A,K,M ନାମର ଲୋକଙ୍କ ଗୋଟେ ଗୁପ୍ତ ରହସ୍ୟ ଜାଣି ରଖନ୍ତୁ ନଚେତ ପରେ ବହୁତ ପସ୍ତେଇବେ

ସାଙ୍ଗମାନେ ହିନ୍ଦୁ ଧର୍ମରେ ଜ୍ଯୋତିଷ ଶାସ୍ତ୍ରା ଓ ରାଶିକୁ ବହୁତ ମହତ୍ଵ ଦିଆ ଯାଇଛି । ଏମିତି କୁହାଯାଏ କି ବ୍ୟକ୍ତିର ଜନ୍ମ ସମୟ ଅନୁସାରେ ତାର ନେଚର ଆଉ ତାର ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ । ସାଧାରଣତଃ ଆପଣ ଯେଉଁ ଦିନ ଓ ଯେଉଁ ସମୟରେ ଜନ୍ମ ହୁଅନ୍ତି ସେବେ ଠାରୁ ଆପଣଙ୍କ ରାଶି ସହ ଜଡିତ ଗ୍ରହ ନକ୍ଷତ୍ର ଏହା ନିର୍ଧାରିତ କରି ଦିଅନ୍ତି କି

ଆସୁଥିବା ସମୟରେ ଆପଣଙ୍କ ସହିତ କଣ କଣ ହେବ ଓ ଆପଣଙ୍କ ବ୍ୟବହାର କିପରି ହେବ । ଏହି କଥାକୁ ଧ୍ୟାନରେ ରଖି ଆମେ ଆପଣଙ୍କୁ A K M ଅକ୍ଷରର ଲୋକଙ୍କ ବିଷୟରେ କିଛି ଖାସ କଥା କହିବୁ । ତେବେ ଚାଲନ୍ତୁ ଜାଣିବା A K ଓ M ଅକ୍ଷରର ଲୋକଙ୍କର କିଛି ଖାସ କଥା ।

A ନାମର ଲୋକ

ଏହି ଲୋକମାନେ ବହୁତ ରଚନାତ୍ମକ ମାଇଣ୍ଡ ର ଲୋକ ହୋଇଥାନ୍ତି । ଏମାନଙ୍କ ଚିନ୍ତା ଓ କାମ କରିବାର କୌଶଳ ଅନ୍ୟ ମାନଙ୍କ ଠାରୁ ପୁରା ପୁରି ଅଲଗା ହୋଇଥାଏ । ନିଜର ଏହି ସ୍ଵତନ୍ତ୍ର ଗୁଣ ଯୋଗୁ ଏମାନେ କ୍ଯାରିୟର ରେ ମଧ୍ୟ ବହୁତ ନାମ ଅର୍ଜନ କରିଥାନ୍ତି । ଏମାନଙ୍କ କାମକୁ ବହୁତ ପ୍ରଶଂସା ମିଳିଥାଏ । ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ହେଇଥାନ୍ତି । ଏମାନଙ୍କ ଜୀବନରେ ଯେତେବେଳେ କିଛି ପ୍ରୋବ୍ଲେମ ଆସିଥାଏ ସେତେବେଳେ ସେମାନେ ସେଥିରେ ନ ଡରି ବୁଦ୍ଧିମତାର ସହ ତାକୁ ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି ।

K ନାମର ଲୋକ

ଏମାନେ ସାମ୍ନା ଲୋକର ଭାବନକୁ ବହୁତ ଭଲ ଭାବରେ ବୁଝି ପାରନ୍ତି । ଏହି ନାମର ଲୋକମାନେ ମଜାଳିଆ ନେଚର ର ଲୋକ ମଧ୍ୟ ହୋଇଥାନ୍ତି । ଏମାନଙ୍କୁ ଅନ୍ୟମାନଙ୍କ ସହ ହସ ମଜା କରିବା ବହୁତ ପସନ୍ଦ ଅଟେ । ଏମାନେ ସାମ୍ନା ଲୋକର ଦୁଃଖ ସାହି ପାରନ୍ତି ନାହିଁ । ତେଣୁ ଏମାନେ ସବୁବେଳେ ଚାହାଁନ୍ତି କି ସାମ୍ନା ଲୋକର ମୁହଁରେ କିପରି ହସ ଆସିବ । ଏହି ନାମର ଲୋକ ବହୁତ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି । ଏମାନଙ୍କ ପାର୍ଟନର ଏମାନଙ୍କ ସହ କେବେ ମଧ୍ୟ ବୋର ହୁଅନ୍ତି ନାହିଁ ।

M ନାମର ଲୋକ

ଏମାନେ ଅଧିକାଂଶ ସମୟ ଶାନ୍ତ ରହିବା ପାଇଁ ପସନ୍ଦ କରନ୍ତି । ଏହା ସହିତ ଏମାନଙ୍କୁ ରାଗ ମଧ୍ୟ ବହୁତ କମ ଆସିଥାଏ । ଏମାନେ ଯେତେ ଦୂର ସମ୍ଭବ ପ୍ରୋବ୍ଲେମ କୁ କଥାରେ ସମାଧାନ କରିବା ପାଇଁ ପସନ୍ଦ କରିଥାନ୍ତି । ଏମାନଙ୍କ ସ୍ମରଣ ଶକ୍ତି ଅଧିକ ହୋଇଥାଏ । ଯଦି ଠାରେ କାହାକୁ ଦେଖି ନେବେ ତେବେ ତାକୁ ଏମାନେ ଲାମ୍ବା ସମୟ ପର୍ଯ୍ୟନ୍ତ ଭୁଲନ୍ତି ନାହିଁ । ଏମାନଙ୍କୁ ମେମୋରୀ ପାୱାର ୱ୍ମାନନ୍କୁ ନିଜ କ୍ଯାରିୟର ରେ ମଧ୍ୟ ବହୁତ ସାହାର୍ଯ୍ୟ କରିଥାଏ ।

 

ଏହି ନାମର ଲୋକ ବହୁତ ସଚ୍ଚୋଟ ମଧ୍ୟ ହୋଇଥାନ୍ତି । ଏମାନେ କାହାକୁ ଧୋକା ଦେବା ବା ମିଛ କହିବା ପାଇଁ ଆଦୌ ପସନ୍ଦ କରନ୍ତି ନାହିଁ । ଏମାନଙ୍କ ସଚ୍ଚୋଟ ପଣିଆ କାରଣରୁ ଏମାନଙ୍କର ସମ୍ମାନ ସମାଜରେ ଅଧିକ ବଢିଥାଏ । ଏମାନେ ଯଦି କାହାକୁ ଭଲ ପାଆନ୍ତି ତେବେ ତାକୁ କେବେ ବି ଧୋକା ଦିଅନ୍ତି ନାହିଁ । ଏମାନେ କେବେ ହାର ମାଣନ୍ତି ନାହିଁ ଓ ଲଗାତାର ନିଜ ଲକ୍ଷକୁ ପାଇବା ପାଇଁ ବହୁତ ପରିଶ୍ରମ କରିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *