ଏହି ଭାଗ୍ୟ ଚକ୍ରରୁ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ ଧନ ସମ୍ପଦ ସ୍ୱାସ୍ଥ୍ୟ ଚାକିରି | Anka jyotisha

ଆମେ ଆଜି ଆପଣଙ୍କୁ କିଛି ଭଗବାନ ଙ୍କ ନାମ ଦେଖାଇବୁ ଓ କହିବୁ ଆପଣଙ୍କୁ ତାଙ୍କୁ ବାଛିବା ଦ୍ଵାରା ଆପଣଙ୍କ ଆଗାମୀ ଦିନ କିଭଳି ଜୀବ । ଆପଣ ଯଦି ଭଗବାନ ଗଣେଶ ବାଛି ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି ଆପଣ ନିଜ ଇଚ୍ଛା ଅପେକ୍ଷା ଗ୍ରାହକ ଙ୍କ ଇଚ୍ଛା ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଆପଣ କିଛି କାମକୁ ନେଇ ଯଦି ସନ୍ଦେହ ରେ ଅଛନ୍ତି ଏବେ ଏହାକୁ ଦୂର କରନ୍ତୁ । ଆପଣ ନିଜ ପରିବାର ଉପରେ ଧ୍ୟାନ ଦିଅନ୍ତୁ ।

କାର୍ତ୍ତିକ – ଆପଣ ଦେଖି ଚାହିଁ ମିତ୍ରା କରନ୍ତୁ । ବିଦ୍ୟା କୁ ଆପଣ ନିଜର ସବୁ କିଛି ବୋଲି ମାନି ନିଅନ୍ତୁ । ଆପଣ ସବୁ କାମ କୁ ଭାବି ଚିନ୍ତି କରିବେ ଓ ଧାର୍ଯ୍ୟ ରଖିବେ ନହେଲେ ଆପଣ ହିଁ ଫ-ଶୀ ଯିବେ । ଆପଣ ଯାହାଭି କରିବେ ଦେଖି ଚାହିଁ କରିବେ ।

କୃଷ୍ଣ – ଆପଣ ବିଳମ୍ବର ରେ ସବୁ କିଛି ପ୍ରାପ୍ତି କରିବେ । ଆପଣଙ୍କ ବିବାହ ଦକ୍ଷିଣ ଦିଗରେ ହେବ । ଆପଣ ପୁତ୍ର ସନ୍ତାନ ଲାଭ କରିବେ । ଆପଣ ଖୋଜୁଥିବା ବନ୍ଧୁ କିମ୍ବା ମିତ୍ରା ମିଳିଯିବେ । ଆପଣ ତୀର୍ଥ ସ୍ଥାନ ଭ୍ରମଣ କରିବେ ।

ବରୁଣ – ଆପଣଙ୍କ ସମୟ ଖୁବ ଭଲ ଅଛି । ଆପଣ ନିଶ୍ଚିତ ଭାବେ ଆଗାମୀ ଦିନରେ ଆପଣ କିଛି ଭଲ ଜିନିଷ ପାଇବେ । ଯଦି ଆପଣଙ୍କ ଜିବ ଜନ୍ତୁ ଅଛନ୍ତି ସେମାନଙ୍କ ପାଇଁ ଏହା ଖୁବ ବିପଦ ଜନକ ସମୟ ଅଟେ ।

ଶାମ୍ବ – ଆପଣଙ୍କ ଉପରେ ଚାଲୁଥିବା ଅପବାଦ ଏବେ ସାରିବା ପାଇଁ ଯାଉଛି । ଛାତ୍ର ଛାତ୍ରୀ ମାନେ ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ବ୍ୟବଶାୟ କରୁଛନ୍ତି କିଛି ଦିନ ପରେ ସେମାନେ ନିଶ୍ଚିତ ଭାବେ ଭଲ ପରିଣାମ ପାଇବେ ।

ପ୍ରଦ୍ୟୁନ – ଆପଣ ଯଦି କୃଷି କାମ କରୁଛନ୍ତି ତେବେ ଆପଣ ଭଲ ପରିଣାମ ପାଉଥିବେ କିନ୍ତୁ ଅଭି ସମୟ ଆପଣଙ୍କ ପାଇଁ ଭଲ ନାଇ କହିଲେ ଚଳେ । ଆପଣ ବିଦ୍ୟାକୁ ନେଇକି ଚିନ୍ତାରେ ଅଛନ୍ତି କିନ୍ତୁ ଆପଣ ଜାଣି ନିଅନ୍ତୁ କି ଆପଣ ଏବେ ଯେତେ ଚେଷ୍ଟା କରିଲେ ମଧ୍ୟ ଭଲ ପରିଣାମ ପାଇବେ ନି ।

ଅନିରୁଦ୍ଧ – ଆପଣଙ୍କ ସବୁ ସମସ୍ଯା ଦୂର ହେବା ପାଇଁ ସମୟ ଲାଗିବ । ଆପଣ ଖୋଜୁଥିବା ଲୋକ ମାନେ ଏବେ ଖୁବ ଶୀଘ୍ର ଆପଣଙ୍କ ପାଖକୁ ଫେରି ଆସିବେ । ଆପଣ ଜାଣି ଥିବେ କି ବିବାହ ପାଇଁ ଚାହିଁଲେ ମଧ୍ୟ ବିବାହ ପାଇଁ ସମୟ ଏବେ ସଠିକ ନୁହେଁ । ଆପଣ ବିଦ୍ୟା ଉପରେ ଧ୍ୟାନ ଦିଅନ୍ତୁ ଦେଖିବେ ଭବିଷ୍ୟତ ରେ ଆପଣ ଏହା ପାଇଁ ଖ୍ଯାତି ନିଶ୍ଚିତ ପାଇବେ ।

ମହାଦେବ – ଆପଣ ଖୁବ ସୁନ୍ଦର କନ୍ୟା ସନ୍ତାନ ପାଇବେ । ଆପଣ କିଛି କାମ ପାଇଁ ବାହାରକୁ ଯାଇ ପାରନ୍ତି । ଆପଣ କିଛି ଭଲ କିମ୍ବା କିଛି ଖରାପ କାମକୁ ମଧ୍ୟ ଭଲ ଭାବେ କରି ପାରନ୍ତି ।

କାମଦେବ – ଆପଣ ଯାହା ଚାହିଁବେ ତାହା ପାଇବେ କିନ୍ତୁ ଯେତେ ଶୀଘ୍ର ଆପଣ ପାଇବେ ସେତେ ଶୀଘ୍ର ଆପଣ ଏହାକୁ ହରାଇ ଦେବେ । ଆପଣ ଯଦି କିଛି ନୂଆ କାମ କରିବା ପାଇଁ ଚାହାଁନ୍ତି ତେବେ ଆପଣ ନିଶ୍ଚିତ ଭାବେ କିଛି ସମୟ ନେଇ କରନ୍ତୁ । ଏହା ଆପଣଙ୍କ ପରିବାର ଓ ଆପଣଙ୍କ ପାଇଁ ଭଲ ହେବ ।

ଗରୁଡ – ଆପଣ ଜାଣି ଥିବେ କି ଆପଣ ଯଦି ନିଜ ଇଷ୍ଟ ଦେବଙ୍କ ସହ ସବୁ ଦିନ କିଛି ସମୟ ବିତାଉ ଛନ୍ତି ତେବେ ଆପଣ ନିଶ୍ଚିତ ହୋଇ ଯାଅନ୍ତୁ । କାରଣ ସେ ଆପଣଙ୍କ ସବୁ କଷ୍ଟ ହରି ନେବେ ।

ବଳଭଦ୍ର – ଆପଣ ନିଜ ପ୍ରାଧାନ୍ଯ ବିସ୍ତାର କରିବେ । ସାମାନ୍ଯ ସାମାନ୍ଯ କାମ କରି ଆପଣ ସମାଜ ପାଇଁ ଏକ ଉଦାହରଣ ହୋଇ ଯିବେ କିଛି ଦିନ ମଧ୍ୟରେ ।

Leave a Reply

Your email address will not be published. Required fields are marked *