ଆଶ୍ଵିନ ମାସ ଆରମ୍ଭ ହେଲା, ଟଙ୍କାର ଗଦିରେ ବସିବେ ଏହି 5ଟି ରାଶି…. ଦୁନିଆର କୋଟିପତି ରାଶି

ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ କୁହାଯାଏ । ସେ ହେଉଛନ୍ତି ଦରିଦ୍ର ଭଞ୍ଜନି ତାଙ୍କ ଦୟା ହେବା ଯେତିକି ସହଜ ସେତିକି କଷ୍ଟ ମଧ୍ୟ । ସେ ଜଣେ ଏହି ଭଳି ଦେବୀ ଯିଏ କି ସାରା ଜଗତର ଭାରକୁ ନିଜ ସହ ନେଇକି ଯାଉଛନ୍ତି । ଯଦି ଆମେ ଦେଖିବା ପାଇଁ ଯିବା ତ ମା ଲକ୍ଷ୍ମୀ ହେଉଛନ୍ତି ଧନ ଓ ବିଦ୍ୟାର ଦେବୀ । ଯାହା ଉପରେ ଯାନକର କରୁଣା ରହିବା ସେ ନିଶ୍ଚିତ ଭାବେ ସମାଜରେ ନିଜ ନା କରିବ । ଆଜି ଆମେ କହିବା ପାଇଁ ଯାଉଛେ ଏହି ଭଳି ପାଞ୍ଚଟି ରାଶି ବିଷୟରେ ଯେଉଁ ମାନେ ମା ଲକ୍ଷ୍ମୀ ଙ୍କ କୃପା ପାଇବା ପାଇଁ ଯାଉଛନ୍ତି ।

ଏବେ ଆଶ୍ଵିନ ମାସରେ ଯେଉଁ ମାନେ ମା ଲକ୍ଷ୍ମୀ ଙ୍କୁ ପୂଜା କରିବେ ନିଜ ମନ ବାଞ୍ଛିତ ଫଳ ପାଇବେ । କିନ୍ତୁ ଏହି ମାସର ଭାଗ୍ୟଶାଳି ରାଶି ମାନେ ଆଗରୁ ସିଦ୍ଧାନ୍ତ ହୋଇ ସାରିଛନ୍ତି । ସେହି ରାଶି ମାନେ ହେଲେ କନ୍ୟା, ତୁଳା, ସିଂହ, ମେଷ, କର୍କଟ, କୁମ୍ଭ ରାଶି । ଯଦି ଆମେ ଦେଖିବା ପାଇଁ ଯିବା ତ ଏହି ରାଶି ମାନେ ଏବେ ଭଲ ସମୟ ରେ ପହଞ୍ଚି ଯାଇ ଛନ୍ତି । ଏମାନେ ଏବେ ନିଶ୍ଚିତ ଭାବେ କିଛି ଆର୍ଥିକ ଲାଭ ପାଇବେ । ଏହି ରାଶି ମାନେ ଏବେ କିଛି ଧନ କମେଇବା ର ନୂଆ ଉପାୟ ମାନ ଖୋଜି ନେବେ । ଏମାନେ ଏବେ କିଛି ଦିନ ପାଇଁ ନିଜ ପରିବାର ସହ ଏକ ଭଲ ସମୟ ବିତାଇବେ ।

ଯେଉଁ ମାନେ କିଛି କାମରେ ଅଛନ୍ତି ସେମାନେ ଏବେ ନିଶ୍ଚିତ ଭାବେ ନୂଆ କାମ ର ଅବସର ପାଇବେ ଯେଉଁ ମାନେ କିଛି ବାଣିଜ୍ୟ ଆରମ୍ଭ କରିବା ପାଇଁ ଚାହୁଁ ଥିଲେ ସେମାନଙ୍କ ପାଇଁ ଏହା ଉପଯୁକ୍ତ ସମୟ । ଆପଣଙ୍କ ବିବାହ ଆପଣଙ୍କ ମନ ପସନ୍ଦର ଲୋକ ସହ ହେବା ପାଇଁ ଯାଉଛି । ଏହି ସମୟ ରେ ଆପଣ ନିଜ ପୈତୃକ ସମ୍ପତି ରେ ଆପଣ ଫାଇଦା ପାଇବେ । ଆପଣ ଯଦି କେଉଁ ବନ୍ଧୁ ଙ୍କୁ ଅତିତ ରେ ସାହାଜ୍ଯ କରି ଥିବେ ତେବେ ସେଇ ବନ୍ଧୁ ଆପଣଙ୍କୁ ଏବେ ସାହାଜୟ କରିବେ । ଆପଣ ଯାହା ଦାନ ଧର୍ମ କରି ଥିବେ ସେଇ ପାଇଁ ଆପଣ ଆଗାମୀ ଦିନରେ ସବୁ କିଛି ପାଇବା ପାଇଁ ଯାଉଛନ୍ତି । ଯେଉଁ ମାନେ ଧାର ଉଧାର କରି ଛନ୍ତି ସେମାନେ ଏବେ ଏହା ସୁଝି ନେବେ ।

କେଉଁ ଲୋନ ପାଇ ଆବେଦନ କରି ଥିବେ ଯଦି ଆପଣ ନିଶ୍ଚିତ ଭାବେ ଆପଣ ଏହାକୁ ପାଇବେ । କିଛି ଭଲ ମୂହୁର୍ତ୍ତ ନିଜ ପରିବାର କିମ୍ବା ବନ୍ଧୁ ଜଣଙ୍କ ସହ ବିତାଇବା ପରେ ଆପଣ ଖୁଶି ଖବର ପାଇବା କୁ ଯାଉଛନ୍ତି । ଆଗକୁ କିଛି ମାଙ୍ଗଳିକ କାମ ହେବା ପାଇଆନ ଯାଉଛି ଯେଉଁ କାମରେ ଆପଣ ମୁଖ୍ୟ ହେବେ । ଆପଣ ଆଜି ନ ହେଲେ ଭି କାଲୀ ନିଜକୁ ସମାଜରେ ଏକ ପାରିଛିତ ବ୍ୟକ୍ତି କରରାଇ ପାରିବେ । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆପଣ ନିଜ ରାଗ ଓ ନିଜ ଜିହ୍ଵା କୁ ନିଜ ନିୟନ୍ତ୍ରଣ ରେ ରଖନ୍ତୁ ଦେଖିବେ ଆପଣ ନିଶ୍ଚିତ ଭାବେ ଜଣେ ସଫଳ ବ୍ୟକ୍ତି ହୋଇ ପାରିବେ ।

Leave a Reply

Your email address will not be published. Required fields are marked *