ଏହି 3 ନାମର ଝିଅମାନେ ହୋଇଥାନ୍ତି ବହୁତ ପବିତ୍ର, କେବେ ବି କାହାକୁ ଦିଅନ୍ତି ନାହିଁ ଧୋକା- Jyotisha Shastra

ଏହି 3 ନାମର ମହିଳା ମନେ ଖୁବ ପବିତ୍ର ଅଟନ୍ତି । ଆଜି ଆମେ ଆପଣଙ୍କୁ ଏହି ଭଳି 3 ନାମର ମହିଳା ମାନଙ୍କ କଥା ଅକହିବା ଅ। ତେବେ ଆସନ୍ତୁ ଜାଣିବା କେଉଁ ଝିଅ ମାନଙ୍କୁ ଆମେ ପବିତ୍ର କହି ଥାଉ । ଆଜି ଆମେ  କହିବା କି ଏହି ମହିଳା ମାନେ କେବେହେଲେ କାହାକୁ ଧୋକା ଦେଇ ନଥାନ୍ତି । ଏମାନ ସବୁ ବେଳେ ନିଜ ସ୍ଵାମୀ ମାନଙ୍କ ସହ ଭଲରେ ର୍ରହିବା ପାଇଁ ଭଲ ପାଇ ଥାନ୍ତି । ଆଜି କାଲିର ଦୁନିଆ ରେ ଭଲ ପାଇବା ର ମାନେ ବଦଳି ଯାଇଛି ।

ଆଗରୁ ଲୋକମାନେ ଚିଠି ଲେଖିକି ନିଜ ସାଥି କୁ ଭଲ ପାଇବାର କଥା କହି ଥାନ୍ତି । ଏବେ ସୋସିଆଲ ମିଡିଆରେ ଲୋକମାନେ ନିଜ ଭଲ ପାଇବା କୁ ଖୋଜୁଛନ୍ତି । ତେଣୁ ଆଜି ଅଧିକ ଲୋକ ମାନେ ଭଲ ପାଇବା ଠାରୁ ଅଧିକ ଭଲ ପାଇବା ଭାଙ୍ଗିବା କଥା ଶୁଣିବା କୁ ମିଳୁଛି । ଆଜି ଆମେ କହିବ ଆକି ଭଲ ପାଇବା ସବୁ ଏନଏନକୁ ମିଳି ନ ଥାଏ ଓ କେହି ଭି କାହାର ବିଶ୍ଵାଶ ଓ ଭରଷା ସହ ଖେଳିବା କଥା ନୁହେଁ । ଆଜି ଆମେ କହିବା କି ଏମିତି 3 ଅକ୍ଷର ଯାହା ଦ୍ଵାରା ଆପଣ ସେମାନଙ୍କ ଉପରେ ଆଖି ବନ୍ଦ କରି ମଧ୍ୟ ଭରସା କରି ପାରିବେ ।

ଆସନ୍ତୁ ଜାଣିବା ଏହି ଅକ୍ଷର କଣ କଣ ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ନାମର ମହତ୍ଵ ଖୁବ ଅଧିକା ଅଛି । ଯଦି  ଆପଣଙ୍କ ପାର୍ଟନରଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇ ଥାଏ ତେବେ ଆପଣ ନିଶ୍ଚିନ୍ତ ହୋଇ ଯାଅନ୍ତୁ । ପ୍ରଥମ ଅକ୍ଷର ହେଉଛି “S” ଯଦି ଆପଣଙ୍କ ପାର୍ଟନର ଙ୍କ ନାମ ଏହି କହର ରୁ ଆରମ୍ଭ ତେବେ ଆପଣ ଏମାନଙ୍କ ଉପରେ ଆଖି ମୁଜିକି ଭରସା କରି ପାରନ୍ତି ଏମାନେ ସ୍ଵଭାବ ରେ ଟିକେ  ରାଗି ହୋଇ ଥାନ୍ତି କିନ୍ତୁ ଏମାନେ ମନରୁ ଖୁବ ଭଲ ଥାନ୍ତି । ଏମାନେ କେବେହେଲେ ଆପଣଙ୍କ ଭରସା ଭାଙ୍ଗିବେ ନି ।

ଏହା ପରେ ନାମ ଆସେ “R” ନାମର ଅକ୍ଷର । ଯଦି ଆପଣ ଏହି ନାମର ପାର୍ଟନର ପାଇ ଛନ୍ତି ତ୍ତେବେ ଆପଣ ଖୁବ ଭାଗ୍ଯବାନ ଏମାନେ କାହାକୁ ଧୋକା ଦେବା କଥା ଚିନ୍ତା କରି ପାରିବେ ନି କାରଣ ହେଉଛି କି ଏମାନେ ସବୁ ବେଳେ ନିଜ ଠାରୁ ଆଗ ଆପଣଙ୍କ କଥା ଚିନ୍ତା କରି ଥାନ୍ତି । ଯଦି ଏମାନେ କାହାକୁ ସତରେ ଭଲ ପାଇ ଥାନ୍ତି ତେବେ ସାରା ଜୀବନ ସେଇ ଲୋକ ସହ ରହି ଥାନ୍ତି । ଏହା ପରେ ନାମ ଆସେ “P” ନାମର ଲୋକମାନେ । ଏମାନେ ଭୁଲ ରେ ମଧ୍ୟ ଆପଣଙ୍କ ଭରସା ଭାଙ୍ଗି ପାରିବେ ନି ।  ଏମାନେ ଶାନ୍ତ ସ୍ଵଭାବ ର ହୋଇ ଥାନ୍ତି ଏମାନେ କାହାକୁ ଭି ନିଜ ମନରେ ରଖୀ ଥାନ୍ତି ତ ସେମାନେ କେବେ ହେଲେ ତାଙ୍କୁ ଧୋକା ଦେବା କଥା ଚିନ୍ତା କରି ନଥାନ୍ତି । ଆଜି ଯେଉଁ ମାନଙ୍କ ନାମ ଆମେ ଆପଣଙ୍କୁ ଆମେ କହିଲୁ ସେମାନେ ବହୁତ ଭଲ ହୋଇ ଥାନ୍ତି ଓ ପବିତ୍ର ଥାଏ ତାଙ୍କ ଚେତନା ।

Leave a Reply

Your email address will not be published. Required fields are marked *