ଏହି ୪ ଟି କାମ କାଲେ ମଣିଷ ଶୀଘ୍ର ବୁଢା ହୋଇଯାଏ ଓ ଏହା ସହିତ ପଢନ୍ତୁ ୨୦ + ଅନୁଚିନ୍ତା

ଆପଣ ଯେ କୌଣସି ମନ୍ଦିରକୁ ଯାଅନ୍ତୁ ଭଗବାନଙ୍କୁ ଦର୍ଶନ କରି ସାରିବା ପରେ ମନ୍ଦିର ମୁଖ୍ୟଶାଳାରେ କିଛି ସମୟ ବସନ୍ତୁ । ଆପଣଙ୍କର ହୃଦୟ- ମନ -କାୟ- ବାକ୍ୟ ସବୁ କିଛି ପବିତ୍ର ହୋଇଥାଏ । ମନକୁ ଶାନ୍ତି ମିଳିଥାଏ । କିଛ ସମୟ ବସିବା ପରେ ତାପରେ ମନ୍ଦିରରୁ ଘରକୁ ଫେରନ୍ତୁ । ଏହା ଦ୍ଵାରା ଆପଣଙ୍କର ମଙ୍ଗଳ ହବ ।

ପ୍ରତିଦିନ ଚାରି ତୋଳା କଳା ରାଶି ଯଦି ଜଣେ ଲୋକ ଖାଏ । ମାତ୍ର ୬ ମାସ ଯାଏ ଖାଇବ । ତା ଶରୀରର ବଳବାନ ହେବ । ହାଡ ମଧ୍ୟ ଶକ୍ତି ଶାଳି ହେବ । ବୁଢା କାଳରେ ଆଉ କମ୍ଜୋର ଦେଖାଯିବ ନାହିଁ । ଏବଂ ଜୀବନ ଥିବା ପର୍ଯ୍ୟନ୍ତ ତାର ଦାନ୍ତ ପଡିବ ନାହିଁ । ଆଷାଢ ମାସରେ ଶୁକ୍ଲ ପକ୍ଷ ନବମୀ ତିଥିରେ ଯଦି ପ୍ରବଳ ବର୍ଷା ହୁଏ । ସେ ବର୍ଷ ନିଶ୍ଚିତ ଦୁର୍ଭିକ୍ଷ ହବ । ଯଦି ସେହି ଦିନ ଯଦି ଅଳ୍ପ ବର୍ଷା ହୁଏ । ସେ ବର୍ଷ ପ୍ରବଳ ଭାବରେ ବନ୍ୟା ହବ ।

ଗୋଟେ ପୁରାଣ ଅଛି ସେହି ପୁରାଣ ନାମ ପୁଷକର ପୁରାଣ ଯେଉଁ ମାନେ କାର୍ତ୍ତିକ ମାସରେ ସନ୍ଧ୍ୟା ସମୟରେ ଶ୍ରୀ ହରି ନାମରେ ରାଶି ତେଲର ଦୀପଟିଏ ଜାଳନ୍ତି, ସେମାନେ ଲକ୍ଷ୍ମୀଙ୍କ କୃପା, ସୌଭାଗ୍ୟ ସମ୍ପତି ପ୍ରାପ୍ତି କରନ୍ତି । ଏହି କଥାଟି ପୁଷକର ପୁରାଣରେ ଲେଖା ଅଛି ।

ଏହି ଚାରୋଟି କାମ କଲେ ମଣିଷ ଶୀଘ୍ର ବୁଢା ହୋଇଯାଇଥାଏ । ଅତ୍ୟଧିକ ଭ୍ରମଣ କରେ । ସେହି ବ୍ୟକ୍ତିଟି ଅତି ଶୀଘ୍ର ବୁଢା ହୋଇଯାଇଥାଏ । ଅତ୍ୟଧିକ ଉପବାସ ଯଦି କରିବେ ବୁଢା ହୋଇଯିବେ । ଅତ୍ୟଧିକ ମୈଥୁନ ବା ସ୍ତ୍ରୀ ସହବାସ ଓ ଅତ୍ୟଧିକ ପରିଶ୍ରମ କରେ ସେହି ମଣିଷ ଶୀଘ୍ର ବୁଢା ହୋଇଯାଏ ।

ପାନ ପାତ୍ର ଅଗ୍ରଭାଗ କେବେ ଖାଇବି ନାହିଁ । ପାନର ମଝି ସିରା କେବେ ବି ଖାଇବେ ନାହିଁ । ତା ଦ୍ଵାରା ବହୁତ କ୍ଷତି ହୋଇଥାଏ ।

ମାଂସ ଯଦି ଆପଣ ଖାଉଛନ୍ତୁ ତା ସହିତ ଦୁଧ, ଗୁଡ, ବିରି ଆଦୌ ଖାଇବା ଉଚିତ ନୁହେଁ । ଯଦି ଏହିଗୁଡିକ ଖାଆନ୍ତି ତେବେ ମଣିଷ କାଲା ହୋଇଥାଏ ।

ବର୍ତମାନ ଯୁଗରେ ମଣିଷ ମାନେ ପୁଅ ଖୋଜିଥାନ୍ତି । ଯେତେ ପୁଅ ଥାଉ ମଧ୍ୟ ଯଦି ଆପଣଙ୍କର ଯଦି ଝିଅଟିଏ ନାହିଁ । ଯଦି ଆପଣ କନ୍ୟା ଦାନ କରିନାହାନ୍ତି । ସେହି ପୂଣ୍ୟ ଫଳ ଆପଣ ପାଇ ପାରିବେ ନାହିଁ । କନ୍ୟା ଦାନ ହିଁ ମହତ୍ଵପୂର୍ଣ । କଣ କରିବେ ନା ଗୋଟେ ବର ଗଛ ଓ ଅସ୍ଵସ୍ଥ ଗଛ ନିଜେ ଲଗେଇକି ଏହି ଦୁଇ ଗଛକୁ ବାହାଘର କରିଦିଅନ୍ତୁ ।

ଆପଣ ଯଦି ଶୋଇଛନ୍ତି ଦକ୍ଷିଣକୁ ଓ ପୂର୍ବକୁ ମୁଣ୍ଡ ଦେଇ ଶୋଇବା ଭଲ । ନିଜ ଘରେ ପୂବକୁ ମୁଣ୍ଡ ଦେଇ ଶୋଇଲେ ବିଦ୍ୟା ଓ ବୁଦ୍ଧି ବଢିଥାଏ । ଏବଂ ଆୟୁଷ ମଧ୍ୟ ବଢିଥାଏ । କିନ୍ତୁ ଆପଣ ଯଦି ଶଶୁର ଘରକୁ ଯାଇଛନ୍ତି ତେବେ ଆପଣ ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଇବେ । ଯଦି ଆପଣ ବିଦେଶ ଯାଇଛନ୍ତି ତେବେ ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଇବେ । ଯଦି ଆପଣ ନିଜ ଘରେ ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଇଛନ୍ତି ତେବେ ଆପଣଙ୍କର ବାରମ୍ବାର ନିଦ ଭାଙ୍ଗିଯିବ ।

ଯଦି ଆପଣ ପାଣି ପିଉଛନ୍ତି ତେବେ ଡାହାଣ ହାତରେ ପାଣି ଗ୍ଳାସକୁ ଧରିକି ପିନ୍ତୁ । ଆପଣ ଯଦି ଭାବୁଛନ୍ତି ଯେ ଅଇଁଠା ହାତରେ ପାଣି କିପରି ପିଇବି । ତେବେ ଆପଣ ଖାଇ ସାରିଲା ପରେ ପାଣି ପିଅନ୍ତୁ ।

ଏହି ତିନୋଟି ଜିନିଷ ଆପଣ କରନ୍ତୁ ନାହିଁ କାରଣ ଆୟୁଷ ଥିବ କିନ୍ତୁ ଆପଣ ଅକରମଣ୍ୟ ହୋଇଯିବେ । ପ୍ରଚଣ୍ଡ ଖରାରେ ଆପଣ ବୁଲିବେ ନାହିଁ । ଶବ ଦାହ ପାଖରେ ରୁହନ୍ତୁ ନାହିଁ । କାରଣ ସେହି ଧୂଆଁ ଆପଣଙ୍କ ନାକ ବାଟରେ ପଶେଇବାକୁ ଦିଅନ୍ତୁ ନାହିଁ । ବୟସ୍କ ନାରୀମାନଙ୍କ ସହ ପ୍ରେମ ସମ୍ପର୍କ ରଖନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *