ଦୁନିଆରେ ସବୁଠାରୁ ବଡ ଦୁଃଖ କଣ ?

ନମସ୍କାର ବନ୍ଧୁଗଣ, ସବୁ ମଣିଷଙ୍କ ଜୀବନରେ ଚାଲିଥିବା ଦୁଃଖକୁ ସେମାନେ ବଡ ଭାବିଥାନ୍ତି । କାହା ଜୀବନରେ ପଇସାର ଅଭାବ ଥାଏ ତ କାହା ଜୀବନରେ ପାରିବାରିକ ଆସନ୍ତିର ଦୁଃଖ । ଆଉ କାହା ଜୀବନରେ ଭରସା ବିଶ୍ଵାସ ଭାଙ୍ଗିବାର ଦୁଃଖ ଥାଏ । ତେବେ କଣ ଏହିସବୁ ଦୁଃଖ ଦୁନିଆରେ ସବୁଠାରୁ ବଡ ଦୁଃଖ ହୋଇଥାଏ । ଏହି କଥାର ସତ୍ୟତା ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ କି ପ୍ରକୃତରେ କେଉଁ ଦୁଃଖକୁ ଜୀବନରେ ସବୁଠାରୁ ବଡ ଦୁଃଖ ବୋଲି ମନାଯାଇଥାଏ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ଜୀବନରେ ସମସ୍ତଙ୍କ ପରିସ୍ଥିତି ସମାନ ନଥାଏ । ଯେମିତି କି ତୁଳସୀ ଦାସ କହିଛନ୍ତି କି ଜୀବନରେ ଗରିବୀ ଠାରୁ ବଡ ଆଉ କୌଣସି ଦୁଖ ନାହିଁ କାରଣ ସେ ଏହାକୁ ଅଙ୍ଗେ ନିଭେଇଥିବାରୁ କହିଲେ । ଏବଂ ସେ ନିଜ ଲେଖାରେ ଆତ୍ମ ହତ୍ୟାର ଇଚ୍ଛାକୁ ମଧ୍ୟ ଉଲ୍ଲେଖ କରିଛନ୍ତି । ନିଜ ଜୀବନରେ ଦୁଃଖର ସାମ୍ନା ନକରି ପାରି ମାରିବାର ବାଟ କୁ ବାଛୁଥିଲେ ତୁଳସୀ ଦାସ ।

କିନ୍ତୁ କବୀର କହିଛନ୍ତି କି ନିମ୍ନ ଜାତିରେ ଜନ୍ମ ନେବା ସବୁଠାରୁ ବେଶି ଦୁଃଖ କଷ୍ଟ ଦେଇଥାଏ ଜୀବନରେ । ଏମିତି ସମ୍ପ୍ରଦାୟରେ ଜନ୍ମ ନେବା ଉଚିତ କି ଯେଉଁ ଠାରେ ଅଧିକ ମାନ ସମ୍ମାନ ମିଳିଥାଏ । କଣ ଆପଣ ଜାଣନ୍ତି କି ଦୁନିଆରେ ସବୁଠାରୁ ବଡ ଦୁଃଖ ମାତୃହୀନ ହୋଇଥାଏ । ମା ବୀନା ନିଜ ଜୀବନରେ ଆଗକୁ ବଢିବା ବହୁତ କଷ୍ଟ ଦେଇଥାଏ ।

ପ୍ରେମଚରଣଙ୍କ ଆଠ ବର୍ଷ ବୟସରେ ତାଙ୍କ ମା ତାଙ୍କୁ ଛାଡି ଚାଲିଗଲେ । ଏବଂ ପ୍ରେମ ଚରଣ ଏହା ଲେଖିଛନ୍ତି କି ଦୁନିଆରେ ସବୁଠାରୁ ବଡ ଦୁଃଖ ମା ସାଥ ଛାଡି ଦେଇ ଆରପାରିକୁ ଚାଲିଯିବା ହୋଇଥାଏ । ଏହା ପରେ ତାଙ୍କ ବାପା 50 ବର୍ଷ ବୟସରେ ଦିତୀୟ ବିବାହ କଲେ । କିନ୍ତୁ ଦିତୀୟ ମାଙ୍କ ସହ ତାଙ୍କର ସମ୍ପର୍କ ଖାସ ପଡିଲା ନାହିଁ ।

ପ୍ରେମ ଚରଣ ନିଜେ 15 ବର୍ଷ ବୟସରେ ବିବାହ କରିଥିଲେ । ବହୁତ ଖୁସି ଥିଲେ ନିଜ ବିବାହ ହେବ ବୋଲି ଭାବି । ବିବାହ ପରେ ସିନ୍ଦୁର ଦେଖି ସେ ବୁଝିଗଲେ କି ବିବାହର ଅର୍ଥ ସିନ୍ଦୁର ସମ୍ପର୍କ ନୁହେଁ । ଏହାପରେ ତାଙ୍କ ସ୍ତ୍ରୀ ତାଙ୍କ ବାପଘରକୁ ଗଲେ କିନ୍ତୁ ଆଉ ଫେରିଲେ ନାହିଁ । ଏହାପରେ ସେ ଦିତୀୟ ବିବାହ କରିବା କଥା ଭାବିଲେ କିନ୍ତୁ ଜଣେ ବାଲ୍ୟ ବିଧବା ହୋଇଥିବା ଝିଅ ସହ ।

ତେଣୁ ନିଜ ଜୀବନର ଦୁଃଖ କଷ୍ଟରେ ସବୁବେଳେ ଆମେ ନିଜେ ହିଁ ପ୍ରମୁଖ ଥାଉ । କେବଳ ମାତୃହୀନକୁ ଛାଡି । ମାତୃହୀନ ଦୁଃଖ ହିଁ ପ୍ରକୃତ ଦୁଃଖ କଷ୍ଟ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।  ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *