ଏହାର ଗୋଟିଏ ପତ୍ର-କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା, ଚର୍ମ ରୋଗ ଭଳି ଅନେକ ରୋଗକୁ ଭଲ କରିଦେବ ।

ବନ୍ଧୁଗଣ ଏହି ଗୋଟେ ପତ୍ର ର ବ୍ୟବହାର କରିଲେ ଅନେକ ପ୍ରକାରର ଔଷଧ ଫେଲ ହୋଇଯିବ । ଏହି ପତ୍ରକୁ ଅନାବନା ପତ୍ର ଭାବିବାକୁ କେବେ ବି ଭୁଲ କରିବେ ନହିଁ । ଆଜି ଆମେ ଆପଣଙ୍କୁ ଏମିତି ଏକ ପତ୍ର ବିଷୟରେ ନିଶ୍ଚୟ ଜାଣିଥିବେ ବା ଦେଖିଥିବେ । କିନ୍ତୁ ଅନେକ ଥର ଏହାର ଫାଇଦା ନ ଜାଣି ଏହି ଗଛକୁ ଉପାଡି ଫିଙ୍ଗି ଦେଇଥାନ୍ତି । ଏହାକୁ ଆମେ ଅମରପୋଇ ଗଛ କହିଥାଉ । ଷ୍ଟୋନ, କିଡନୀ ଷ୍ଟୋନ, ମୁଣ୍ଡ ବିନ୍ଧା, ଆଖି ବିନ୍ଧା ହେଉଛି ତେବେ ଏହି ପତ୍ରର ବ୍ୟବହାର କରନ୍ତୁ । ଏବେ ଆସନ୍ତୁ ଜାଣିବା ଏହି ପତ୍ରର ଫାଇଦା ବିଷୟରେ ବିସ୍ତାର ଭାବେ ।

ଅମରପୋଇ ର ଗୋଟେ ବିଶେଷତା ହେଉଛି କି ଏହାର ଡେମ୍ଫ ସହ ମାଟି ରେ ପୋତି ଦେଲେ ଏହା ଗଛ ହୋଇଯିବ । ଏହି ଗଛ ବଢାଇବା ପାଇଁ ଅଧିକ ପାଣିର ଦରକାର ପଡିବ ନାହିଁ । ଏହାକୁ ପ୍ରୟୋଗ କରିବା ପୂର୍ବରୁ ସଫା ପାଣି ରେ ଧୋଇ ଦିଅନ୍ତୁ । ଏହାକୁ ସଂପୂର୍ଣ୍ଣ ତାଜା ପ୍ରୟୋଗ କାନ୍ତୁ । ଏହାକୁ ଧୋଇ ଏହାର ରସ ବାହାର କରନ୍ତୁ । ନଚେତ ଏହାର କାଢା ବନାଇ ବା ଚୋବାଇ ଖାଇ ପାଇବେ ।

ଏହାର ଟେଷ୍ଟ ଅଳ୍ପ ଖଟା ଓ ଲୁଣିଆ ହୋଇଥାଏ । ଯଦି ଆପଣଙ୍କର କିଡନୀ ରେ ଷ୍ଟୋନ ବା ପଥରି ଭଳି ସମସ୍ଯା ଅଛି ତେବେ ଏହାର କାଢା ବନାଇ ସେବନ କରନ୍ତୁ । ଯଦି ଆପଣଙ୍କର ମାଇଗ୍ରେନ ସମସ୍ଯା ଅଛି ତେବେ ଏହାର ପ୍ରୟୋଗ କରନ୍ତୁ । ଏହାର ପତ୍ର ବାଟି ଲେପ ମୁଣ୍ଡରେ ଲଗାଇବେ ମାଇଗ୍ରେନ ସମସ୍ଯା ଦୂର ହେବ । ଯଦି ଆଖି ବିନ୍ଧା ହେଉଛି ବା ପାଇ ବାହାରୁଛି ତେବେ ଏହାର ରସ ବାହାର କରି ଆଖି ର ଚାରି ପଟେ ଲଗାଇ ଦିଅନ୍ତୁ ।

ଯଦି ପରିସ୍ରା କରିବା ସମୟରେ ଜ୍ଵଳନ ହେଉଛି ତେବେ ଏହି ପତ୍ରକୁ ବାଟି ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ମୂତ୍ରାଶୟ ରେ ହେଉଥିବା ସମସ୍ଯା ଠିକ ହୋଇଯିବ । ଏବେ ଆସନ୍ତୁ ଜାଣିବା ଯଦି କାହାକୁ ଷ୍ଟୋନ ଭଳି ସମସ୍ଯା ଅଛି ଏହାର ପ୍ରୟୋଗ କିପରି କରିବେ । ଏଥିପାଇଁ ଏକ ଗ୍ଳାସ ପାଣି ନିଅନ୍ତୁ । ମାତ୍ର 2ଟି ପତ୍ର ଛିଡାଇ ପାଣି ରେ ପକାନ୍ତୁ ।

ଏହି ପାଣି ଅଧା ନ ହେବା ଯାଏଁ ଏହାକୁ ଫୁଟାନ୍ତୁ । ତା ପରେ ଏହି ପାଣିକୁ ଅନ୍ୟ ଏକ ପାତ୍ରକୁ କାଢି ନିଅନ୍ତୁ । ଏହା ଅଳ୍ପ ଥଣ୍ଡା ହେବା ପରେ ଏହାର ସେବା କରି ପାରିବେ । ଏବେ ଏହି ପାଣି ରେ 50 ଏମଏଲ ଶିଲାଜିକ ଓ 2 ଗ୍ରାମ ମହୁ ମିଶାନ୍ତୁ । ଦିନକୁ 2 ଥର ଏମିତି ବନାଇ ଏହାର ସେବନ କରନ୍ତୁ । ଦେଖିବେ 5ରୁ 7 ଦିନ ମଧ୍ୟରେ କିଡନୀ ସମସ୍ଯା ଦୂର ହେବ । ଯଦି ଶରୀରର କେଉଁଠି ଘା ହୋଇଛି ଏହି ପତ୍ରକୁ ବାଟି ଲଗାନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *