Jyotish Shastra- ଦୀର୍ଘ ୩୦୦ ବର୍ଷ ପରେ ଶୁକ୍ର ଏବଂ କେତୁଙ୍କର ହେଉଛି ମହାମିଳନ, ଫେବୃୟାରୀ ରେ କୋଟିପତି ହେବେ ଏହି 4 ଟି ରାଶି

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ୬ଟି ରାଶିର ଭାଗ୍ୟ ଏହି ଜୁଲାଇ ମାସରେ ବଦଳିବାକୁ ଯାଉଛି । ଏହି ମାସର ଆରମ୍ଭ ରେ କେତୁ ଶୁକ୍ର ଙ୍କ ସହ ଆପଣଙ୍କ ତୃତୀୟ ଗୃହ ରେ ରହିବେ । ସୂର୍ଯ୍ୟ ବୁଧ ଙ୍କ ସହ ଆପଣଙ୍କ ଚତୁର୍ଥ ଘରେ ରହିବେ ଏବଂ ଦେବ ଗୁରୁ ବୃହସ୍ପତି ଶନି ଦେବ ଙ୍କ ସହ ଆପଣଙ୍କ ପଞ୍ଚମ ଘରେ ରହିବେ । ଏହା ସହିତ ମଙ୍ଗଳ ଦେବ ଆପଣଙ୍କ ଅଷ୍ଟମ ଘରେ ରହିବେ ।

ଏହି ମାସର ଆରମ୍ଭ ଆପଣଙ୍କ ପାଇଁ ବହୁତ୍ ଆନନ୍ଦମୟ ରହିବ କାହିଁକି ନା ଆପଣ ନିଜର ଲୋକ ମାନଂକ ସହ ଅଧିକ ସମୟ ଅତିବାହିତ କରିବେ । ଆପଣ ବହୁତ୍ ଦାୟିତ୍ଵ କାମ କୁ ବହୁତ୍ ଭଲ ଭାବରେ କରିବେ । ଏହି ମାସ ରେ ଆପଣଙ୍କ ପରିବାର ଲୋକ ମାନେ ଆପଣଙ୍କୁ ଆପଣଙ୍କ କାମ ରେ ସାହାଯ୍ୟ କରିବେ ।

ଏହି ସମୟ ରେ ଆପଣ ନିଜର ବ୍ୟବସାୟ ରେ କୌଣସି ବଡ଼ ପଦକ୍ଷେପ ନେଇ ପାରନ୍ତି ଏବଂ ଏହାର ଉନ୍ନତ ଫଳ ଆପଣଙ୍କୁ ଆଗକୁ ମିଳିବ । ଏହି ଜାନୁଆରୀ ମାସର ପ୍ରଥମ କିଛି ଦିନ ଆପଣଙ୍କ ପ୍ରେମ ଜୀବନ ରେ ଟିକେ ଅସୁବିଧା ହୋଇପାରେ ଯେମିତିକି ପରଷ୍ପର ମଧ୍ୟରେ ମତାନ୍ତର ମନାନ୍ତର ହୋଇପାରେ । ଏହି ମାସ ର ଦିତୀୟ ସପ୍ତାହ ରେ ସବୁ ଜିନିଷ ଆପଣଙ୍କ ସପକ୍ଷ ରେ ରହିବ । ଆପଣ ପ୍ରଥମେ ଯେତେ କାମ କରିଛନ୍ତି ତାହାର ଫଳ ସବୁ ଏହି ଦ୍ୱିତୀୟ ସପ୍ତାହ ରେ ଆପଣଙ୍କୁ ପ୍ରାପ୍ତ ହେବ ।

ଏହି ମାସ ର ତୃତୀୟ ସପ୍ତାହ ରେ ଆପଣଙ୍କୁ ଆପଣଙ୍କ ବନ୍ଦୁ ମାନଙ୍କ ସାଥ ମିଳିବ । ବହୁତ୍ କିଛି ଜିନିଷ ଆପଣଙ୍କ ଜୀବନରେ ବହୁତ୍ ଉନ୍ନତ ହୋଇଯିବ । ଏହି ସମୟ ରେ ଆପଣଙ୍କୁ କେବଳ ଗୋଟେ ଜିନିଷ ଉପରେ ଧ୍ୟାନ ଦେବାକୁ ହେବ କି ଯଦି ଆପଣ କୌଣସି ଜଣ ବାହନ ଚଳାଚଳ କରୁଛନ୍ତି ତାହେଲେ ସତର୍କତା ର ସହ ଚଳାନ୍ତୁ । ଏହି ମାସ ର ଶେଷ ସପ୍ତାହରେ ଆପଣଙ୍କୁ ଟିକେ ଅଳସୁଆ ଲାଗିପାରେ ।

ଏହି ସମୟ ରେ ମଧ୍ୟ ଆପଣଙ୍କୁ ନିଜର ଜୀବନ ସାଥି ର ଯତ୍ନ ନେବାକୁ ପଡିବ । ଏହି ମାସ ରେ ଆପଣଙ୍କ ବ୍ୟବହାର, ଧୈଯ୍ୟ, ସହନ ଶକ୍ତି ଆପଣଙ୍କ ଆଡ଼କୁ ଅନ୍ୟ ଲୋକ ମାନଙ୍କୁ ଆକର୍ଷିତ କରିବ ଏବଂ ଯାହା ଫଳରେ ଆପଣଙ୍କ ବେପାର ରେ ମଧ୍ୟ ବୃଦ୍ଧି ହେବ ଆପଣଙ୍କ କ୍ୟାରିଅର ଭଲ ହେବ, ଆପଣଙ୍କ ମଧ୍ୟରେ ଯୋସ୍ ଆସିଯିବ ଯାହା ଫଳରେ ଆପଣ ବହୁତ୍ ଆଗକୁ ବଢ଼ି ପାରିବେ ।

ଯେଉଁ ବ୍ୟକ୍ତି ମାନେ ଚାକିରି କରିଛନ୍ତି ଏହି ସମୟ ଟି ତାଙ୍କ ପାଇଁ ବିକାଶ ଆଣିଦେବ କେବଳ ସେମାନଙ୍କୁ ତାଙ୍କର କିଛି ଶତ୍ରୁ ମାନଙ୍କ ପ୍ରତି ଧ୍ୟାନ ଦେବାକୁ ହେବ କାହିଁକି ନା ସେମାନେ ଆପଣଙ୍କୁ ତଳକୁ ଖସେଇ ବାକୁ ଚେଷ୍ଟା କରିବେ । ଆପଣ ଯଦି କୌଣସି ନେତୃତ୍ୱ ନେବା ଭଳି କାର୍ଯ୍ୟ କରିବାକୁ ଯାଉଛନ୍ତି ତାହେଲେ ଆପଣ ଅତି ଭାବିଚିନ୍ତି କାମ କରିବେ । ମେଷ,, କନ୍ୟା, ଧନୁ, ମୀନ ରାଶି ଆପଣଙ୍କ ପାଇଁ ଜୁଲାଇ ମାସ ବହୁତ ଶୁଭ ରହିବ ।

ଆପଣଙ୍କୁ ଏହି ଖବର କିପରି ଲାଗିଲା ଆମକୁ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ । ଏବଂ ଏହି ଲେଖା କୁ ଗୋଟିଏ ସେୟାର୍ ନିଶ୍ଚୟ କରନ୍ତୁ । ଅଧିକ ଖବର ପାଇଁ ଆମକୁ ଲାଇକ ଫଲୋ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *