ତୁଳସୀ ଗଛ ର ଏହି 2ଟି ଉପାୟ କରନ୍ତୁ ହେବ ଧନର ବର୍ଷା-Vastu Tips

ବନ୍ଧୁଗଣ ତୁଳସୀ ର ଚମତ୍କାରିତା ବିଷୟରେ ଆମେ ସବୁ ଜାଣିଛୁ । ତୁଳସୀ ର ପୂଜା ଆମେ କରିଥାଉ ଯାହା ଦ୍ଵାରା ସୌଭାଗ୍ୟର ବୃଦ୍ଧି ହୋଇଥାଏ । ଯଦି ତୁଳସୀ ର ଠିକ ବିଧାନ ଅନୁଯାୟୀ ପୂଜା ଅକରିବା ତେବେ ସୁଫଳ ହୋଇଥାଏ । ସକାଳୁ ତୁଳସୀ ଗହରେ ଜଳ ଅର୍ପଣ କରିବା ସହ ଘିଅ ଦୀପ ଜାଳିବା ଉଚିତ । ସନ୍ଧ୍ୟାରେ ଘିଅ ଦୀପ ଜଳାଇବା ଦ୍ଵାରା ଜୀବନରୁ ସଙ୍କଟ ଦୂର ହୋଇଥାଏ । ଦୀପ ଜାଳିବା ସମୟରେ ଦୀପ ତଳେ କିଛି ଚାଉଳ ରଖିବା ଉଚିତ ଏହି କଥାର ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛର କିଛି ଖାସ ଉପାୟ ବିଷୟରେ ।

୧- ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରିବା ସହ ହଳଦିଆ ଟୀକା ମଥାରେ ଲଗାଇବା ଉଚିତ । ଏହା ପରେ ଯେ କୌଣସି ତୁଳସୀ ଗଛରେ ଜଳ ଅର୍ପଣ କରିବାକୁ ହେବ । ଯେତିକି ପରିମାଣ ରେ ତୁଳସୀ ଘରେ ରହିବ ସେତିକି ପଜେଟିଭ ଊର୍ଜା ଘରେ ବୃଦ୍ଧି ପାଇବ । ତୁଳସୀ ଗଛର କିଛି ଚେର ନିଅନ୍ତୁ । ଚେର କୁ ନେଇ ନିଜର ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ପ୍ରଥମେ ଚେର କୁ ସଫା ପାଣିରେ ଧୋଇ ଦିଅନ୍ତୁ ।

ଏହା ପରେ ଏହାକୁ ଗଙ୍ଗା ପାଣିରେ ସଫା କରି ଧୂପ ଦୀପ ଦେଇ ପୂଜା କରିବା ପରେ ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଏହି ଉପାୟ ଟି ଆପଣ ବିଧି ବିଧାନ ଅନୁଯାୟୀ କରିଲେ ଦେଖିବେ ନିଶ୍ଚୟ ଗୃହରେ ଧନର ବୃଦ୍ଧି, ବ୍ୟାପାରରେ ବୃଦ୍ଧି ହେବାରେ ଲାଗିବ । ନେହା ସହ ଭଗବାନ ବିଶୁଣୁ ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହେବ ।

୨- ଆପଣ ଯେଉଁ ତୁଳସୀ ଗଛ ପୂଜା କରୁଥିବେ ସେଠାରେ ନିଶ୍ଚୟ ଛୋଟ ତୁଳସୀ ଗଛ ଉଠିଥିବ । ଗୁରୁବାର ଦିନ ଏହି ଉପାୟଟି କରିବାକୁ ହେବ । ତୁଳସୀ ଗଛ ମୂଳରେ ଯେଉଁ ଛୋଟ ତୁଳସୀ ଗଛ ଉଠିଥିବ ତାକୁ ଓପାଡି ଆଣନ୍ତୁ । ଗଙ୍ଗା ପାଣିରେ ଧୋଇ ପୂଜା କରି ଧନ ରଖିବା ଜାଗାରେ ରଖନ୍ତୁ । ଦେଖିବେ ଯେବେ ବି ସମସ୍ଯା ଥିବ ତାହା ନିଶ୍ଚୟ ଦୂର ହେବ ।

ତୁଳସୀ ଯେତିକି ଶ୍ରେଷ୍ଠ ଅଟେ ସେତିକି ପରିମାଣ ରେ ଶ୍ରେଷ୍ଠ ଅଟେ ସେହି ତୁଳସୀ ଗଛ । ବ୍ୟପାର ରେ କ୍ଷତି ହେଉଥିଲେ, ଚାକିରିରେ ପ୍ରମୋଶନ ହେଉ ନ ଥିଲେ ନିଶ୍ଚୟ ଏହି ଉପାୟ ଟି କରନ୍ତୁ । ତେବେ ଏହି ୨ଟି ଉପାୟ ମଧ୍ୟ ରୁ ଆପଣ ଯେ କୌଣସି ଗୋଟିଏ କରି ଦେଖନ୍ତୁ । ନିଶ୍ଚୟ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ଯାମାନ ଦୂର ହେବ ଓ ଧନର ଆଗମନ ହେବ । ଏହା ସହ ମା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପ୍ରାପ୍ତ ହେବ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *