ଶୁଆ ଆପଣଙ୍କୁ ରାତାରାତି କରି ଦେବ ଧନୀ, କିନ୍ତୁ ଏହି ଲୋକ ଶୁଆ ରଖିଲେ ହେବେ ସର୍ବନାଶ

ମଣିଷ ମାନେ ଅନେକ ପଶୂ ପକ୍ଷୀ ପାଳି ଥାନ୍ତି ତ୍ତେବେ ଏମାନଙ୍କ ମଧ୍ୟରେ ଶୁଆ ଅନ୍ୟତମ କହିବା ପାଇଁ ଯାଉଛୁ କି ଗୋଟେ ଶୁଆ ଆପଣଙ୍କୁ ଧନୀ କରାଇ ପାରିବ । ଯେଉଁ ଭଳି ଆମେ ଘରେ କୁକୁର ବିଲେଇ, ଗାଈ ରଖୁଚୁ ସେହି ଭଳି ଆମେ ଶୁଆ ମଧ୍ୟ ରଖିବା ଆବଶ୍ୟକ ଅଟେ । କାରଣ ଏହା ଆମକୁ ଖୁବ ପଇସା ଅର୍ଜନ କରିବାରେ ସାହାଜ୍ଯ କରି ପାରେ ।

ଶାସ୍ତ୍ର ଅନୁସାରେ ଶୁଆ ହେଉଛି ବୁଦ୍ଧ ଙ୍କର ସ୍ୱରୂପ । ଶୁଆ ଏକ ବୁଢୀ ମାନ ପକ୍ଷୀ ଅଟେ । ଲୋକମାନେ ଘରେ ଥିବା ଶୁଆ ଘର ବାତାବରଣ କୁ ଭଲ କରି ଦେଇ ଥାଏ ଓ ଘରକୁ ଖୁସି ଆଣିଦେଇ ଥାଏ । ଏହି ପକ୍ଷୀର ଆୟୁଷ ୫୦ ବର୍ଷ ହୋଇ ଥାଏ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯିବା କି ଏହାକୁ ରଖିବାର ଫାଇଦା କଣ ହୋଇ ଥାଏ । ଏହା କିଭଳି ଆପଣଙ୍କୁ ଗରିବ ରୁ ରାଜା ସମାନ କରି ଦେବ ଓ କେଉଁ ମାନେ ଏହାକୁ ପୋଷିବା ଉଚ୍ଚିତ ନୁହେଁ ।

ଆପଣଙ୍କୁ କହିବା ପାଇଁ ଚାହିଁ ବୁ କି ଶୁଆ ପ୍ରେମ, ଲାମ୍ବା ଆୟୁଷ ଓ ଶାନ୍ତିର ପ୍ରତୀକ ହୋଇ ଥାଏ । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁ ବୁ କି ଯଦି ଆପଣଙ୍କ ଘରେ କେହି ବେମାର ଥାନ୍ତି କିମ୍ବା ଆପଣଙ୍କୁ ଏଭଳି କିଛି ଲାଗେ କି ଆପଣଙ୍କ ଘରକୁ କିଛି ଦୁଃଖ କଷ୍ଟ ଆସିବାରେ ଲାଗୁଛି ତେବେ ଆପଣ ଘରେ ଶୁଆ ର ମୂର୍ତି, ସୁଆର ଫଟ, ଶୁଆ ରାଖୀ ପରିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ଶୁଆ ପାଞ୍ଚ ଟି ତତ୍ଵ କୁ ନିୟନ୍ତ୍ରଣ କରେ ।

ସୁଆର ରଙ୍ଗ ବେରଙ୍ଗ ପର ଅଗ୍ନି, ଜଳ, ପୃଥିବୀ, ଆକାଶ ଓ ମାଟିର ପ୍ରତୀକ ହୋଇଥାଏ । ଯଦି ଘରେ ଏହା ଭିତରୁ କିଛି ଅଭାବ ହୋଇ ଥାଏ । ତେବେ ଏହାକୁ ଶୁଆ ପୁଅରଣ କରି ଦିଏ । ଶାସ୍ତ୍ର ଅନୁସାରେ ଦେଖିବା ପାଇଁ ଗଲେ ଜଣାଇ ପାରିବ କି ଶୁଆ କୁ ଉତ୍ତର ଦିଗରେ ରଖିଲେ ଆମେ ଧନବାନ ହୋଇ ପାରିବା । ଏହା ସହ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହେଉଥିଲେ ଏକ ଶୁଆ ଯୋଡାର ମୂର୍ତ୍ତି ଆଣି ରଖିବା ଦ୍ଵାରା ଆପଣ ଖୁବ ଭଲ ଫଳ ପାଇ ପାରିବେ ।

ଯଦି କେଉଁ ବ୍ଯକ୍ତିର ଜାତକ ରେ ୨ୟ ସ୍ଥାନରେ ବୁଦ୍ଧ ଗ୍ରହ ଅଛି ତେବେ ସେମାନଙ୍କୁ କିଛି ଭି ପଶୁ କିମ୍ବା ପକ୍ଷୀ ପାଳିବା ଅନୁଚିତ ଅଟେ । ଯେମିତିକି କୁକୁର, ଛେଳି, ଶୁଆ ଏମାନଙ୍କୁ ପାଳିବା ଦ୍ଵାରା ବ୍ୟକ୍ତି ଅଧିକ ଗରିବ ହୋଇ ଯାଏ । ତେଣୁ କରି ଆପଣ ପ୍ରଥମେ ନିଜ ଜାତକ ଦେଖିକି ତା ପରେ ଆପଣ ଶୁଆ ପାଳିବା ଉଚ୍ଚିତ । ଆପଣ ମାନେ ଜଣାଇ ରଖନ୍ତୁ କି କେବେବି ଶୁଆ କୁ ଲୁହା ପିଞ୍ଜରାରେ ପାଳିବା ଉଚ୍ଚିତ ନୁହେଁ ।

ଏହା ପାଇଁ ବ୍ୟକ୍ତି ଙ୍କୁ ପଶୁ କଷ୍ଟର ଦୋଷ ଲାଗିଥାଏ । ଲୁହାକୁ ଆପଣ ସ୍ଟିଲ ଧାତୁରେ ତିଆରି ହୋଇ ଥିବା ପିଞ୍ଜରା ରେ ରଖନ୍ତୁ । ସବବୁ ବେଲେଉଦାସ ହୋଇ ବସୁଥିବା ଶୁଆ ଭଲ ନୁହେଁ ଏହାର ମାନେ ସେ ଆପଣଙ୍କ ଘରେ ଖୁସି ନୁହେଁ ତେଣୁ ଆପଣ ଏହାକୁ ଛାଡି ଦେବା ଉଚ୍ଛିତ । ଶୁଆ ଯଦି ମଧୁର କଥା କୁହେ ତେବେ ଆପଣଙ୍କ ଘରେ ଧନର କମି କେବେବି ହେବ ନି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *