ଆପଣ ଯଦି ଘର କିଣୁଛନ୍ତି କିମ୍ବା ପୁରୁଣା ଘର କିଣୁଛନ୍ତି ତେବେ ଆପଣ ଏକ ଜିନିଷର ଧ୍ୟାନ ରଖିବା ନିହାତି ଭାବେ ଦରକାର ଥାଏ । ଆମେ ଯଦି କିଛି ଭାବି କିଛି ଭି ଜାଗା କିଣି ନେବା କିମ୍ବା ଆମେ ଯଦି କିଛି ଭି ସ୍ଥାନରେ ଘର ବନେଇବା ଏହା ଆମ ପାଇଁ ଖରାପ ହୋଇଥାଏ । ହୁଏତ ଆଗକୁ ଯାଇକି ଆମ ପାଇଁ ସମସ୍ଯା ଆରମ୍ଭ କରିଥାଏ । ଆଜି ଆମେ କହିବା କି କିଛି ଲୋକମାନେ ଜ୍ଯୋତିଷ ଶାସ୍ତ୍ର କୁ ଦେଖାଇକି ନିଜ କାମ ଅକ୍ରିୟ ଥାନ୍ତି ଯାହା ପାଇଁ ସେମାନେ ସବୁ ବେଳେ ଆଗରେ ରହିଥାନ୍ତି ।
ଘରର ସୁନ୍ଦରତା ଦେଖିକି କିଣି ନେବା କିନ୍ତୁ ଯଦି ଆମେ ତା ମଧ୍ୟରେ ଥିବା ବାସ୍ତୁ ଦୋଷ କୁ ନଜର ଅନ୍ଦାଜ କରିବା ଭଲ କଥା ନୁହେଁ । ଆମେ ଘରକୁ ବାହାର ଆଡୁ ସୁନ୍ଦର ଦେଖିକିକି କିଣି ଦେବା ଭଲ କଥା ନୁହେଁ ଆମେ ଯଦି ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଯେଉଁ ଘରକୁ ଏତେ ଟଙ୍କା ଦେଇକି କିଣୁଚ୍ଛେ ।
ତାହା ସବୁ ଦିନ ପାଇଁ ଆମକୁ ସର୍ବନାଶ ଆଡକୁ ନେଇକି ଜୀବ ତାହାଲେ ଆମେ ଏହାକୁ କିଣିବା ଖରାପ ହୋଇଥାଏ । ଏହାକୁ କିଣିବା ଦ୍ଵାରା ଯାହା ଥାଏ ତାହା ଚାଲିଯିବା ଶହ ଆଉ ଯାହା ଆସିବା ପାଇଁ ଯାଉଛି ତାହା ମଧ୍ୟ ଚାଲିଯିବା ସବୁଦିନ ପାଇଁ । ତେବେ ଆମେ ଏକ ଜିନିଷର ଧ୍ୟାନ ରଖିବା ନିହାତି ଭାବେ ଦରକାର କି କେଉଁ ଘର ଆମେ କିଣିବା କଥା ନୁହେଁ ।
ଆପଣ ସବୁ ବେଳେ ଏକ କଥାର ଧ୍ୟାନ ରଖିବେ କି ଘର ର ମୁଖ୍ୟ କବାଟ ସବୁ ବେଳେ ଉତାର ଓ ପୂର୍ବ ଦିଗକୁ ରହି ଥିବା ଏହାର ମୁଖ୍ୟ ଦ୍ଵାର କେବେହେଲେ ଆଇସୋନ୍ୟ କୋଣ କିମ୍ବା ଦକ୍ଷିଣ ମୁହଁ ହୋଇ ରହିବା ଭଲ କଥା ନୁହେଁ । ଆଜି ଆମେ କହିବା କି ଯଦି ସେହି ଘରେ କାହାର ମୃତ୍ୟୁ ଅକାଳ ମୃତ୍ୟୁ ହୋଇଛି ତେବେ ତାହା ମଧ୍ୟ କିଣିବା ଭଲ କଥା ନୁହଁ ।
ଏହା ସହ ଯଦି ଘର ଟି କେଉଁ ବିଧବା କିମ୍ବା କେଉଁ ମହିଳା ଦୁଃଖୀ ନାରୀ ଙ୍କ ପାଖରୁ କିନା ହୋଇଛି ଜବରଦସ୍ତି କରିକି ତେବେ ଏହା ମଧ୍ୟ ଖରାପ ପରିଣାମ ଦେଇଥାଏ । ଯଦି କାହାର ସ୍ତ୍ରୀ ଗର୍ଭବର୍ତ୍ତୀ ଥିବା ବେଳେ ମାରି ଯାଇଥିବା ସେହି ଘର କିଣିବା ଭଲ କଥା ନୁହେଁ କିମ୍ବା ସେହି ଘରେ ଯଦି କେଉଁ ମହିଳା ମାନଙ୍କ ଉପରେ ଅତ୍ୟାଚାର କରା ଯାଉଥିବ ।
ତେବେ ମଧ୍ୟ ସେହି ଘର କିଣିବା ଅଭଲ କଥା ନୁହେଁ । ଏହି ଭଳି ଘରେ କେବେ ହେଲେ ମା ଲକ୍ଷ୍ମୀଙ୍କ କୃପା ହୋଇ ନଥାଏ । ଯଦି ଆପଣଙ୍କ ଘର ଆଗରେ ମଶାଣି ଅଛି ତେବେ ଏହା ଆପଣଙ୍କ ପାଇଁ ଅଶୁଭ ଅଟେ ।
ଯଦି କାହାର ନିଆଁ ରେ ଜଳାଇକି ମୃତ୍ୟୁ ହୋଇଥାଏ କିମ୍ବା ପୂର୍ବ ଲୋକ ର ଯଦି ସନ୍ତାନ ନ ଥାଏ ତେବେ ଏହି ଭଳି ଘର କିଣିବା ଦ୍ଵାରା ଆମେ ନିଶ୍ଚିତ ଭାବେ କଷ୍ଟ ପାଇବା । ଏହି ଭଳି ଘରେ ପିଲା ମାନଙ୍କ ବିକାଶ ମଧ୍ୟ ଭଲ ଭାବେ ହୋଇ ପରି ନଥାଏ ।