ଯେଉଁ ଘରର ମହିଳା ଏହି 7ଟି ଭୁଲ କରନ୍ତି ସେଠାରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ, ନାରୀମାନେ କେଉଁ ଜିନିଷ ଅନ୍ୟ କୁ ଦେବା ଉଚିତ ନୁହେଁ ?

ବନ୍ଧୁଗଣ ସ୍ତ୍ରୀ ଙ୍କୁ ଘର ଭିତରେ ଏଭଳି କିଛି କାମ କରିବା ଉଚିତ ନୁହେଁ । ଘରେ ଦୁଃଖ ଦାରିଦ୍ରତା ଆସିଯାଏ ଓ ମା ଲକ୍ଷ୍ମୀ ରୁଷ୍ଟ ହୋଇ ଘରୁ ଚାଲି ଯାଇଥାନ୍ତି ଯଦି ଘରର ସ୍ତ୍ରୀ ମାନେ ଏହି ସବୁ କାମ କରିଥାନ୍ତି । ପ୍ରାଚୀନ ଗ୍ରନ୍ଥରେ ପ୍ରତେକ ସ୍ଵାମୀ ସ୍ତ୍ରୀ ଙ୍କୁ ଭଗବାନ ଶିବ ଓ ମାତା ପାର୍ବତୀ ଙ୍କ ରୂପ ମାନାଯାଏ । ଦୁହେଁ ଦୁହିଙ୍କର ରୂପ ଅଟନ୍ତି । ସେଥିପାଇଁ ସ୍ତ୍ରୀ କୁ ଅର୍ଦ୍ଧାଙ୍ଗିନୀ କୁହାଯାଏ । ବିବାହ ପରେ ସ୍ତ୍ରୀ ର କର୍ମ ସହ ସ୍ବାମୀର କର୍ମ କୁ ଯୋଡା ଯାଏ ।

ସ୍ତ୍ରୀ ର କର୍ମ, ଧର୍ମ, ଯଜ୍ଞ, ପୂଣ୍ୟ, ପାପ ଆଦିର ଫଳ ସ୍ଵାମିକୁ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ସ୍ତ୍ରୀ ମାନେ ଗୃହରେ କେଉଁ କେଉଁ କାମ କରିବା ଉଚିତ ନୁହେଁ । ୧- ନାରୀ ମାନେ ସନ୍ଧ୍ୟା ସମୟରେ କେଶ ଖୋଲା କରିବା ଉଚିତ ନୁହେଁ । ଏପରି କରିବା ଶାସ୍ତ୍ର ଅନୁଯାୟୀ ଉଚିତ ନୁହେଁ । ଏହାଦ୍ବାରା ଘରକୁ ନେଗେଟିଭ ଶକ୍ତି ପ୍ରବେଶ କରିଥାଏ ।

୨- ଅନେକ ନାରୀ ଘରର ଦ୍ଵାରା ବନ୍ଧରେ ବସି କଥାବାର୍ତ୍ତା ବା ଭୋଜନ କରିଥାନ୍ତି । ଏମିତି କରିବା ଅନୁଚିତ । ଏମିତି ହେଲେ ମା ଲକ୍ଷ୍ମୀ ଗୃହକୁ ଆଗମନ କରି ପାରନ୍ତି ନାହିଁ ।

୩- ଅନେକ ନାରୀ ଡେରି ଯାଏଁ ସୋଇଥାନ୍ତି । କିନ୍ତୁ ସୂର୍ଯ୍ୟ ଉଦୟ ପରେ ସୋଇଥିବା ମହିଳାଙ୍କ ଘରେ ଦୁଃଖ ଦାରିଦ୍ରତା ବଢିଥାଏ ।

୪- ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଉଚିତ ନୁହେଁ । ଏହା ନେଗେଟିଭ ଊର୍ଜା ବଢାଇଥାଏ । ତେଣୁ ଅଇଁଠା ବାସନ ସଫା କରିବା ଉଚିତ ।

୫- ମହିଳାଙ୍କୁ କଟୁ ଶବ୍ଦ କହିବା ଅନୁଚିତ । ଯେଉଁ ଘରେ ସ୍ଵାମୀ ସ୍ତ୍ରୀ କଳହ କରିଥାନ୍ତି ସେଠାରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ । ସବୁବେଳେ ଏଭଳି ଘରେ ଘୋର ଦାରିଦ୍ରତା ଦେଖାଯାଏ ।

୬- ଯେଉଁ ଘରେ ଭିକାରୀକୁ ତିରସ୍କାର କରାଯାଏ ସେହି ଘରେ ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ । ଯଦି ଭିକାରୀକୁ ଅପମାନ କରି କିଛି ଦିଅନ୍ତି ନାହିଁ କିମ୍ବା ଗାଈକୁ ରୁଟି ଖାଇବାକୁ ନ ଦେଇ ନିନ୍ଦା କରନ୍ତି ଏପରି ଘରୁ ସୁଖ ଶାନ୍ତି ଦୂରେଇ ଯାଇଥାଏ ।

୭- ଘରର ନାରୀଙ୍କୁ ଶ୍ରୀଙ୍ଗାରହିନ ରହିବା ଉଚିତ ନୁହେଁ । ଘରର ମହିଳା ଧୂପ ଦୀପ ଦେବାକୁ ଭୁଲିବା ଉଚିତ ନୁହେଁ । ନିଜ ସ୍ବାମୀଙ୍କୁ ଖରାପ ଶବ୍ଦ କହିବା ଉଚିତ ନୁହେଁ । ଏବେ ଆସନ୍ତୁ ଜାଣିବା ସ୍ତ୍ରୀମାନେ କେଉଁ ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ ।ନାରୀମାନେ ମଙ୍ଗଳସୂତ୍ର, ସିନ୍ଦୁର, ପାଉଁଜି, ଝୁଣ୍ଟିଆ ଆଦି କାହାକୁ ଦେବା ଉଚିତ ନୁହେଁ ।

ଏହାସହ ବିବାହିତା ନାରୀ କାଜଲକୁ କାହାକୁ ଦେବା ଉଚିତ ନୁହେଁ । ହାତରେ ପିନ୍ଧିଥିବା ଚୁଡିକୁ ଅନ୍ୟ ନାରୀକୁ ଦେଲେ ଭାଗ୍ୟ କମଜୋର ହୋଇଥାଏ । ମହିଳା ନିଜର ଟିକିଲି କାହାକୁ ଦେବା ଉଚିତ ନୁହେଁ । ବାହାଘର ଯୋଡାକୁ ମଧ୍ୟ ଭୁଲରେ କାହାକୁ ଦେବା ଅନୁଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *