ଆମେ ଜାଣିଛ କି ଭଗବାନ ସବୁ ସମୟରେ ସବୁ ବେଳେ ଆମ ପାଖରେ ଥାନ୍ତି କିନ୍ତୁ ଏହି ସମୟରେ ଯଦି ଆମେ କହିବ ଆକି ଭଗବାନ ଙ୍କ ଜନ୍ମ ହୋଇ ସାରିଲାଣି ତାହା ଭୁଲ ହେବନି । ଆଜ୍ଞା ହଁ ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଳି କିଛି ଘଟଣା ଯାହାକୁ ଆପଣ ଶୁଣିବା ପରେ ଭଗବାନ କୃଷ୍ଣ ଙ୍କ ଉପରେ ଆପଣଙ୍କ ଭରଷା ଖୁବ ଅଧିକ ହୋଇଯିବ । ତେବେ ଆପଣ ଯଦି ଦେଖିବେ କି ଭଗବାନ ପିଲା ବେଳୁ ନିଜ କାରନାମା ଦେଖାଇ ଥିଲେ ସେହି ଭଳି ଏକ ପିଲା ଏବେ ଜନ୍ମ ନେଇ ସାରିଛି ।
ମଥୁରା ରେ ଏକ ଗାଁ ରେ ଦିନେ ଗୋଟେ ପିଲା କୁ କେହି ଛାଡି ଦେଇ ଚାଲି ଯାଇଥିଲେ ଆଜି ଯାଏ ଜଣା ନାଇ ତାକୁ କିଏ ଛାଡି ଦେଇ ଚାଲି ଯାଇଥିଲେ । ତାକୁ ଏକ ବ୍ୟକ୍ତି ଦେଖବା ପରେ ସେ ତା ଆଡକୁ ଖୁବ ଆକର୍ଷିତ ହୋଇ ଥିଲା ସେହି ବ୍ୟକ୍ତି ତାକୁ ନେଇ ଏକ ଅନାଥ ଆଶ୍ରମ ରେ ଛାଡି ଦେଇଥିଲା ।
ତା ପରେ ଜଣେ ସ୍ଵାମୀ ସ୍ତ୍ରୀ ସେହି ଜାଗାକୁ ଯାଇ ନିଜ ସାନ୍ତାନ ନଥିବାରୁ ଏକ ପିଲାକୁ ଉଠାଇ ଆଣିଥିଲେ । ସେହି ପିଲା କୁ ହି ସେ ଆଣିଥିଲେ । ସେହି ପିଲା ଟି ଗାଁ କୁ ଆସିବା ପରେ ସବୁ ପ୍ରକାର କଷ୍ଟ ସେହି ଗାଁ ର ଦୂର ହେବାରେ ଲାଗିଥିଲା । ସେହି ପିଲା କୁ ଯେ କେହି ଦେଖୁ ଥିଲା ସେ ତା ଆଡକୁ ଟାଣି ହୋଇ ଯାଉଥିଲା ।
ଦିନେ ସେ ଖାତାରେ ସୋଇଥିବା ବେଳେ ତା ମା ରୋଷେଇ ଘରେ କିଛି ଖାଦ୍ଯ ପ୍ରସ୍ତୁତି କରୁଥିଲା ଓ ସେହି ଦିନ ଖାଦ୍ଯ ବନେଇବା ପରେ ସେ ଯେତେବେଳେ ଏକ ଘଟଣା ଶୁଣିଲା ସେ ଆଶ୍ଚର୍ଯ୍ୟ ହୋଇ ଗଲା । ସେ ଶୁଣିଲା କି ତା ପୁଅ ଖଟରେ ସୋଇଥିବା ବେଳେ ଜଙ୍ଗଲରୁ କିଛି ପଶୁ ମାନେ ଆସି ତା ପାଖରେ ବସିଥିଲେ ।
କିଛି ନାଗ ସାପ ମଧ୍ୟା ତା ପାଖରେ ଖେଳୁ ଥିଲେ ଏହା ଦେଖି ସାରା ଗାଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା କି ଶେଇ ପିଲା ନଡରି ସେମାନଙ୍କ ସହ ଖେଳିଲା ଓ କିଛି ସମୟ ପରେ ସେହି ଜାଗରୁ ସେମାନେ ଚାଲି ଗଲେ । ଆଉ ଏକ ଘଟଣା ଯାହା ପାଇ ଗାଁ ରେ ଥିବା ସବୁ ଲୋକ ମାନେ ତାକୁ ଭଗବାନ କୃଷ୍ଣ ଙ୍କ ଅବତାର ବୋଲି କହୁଛନ୍ତି । ସେ ଜନ୍ମାଷ୍ଟମୀ ରେ ମାତ୍ର ଆଠ ମାସର ହୋଇ ଥିଲା ଓ ସେହି ଦିନ ସେ ରୋଷେଇ ଘରେ ପଶି ମାଠିଆ ରୁ ଲହୁଣୀ ଖାଊ ଥିଲା ଏହା ଦେଖିବା ପରେ ତା ମା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ଓ ତା ବାପା କୁ ଡାକି କହି ଥିଲା ସତରେ ବୋଧେ ହୁଏ ଏହା ଭଗବାନ କୃଷ୍ଣ ଅଟନ୍ତି ।
ଏହା ଶୁଣିବା ପରେ ତା ବାପା କହିଲେ ହେ ଭଗବାନ ଯଦି ଆପଣ ସତରେ ଆସିଛନ୍ତି ତ କିଛି ସଂକେତ ଦିଅନ୍ତୁ ତେବେ ଆଜି ଜାଏ ତାକୁ ସଂକେତ ମିଳିନୀ କିନ୍ତୁ ଆଜି ସେହି ପିଲା ଷୋଳ ବର୍ଷର ହୋଇ ଗଲାଣି ଓ ସେ ନିଜ ପରିବାର ସହ ଗାଁ ଲୋକଙ୍କ ଦୁଖର ମଧ୍ୟ ସାଥି ହୋଇ ଯାଇଛି ଯେଉଁ ଲୋକ ଯେଉଁ ଭଳି ସମସ୍ଯା ନେଇକି ତା ପାଖକୁ ଗଲେ ସେ ସମାଧାନ କରୁଛି । କେବଳ ସେତିକି ନୁହେଁ ଜନ୍ମା ଅଷ୍ଟମୀ ରେ ସେ ବହୁତ କରନାମା ମଧ୍ୟ କରୁଛି ।
ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।