ଦୀପାବଳି ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି 10 ଟି ଜିନିଷ ଗୃହରେ ହେବ ଧନର ବର୍ଷା

ଆପଣ ମାନେ ଦୀପାବଳି କୁ ଖୁବ ଧୂମ ଧାମ ରେ ପାଳନ କରୁ ଥିବେ କିନ୍ତୁ ଏହାକୁ ପାଳନ କରିବାର ଅନେକ କାରଣ ମାନ ଅନେକ ଜାଗାରେ ଅଲଗା ଅଲଗା ଥାଏ । କେହି ମା ଲକ୍ଷ୍ମୀ ଙ୍କ ଆରାଧନା କରି ଥାନ୍ତି ତ କେହି ରାମ ଭଗବାନ ଙ୍କ ପୂଜା ଅପାଇନ ଏହାକୁ ମାନେଇ ଥାନ୍ତି କହିବାର ମାନେ ହେଉଛି କି କିଛି ଲୋକମାନେ ଏହାକୁ ଦୀପ କିମ୍ବା ଆଲୋକର ପର୍ବ ବୋଲି ମଧ୍ୟ କହି ଥାନ୍ତି । ଯଦି ଆମେ ଏହି ଦିନ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପାଇବା ପାଇଁ ଚାହୁଁ ଛେ ତେବେ ଆମେ ଏକ କାମ କରିବା ଦରକାର ଆମେ ନିଜ ଘରକୁ ଦୀପାବଳି ଆଗରୁ ସଫା କରିବା ।

ସହ ଏହାକୁ ଭଲ ଭାବେ ପୂଜା କରିବା ନିହାତି ଭାବେ ଦରକାର ଅଟେ । ଆଜି ଆମେ କହିବା କି କିଭଳି ଭାବେ ଆମେ ଆମ ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ କରିବା ପାଇଁ କଣ କଣ କରିବା । ଆମେ ଆଜି କହିବ ଆପଣଙ୍କୁ ଆପଣ ନିଜ ଘର ସଫା କରିବେ ଯେତେବେଳେ ଏହି ଜିନିଷ ର ଧ୍ୟାନ ରଖିବେ ଆପଣ ଏହା ହେଉଛି କି ଯେଉଁ ଭଳି ଏହି ଜିନିଷ ଆପଣ ଆଗରୁ କାଢି ନେବେ ଏହା ହେଉଛି କି ଭଙ୍ଗା ଦୀପ ଏହାକୁ ଆପଣ ଆଗ କାଢି ଦେବେ ଏହା ନହେଲେ ଆପଣଙ୍କ ପାଇଁ ଖରାପ ହୋଇ ଥାଏ । ଏହା ପରେ ହେଉଛି ଭଙ୍ଗା ମୂର୍ତ୍ତି ।

ଏହା କୁ ଆପଣ କାଢି ଦେବା ଭଲ ହୋଇ ଥାଏ କେବଳ ଶିବ ଲିଙ୍ଗ ଙ୍କୁ ଭଙ୍ଗା ବୋଲି ଗଣା ଯାଏ ନି ନହେଲେ ଆଉ ଯାହା ଭି ଥିବା ତାକୁ ଆପଣ କାଢି ନେବେ । ଏହା ପରେ ଭଙ୍ଗା ରୁଜା ବାସନ ଏହା ବାସ୍ତୁ ଡୋସା ଆରମ୍ଭ କରି ଦିଏ । ଏହା ପରେ ହେଉଛି ଭଙ୍ଗା ଦର୍ପଣ ଏହାକୁ ଆପଣ ଦେଖିବା ସକାଳୁ ଉଠିବା ଓ ଦେଖିବା ଖରାପ ହୋଇ ଥାଏ ତେଣୁ ଆପଣ ଏହାକୁ କାଢି ନେବେ ଏହା ଭଲ ହୋଇ ଥାଏ । ଏହା ପରେ ଆସୁଛି ଭଙ୍ଗା ଖଟ ଏହା ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଖରାପ ସମ୍ପର୍କ ଆଣି ଦେଇ ଥାଏ । ଏହା ପରେ ଆସେ ଖରାପ ହୋଇ ଯାଇ ଥିବା ଘଣ୍ଟା । କୁହାଜାଏ କି ଏହା ଆମ ସମୟ ନିର୍ଧାରିତ କରି ଥାଏ ।

ଆପଣ ଯଦି ଏହାକୁ ରଖିବେ ତେବେ ଏହା ଆପଣଙ୍କ ପାଇଁ ଖରାପ ହୋଇ ଥାଏ । ଆପଣ ଏହାକୁ ତୁରନ୍ତ ଠିକ କରାନ୍ତୁ ନ ହେଲେ ଏହାକୁ ଆପଣ ନୂଆ କିଣି ଆଣନ୍ତୁ । ଭଙ୍ଗା ଫଟ ଯଦି କିଛି ଅଚଚି ତେବେ ଏହାକୁ ତୁରନ୍ତ କାଢି ନିଅନ୍ତୁ । ଖରାପ ହୋଇ ଥିବା ଇଲେକ୍ଟ୍ରି ଜିନିଷ ଯଦି ଆପଣ ଙ୍କ ଘରେ ଖରାପ ହୋଇ ଥିବା ସମାନ ଅଛି ଏହାକୁ ଆପଣ ରଖି ଛନ୍ତି ତେବେ ଏହାକୁ ଆପଣ କାଢି ନିଅନ୍ତୁ । ଏହା ଅପରେ ଆସେ ଘରର କବାଟ । ଯଦି ଘରର ଯଦି କିହଚି କବାଟ ଭାଙ୍ଗି ଯାଇଛି ଆପଣ ଏହାକୁ କାଢି ନିଅନ୍ତୁ କିମ୍ବା ଭଙ୍ଗା ଆସବା ପତ୍ର ଥିଲେ ତାକୁ କାଢି ନିଅନ୍ତୁ କିମ୍ବା ସଜାଡି କି ଏହାକୁ ରଖନ୍ତୁ ।

Leave a Reply

Your email address will not be published. Required fields are marked *