ବନ କରିବେ ଏହି କ୍ରିୟା କରିବା ସମୟରେ ।

ମନ୍ତ୍ର ଜପ କରିବା ପରେ ଶିବଲିଙ୍ଗ ଉପରେ ଚଢାଇଥିବା ଦୁଦୁରା ଫୁଲକୁ ଆଣି ଟଙ୍କା ରଖୁଥିବା ଜାଗାରେ ଓ ଅନ୍ୟଟି ନିଜ ପର୍ସ ରେ ରଖନ୍ତୁ । ଦେଖିବେ ସେହି ଦିନ ଠାରୁ କିଛି ନା କିଛି ଚମତ୍କାର କରିବ । ୭ ଦିନ ଯାଏଁ ଦୁଦୁରା ଫୁଲକୁ ରଖିବା ପରେ ପାଣିରେ ପ୍ରଭାବିତ କରି ଦିଅନ୍ତୁ । ତା ପରେ ଆଉ ଏକ ସୋମବାର ଦିନ ଠିକ ଏଭଳି ପ୍ରକ୍ରିୟା କରନ୍ତୁ ।

ଏହି ସାଧାରଣ ଫୁଲରେ ଆପଣ ଏଭଳି ସାଧାରଣ ଫଳ ଲାଭ କରିବେ ଯାହା ଆପଣଙ୍କର ବର୍ଷ ବର୍ଷ ର ଅପୂରଣ ସ୍ଵପ୍ନ ବା ଆଶା ଅଧା ରହିଥିଲା ତାହା ପୂରଣ ହେବ । ଏଥିପାଇଁ ଆପଣଙ୍କ ଭିତରେ ଶ୍ରଦ୍ଧା, ଭକ୍ତି ନିଷ୍ଠା ହେବା ଦରକାର । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *