ଆମ ଜୀବନରେ ଆସୁଥିବା ଦୁଃଖ ସୁଖ ସବୁ ଆମ କ୍କର୍ମ ଦ୍ଵାରା ଆସିଥାଏ କିନ୍ତୁ ଏହା ସହ ଆମ ରାଶିର ମଧ୍ୟ ଯୋଗଦାନ ଥାଏ । ଜନ୍ମ ସମୟରେ ଆମ ଜନ୍ମ ଦିନ ଓ ସମୟ ଦେଖି ଆମ ଜାତକ ଅନୁସାରେ ରାଶି ବାହାର କରା ଯାଇ ଥାଏ । ଏହା ପରେ ଆମ ଜୀବନରେ ଥିବା ରାଶି ମାନେ ଏବେ କିଛି ନା କିଛି ଭୋଗ କରି ଥାନ୍ତି କହିବା ର ମାନେ ହେଉଛି କି ଯେଉଁ ମାନେ ଏହା ମାନି ଚାଳନ୍ତି କି ଏହି ସବୁ ମିଛ ହୋଇ ଥାଏ ତାହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ ।
ଆପଣ ମାନେ ନିଜ ଆଖ ପାଖରେ ଏହି ଭଳି କିଛି ଲୋକମାନ ଏଦେଖି ଥିବେ କି ଯେଉଁ ମାନେ ବହୁତ ଅଧିକ କାମ କରି ମଧ୍ୟ ନିଜକୁ ଉପରକୁ ନେଇ ପାରି ନଥାନ୍ତି ଓ କିଛି ଏହି ଭଳି ଲୋକମାନେ ଅଛନ୍ତି ଯେଉଁ ମାନେ ଏହାକୁ ଅତି ସହଜରେ କରି ଦେଇ ଥାନ୍ତି । ଆଜି ଆମେ କହିବା ପାଇଁ ଯାଉଛୁ କି ଆମେ ଯେଉଁ ଭି କାମ କରିବା କିମ୍ବା କରୁଚେ ଏହା କେଉଁ ଭି ପରିସ୍ଥିତି ରେ ଅଛି ଏହା ଆମ ଯୋଗ ଭାଗ୍ୟ ଉଆରେ ନିର୍ଭର କରେ । ଏହା ର ପରିଣାମ ମଧ୍ୟ ଆମକୁ ପରେ ମିଳେ । ଆଜି ଆମେ କହିବା ପାଇଁ ଯାଉଥିବା ରାଶି ମାନଙ୍କ ଉପରେ କିଛି ଏହି ଭଳି ମହା ସଂଯୋଗ ଘଟିଛି ଦୀର୍ଘ ସମୟ ପରେ 500 ବର୍ଷ ପରେ ଏହି ସଂଯୋଗ ଘଟିଛି ।
ଏହା ପାଇଁ କୁବେର ଭଗବାନ ଙ୍କ କୃପା ହେବ ଏବେ ଏହି ରାଶି ମାନଙ୍କ ଉପରେ । ଆମେ କହିବା ପାଇଁ ଯାଉଥିବା ରାଶି ମାନଙ୍କ ଜିବନର ସମସ୍ଯା ସବୁ ଦୂର ହୋଇଯିବ । ଯଦି ଆପଣଙ୍କ ପାରିବା ରେ ଲମ୍ବ ସମୟ ଯାଏ ସମସ୍ଯା ଥିଲା ଜମି କୁ ନେଇକି ଏହା ଏବେ ସଂପୂର୍ଣ୍ଣ ହୋଇଯିବ । ଏହା ସହ ଆପଣ ଯାହାକୁ କୁ ଏହି ଜମି ବିକିବା ପାଇଁ ଚାହିଁବେ ତାହା ମଧ୍ୟ ହୋଇ ପାରିବ ଅତି ସହଜରେ । ଆପଣଙ୍କ ପରିବାରେ ଯଦି କେହି ସେୟାର ବଜାର ରେ ପଇସା ଲଗାଇ ଛନ୍ତି ଆପଣଙ୍କ ମାଧ୍ୟମରେ ସେ ନିଶ୍ଚିତ ଭଲ ପରିଣାମ ପାଇବେ ।
ଯେଉଁ ମାନେ ଚାକିରି କରିବା ପାଇଁ ଚାହିଁବେ ଏବେ କରିବେ । ବ୍ୟବଶାୟ ଆଦିରେ ଲାଭ ହେବ । ଆପଣ ଙ୍କ ସନ୍ତାନ ଯୋଗ ମଧ୍ୟ ଅଛି ବିବାହ ଯୋଗ ମଧ୍ୟ ଅଛି ଘରେ କିଛି ମାଙ୍ଗଳିକ କାମ କରିବାର ଆଭାଷ ଅଛି । ଦୂର ବନ୍ଧୁ ମାନଙ୍କ ସହ ଅନେକ ଦିନ ପରେ ମିଲନ ହେବ ଯାହା ଆପଣଙ୍କୁ କିଛି ନୂଆ ଦିଗ ଦେଖାଇବ । ଆପଣ ଯଦି କେଉଁ ଚିନ୍ତାରେ ଥିବେ ଏହା ତ୍ଵାଗ କରି ନିଜ କାମରେ ଧ୍ୟାନ ଦିଅନ୍ତୁ ଭଗବାନ କୁବେରଙ୍କ ଦୟାରୁ ଆପଣ ଏବେ ବହୁତ କିଛି ପାଇବା ପାଇଁ ଯାଉଛନ୍ତି । ତେବେ ଆମେ କହୁଥିବା ଏହି ଭାଗ୍ୟବାନ ରାଶି ମାନେ ହେଲେ ମେଷ, ବୃଷ, ମୀନ, କର୍କଟ, ଧନୁ କୁମ୍ଭ, ମିଥୁନ ରାଶି