ହୃଦୟରୁ ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ କେଉଁ ଖୁସି ଖବର ମିଳିବ ଏବଂ ଆଗକୁ ସମୟ କେମିତି ରହିବ (Tarot Card Reading)

ପଞ୍ଚଟି ସଂଖ୍ୟା ମଧ୍ୟରୁ ଗୋଟିଏ ବାଛନ୍ତୁ ଜାଣିପାରିବେ ଆପଣଙ୍କ ବର୍ତମାନ କିପରି ରହିବା । ଯଦି ଆପଣ ପ୍ରଥମ ସଂଖ୍ୟା କୁ ଚୟନ କରିଛନ୍ତି । ଯାହା ବହୁ ଆଗରୁ ପାଇ ପାରୁନାହାନ୍ତି ତାହା ବହୁ ଶୀଘ୍ର ପାଇଇଯିବେ ବା ସେଥିରେ ସଫଳ ହେବେ । ଯଦି ଆପଣ ଦିତୀୟ ସଂଖ୍ୟା କୁ ଚୟନ କରିଛନ୍ତି । ତ ଆପଣଙ୍କ ଉପରେ ବହୁତ କର୍ତବ୍ୟ ରହିଛି । କାମରେ ବା ପରିବାରରେ ବହୁତ ସୁଖ ସମୃଦ୍ଧି ଆସିବ ଯାହା ଆଶା କରୁଥିବେ ଆଶା ଠାରୁ ଅଧିକ ପ୍ରାପ୍ତି ହେବ ।

ଯାହାବି କିଛି କରୁଛନ୍ତି ସବୁ ସମୟ ଠିକ ରହିବ । ଯେମିତି ଲାଗିବ ଆପଣ ସବୁ ସମ୍ଭାଳୁଛନ୍ତି । କିଛି କ୍ଷେତ୍ରରେ ଚିନ୍ତାରେ ମଧ୍ୟ ରହିବେ ।ଯଦି ଆପଣ ତୃତୀୟ ସଂଖ୍ୟା ଟି ବାଚିଛନ୍ତି ତ କିଛି ଜିନିଷକୁ ଅପେକ୍ଷା କରିଛନ୍ତି । ଅପେକ୍ଷାର ଅନ୍ତ ହେବ । ଆପଣ ଚାହିବା ମୁତାବକ ସବୁ ମିଳିଯିବ । ଯଦି ଆପଣ ଭାବୁଛନ୍ତି ଯେଉ କାମ ଡେରିରେ ହେବ । ତ ଚିନ୍ତାର କଥା କିଛି ନାହି ବହୁତ ଶୀଘ୍ର ସେହି କାମ ହୋଇଯିବ ।ଯଦି ଆପଣ କାହାକୁ ଅପେକ୍ଷା କରିଛନ୍ତି ବା କାହା ସହ ମିଶିବାକୁ ଚାହୁଛନ୍ତି ତ ବହୁ ଶୀଘ୍ର ଶୁଭ ଖବର ମିଳିଯିବ ।

ଯଦି ଆପଣ ଚତୁର୍ଥ ସଂଖ୍ୟା ଟିକୁ ବାଛିଛନ୍ତି ତ ଆପଣଙ୍କ ଜୀବନ ବହୁତ ଭଲ ଆସିବା । ଯାହାକୁ ନେଇ ସଦା ସର୍ବଦା ଖୁସି ରହିବେ । ବହୁତ ପରିଶ୍ରମ କରିବେ ଯାହାର ଫଳ ଅତ୍ୟନ୍ତ ଭଲ ରହିବ । ଆଗକୁ ବହୁତ କମ ଆସିବା ଯାହା ଦ୍ଵାରା ବହୁତ ବ୍ୟସ୍ତ ରହିବେ ସେଥିରେ ମଧ୍ୟ ସଫଳ ହେବେ । ଧନ ମଦ୍ୟ ପ୍ରାପ୍ତି ହେବ କିନ୍ତୁ ଏହି ଧନ କୁ ଅଯଥା ଖର୍ଚ କରନ୍ତୁ ନାହି ।ବହୁତ ପରିଶ୍ରମ କରନ୍ତୁ ଯାହା କମଉଛନ୍ତି ଅଯଥା ଖର୍ଚ କରନ୍ତୁ ନାହି । ଏସବୁ ପ୍ରତି ଧ୍ୟାନ ଦେଲେ ବହୁ ଆଗକୁ ଯିବେ ।

ଯଦି ଆପଣ ପଞ୍ଚମ ସଂଖ୍ୟାଟିକୁ ଚୟନ କରିଛନ୍ତି । ତ ଆପଣ ସବୁ ଦେଖୁଛନ୍ତି କିନ୍ତୁ କିଛି କରିପାରୁନାହାନ୍ତି । ଯାହା ଦ୍ଵାରା ଆପଣ ବହୁ ଅସୁବିଧାରେ ପଡ଼ୁଛନ୍ତି । ଆପଣଙ୍କ ସାମ୍ନାରେ କିଛି ହେଉଛି ଯାହା ଆପଣ ଦେଖିପାରୁନାହାନ୍ତି କି  ଜାଣିବାକୁ ଚାହୁନାହାନ୍ତି । ସତ କଥା ଜାଣୁଛନ୍ତି ହେଲେ କିଛି କହୁ ନାହାନ୍ତି ।ସତ କେବେ ଲୁଚିକି ରହିବ ନାହି କେବେ ନ କେବେ ସାମନାକୁ ଆସିବ । ସତ ଆପଣଙ୍କ ସାମନାକୁ ଆସିବା ଯାହାକୁ ଦେଖି ଆପଣ ଡରିଯିବେ ଆପଣ ଭାବି ପରିବେନି ସେହି ସମୟରେ କଣ କରିବେ ।

ଆଗକୁ  ଏମିତି କିଛି କଥା ଆସିବ ଯାହା ଆପଣ ସବୁ ଜାଣିଥିବେ କିନ୍ତୁ ଆଗରୁ କେବେ ହେଇନଥିବ । ଅବଏ ଆଖି ଖୋଲନ୍ତୁ ଯାହା ସତ ତାକୁ ସାମ୍ନା କରନ୍ତୁ ,ନିଜର ଭୁଲ କୁ ସୁଧାରନ୍ତୁ । ନହଲେ ଆପଣ କେବେବି ଆଗକୁ ଯାଇପାରିବେନି । ଆପଣଙ୍କ ଦାଂପତ୍ଯ ଜୀବନ ବହୁତ ଅସାନ୍ତି ହେବ । ଲୋକ ମାନେ ଢୋକ ଦେବେ ବହୁ ଚିନ୍ତାରେ ରହିବେ । ଚାହୁଥିବେ କିଛି କରିବା ପାଇ କିନ୍ତୁ କରିପାରୁନଥିବେ । ଏହି ପୋଷ୍ଟ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତ ଲାଇକ ,କୋମେଣ୍ଟ , ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *