ଦୁଦୁରା ଫୁଲ 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳାଇଦେବ ! ଦୁଦୁରା ଗଛର ଚମତ୍କାରୀ ଫାଇଦା ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ଦର୍ଶକବନ୍ଧୁ : ପରିବାରର ସୁଖ ସମୃଦ୍ଧି ପାଇ ମଣିଷ କିଛି ନ କିଛି କରିଥାନ୍ତି । ହେଲେବି କିଛି ସମସ୍ୟାରେ ରହିଥାନ୍ତି । ସେଥିଲାଗି ସବୁ ସମସ୍ୟାର ସମାଧାନ ରହିଛି । ଆଜି ଏପରି ଏକ ଗଛର ଫୁଲ ବିଷୟରେ ଜାଣିବା ଯାହା ଜୀବନର ଗତିପଥ କୁ ବଦଳାଇଦେବ । ଶିବଙ୍କ ପୂଜା ଅତ୍ୟନ୍ତ ନିସ୍ତାର ସହିତ କରାଯାଏ । ଶିବଙ୍କର ପ୍ରିୟ ଫୁଲ ଦୁଦୁରା ଫୁଲ ଏହି ଫୁଲ ଶିବଙ୍କୁ ଚଢାଇବା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । ଏହି ଫୁଲକୁ ତନ୍ତ୍ରମନ୍ତ୍ର ର ଭଣ୍ଡାର ମାନାଯାଇଥାଏ ।

ଯଦି ମା ଲକ୍ଷ୍ମୀ ଆଗରେ ଏହି ଫୁଲ ଅର୍ପଣ କରିବେ ତ ଧାନର ଅଭାବ ରହିନଥାଏ । ଯେଉ ବ୍ଯକ୍ତିର ନବଗ୍ରହ ଠିକ ନଥାଏ ତ ଶନୀଙ୍କ ପାଖରେ ଏହି ଫୁଲ ଅର୍ପଣ କରିବା ଦ୍ଵାରା ଠିକ ହୋଇଯାଏ । ଭଗବାନ ଶିବ ବିଷ ପାନ କରିବା ବେଳେ କିଛି ବୁନ୍ଦା ଧାରିତ୍ରି ରେ ପଡିଯାଇଥିଲା । ସେଥିଲାଗି ସେହି ବିଷର ବୁନ୍ଦାରୁ ଏହି ଗଛ ଉତ୍ପତି ହୋଇଛି । ଯଦି ଆପଣଙ୍କର ଧନର ଅଭାବ ରହୁଛି ତ ଚାରୋଟି ଶୁକ୍ରବାର ସୂର୍ଯ୍ୟାସ୍ତ ପରେ ମା ଲକ୍ଷ୍ମୀଙ୍କୁ ଧଳା ଦୁଦୁରା ଅର୍ପଣ କରିବେ ।

ଏବଂ ଆଳତି କରିବେ ଏହା ଦ୍ଵାରା ଧନର ବର୍ଷା ହେବ । ଯଦି ଆପଣଙ୍କର କିଛି ଶାରୀରିକ ଯନ୍ତ୍ରଣା ,ବ୍ୟାପାରରେ ସମସ୍ଯା ,କଷ୍ଟ ପାଉଛନ୍ତି ତ ଏହି ଉପାୟ କରିବା ଦ୍ଵାରା ସବୁ ସମସ୍ଯା ଦୂର ହୋଇଯିବ । ତିନୋଟି ସୋମବାର ଶିବ ମନ୍ଦିର ଯାଇ ନୀଳ ଦୁଦୁରା ଫୁଲ ଚଢାନ୍ତୁ ଏହା ସହ ତମ୍ଭାର ଢାଳରେ ପଣି ଢାଳନ୍ତୁ ଏବଂ ୫୦୩ ଥର ଜପ କରିବା ଦ୍ଵାରା ଯାହାବି କିଛି ଜୀବନରେ ସମସ୍ଯା ରହିଛି ସବୁ ଦୂର ହେବ । ଯାହା ରୋଗ ହୋଇଥିବା ଭଲ ହୋଇଯିବ ।

କିଛି ଚିନ୍ତାରେ ରହିଥିଲେ ତାହା ଦୂର ହେବ । ତନ୍ତ୍ରମନ୍ତ୍ର ପ୍ରଭାବ ସେସ ହୋଇଯିବ । କଳା ଦୁଦୁରା ପାଇବା ବହୁତ କଷ୍ଟ ଯଦି ଆପଣ କଳ ଦୁଦୁରା କୁ ପାଇ ସନ୍ଧ୍ଯା ସମୟରେ ଶନି ମନ୍ଦିର ଯାଇ ଏହି କଳା ଦୁଦୁରାକୁ ଚଢାନ୍ତୁ ଏବଂ ଘିଅର ଦୀପ ଲଗାନ୍ତୁ । ଏହି ଉପାୟ ଚାରିଟି ଶନିବାର କରିଦେବେତ ଶନି ଦେବଙ୍କର ଆଶୀର୍ବାଦ ରହିବ । ଏହା ଦ୍ଵାରା କୌଣସି ଶତ୍ରୁ କ୍ଷତି ପହଞ୍ଚାଇ ପାରିବ ନାହି । ଏହି କ୍ରିୟା କରିବ ଦ୍ଵାରା ନବଗ୍ରହ ଙ୍କ ସାଥ ପାଇବ । ଦୁର୍ଭାଗ୍ୟ ସ୍ବଭାଗ୍ୟରେ ବଦଳିଯିବ ।

ସବୁ ସମସ୍ଯା ଦୂର ହେବ । ଧନର ଅଭାବ ରହିବ ନାହି । ହିନ୍ଦୁ ପୁରାଣରେ କୁହାଯାଇଛି ଯେଉ ବ୍ୟକ୍ତି ଶନି ମହାରାଜା ଙ୍କର ଆଶୀର୍ବାଦ ପ୍ରାପ୍ତ କରିନିଏ ତାଙ୍କ ଶତ୍ରୁଙ୍କର ନାସ ହୋଇଥାଏ । ଶତ୍ରୁ କିଛି କ୍ଷତି କରି ପାରିନଥାଏ । ଯଦି କାହା ଉପରେ ଶନିଦସା ଲାଗିଗଲା ତ ସେଥିରୁ ମୁକ୍ତି ହେବ ବହୁତ କଷ୍ଟ । ଯେତେ ପରିଶ୍ରମ କଲେବି ସଫଳ ହୋଇନଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ପେଜକୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *