କଣ ସାତ୍ରେ ସାତ ଜନ୍ମର ସାଥି ଅଟନ୍ତି ସ୍ଵାମୀ-ସ୍ତ୍ରୀ ? ଜାଣନ୍ତୁ ଏହା ପଛର ଏହି ବଡ ରହସ୍ୟ- Garuda Purana

ଆମେ ଜାଣିଛେ କି ପୁନର ଜନ୍ମ ବିଷୟରେ କହିଲେ ସବୁ ଲୋକ ଏହା ଉପରେ ବିଶ୍ବାଶ କରନ୍ତି । ଆପଣ ଜାଣି ଥିବେ କି ଏହି ପୁନର ଜନ୍ମ ଆମକୁ ଏହି ଜନ୍ମ ରେ ମଧ୍ୟ କିଛି ଫଳ ଓ ସମ୍ପର୍କ ଦେଇ ଥାଏ । ଆମ ସହ ସମ୍ପର୍କ ରେ ଥିବା ଲୋକ ମାନ ନିଶ୍ଚିତ ଭାବେ ଆଗରୁ ଆମ ସହ କିଛି ସମ୍ପର୍କ ରେ ରହି ସାରିଥିବେ । ତେବେ ଆଜି ଆମେ କହିବା ପାଇ ଯାଉଛୁ କି ଯେଉଁ ସମ୍ପର୍କ ଥରେ ବାନ୍ଧି ହୋଇ ଗଲେ ମଣିଷ ର ସବୁ କିଛି ବଦଳି ଯାଇଥାଏ । ନୂଆ ଜୀବନ ଆରମ୍ଭ ହୋଇ ଥାଏ । କେବଳ ସେତିକି ନୁହେଁ ମଣିଷ ନିଜ ଦାଇତ୍ଵ କୁ ମଧ୍ୟ ବୁଝି ଥାଏ ତାକୁ କୁହା ଯାଏ ସ୍ଵାମୀ ସ୍ତ୍ରୀ ର ସମ୍ପର୍କ ।

ତେବେ କିଛି ଲୋକ କୁହନ୍ତି କି ଏହି ସମ୍ପର୍କ ଆଗରୁ ତିଆରି ହୋଇକି ଆସିଛି । ତେବେ ଏହାର କଣ ପୁନର ଜନ୍ମ ସହ କିଛି ସମ୍ପର୍କ ଅଛି କି ନାଇ ଆସନ୍ତୁ ଜାଣିବା । ଯଦି ଆମେ ଏହାକୁ ଦେଖିବା ପାଇଁ ଯିବା ତ ସବୁ ଠାରୁ ବଡ ଉଦାହରଣ ହେଉ ଛନ୍ତି ଭଗବାନ ଶିବ ଓ ମା ପାର୍ବତୀ ଙ୍କ ବିବାହ । ଭଗବାନ ଶିବ ଜି ତାଙ୍କ ସ୍ତ୍ରୀ ଙ୍କୁ ଏଭଳି ଭାବେ ପ୍ରେମ କରୁଥିଲେ କି ସେ ତାଙ୍କ ବିନା ଏକ କ୍ଷଣ ମଧ୍ୟ ରହି ପାରୁ ନଥିଲେ ।

ସେହି ଭଳି ମା ସତୀ ମଧ୍ୟ ତାଙ୍କୁ ଖୁବ ପ୍ରେମ କରୁଥିଲେ ଶେଥି ପାଇ ନିଜ ପିତା ଙ୍କ ଘରେ ତାଙ୍କର ଅପମାନ ସାହି ପାରି ନଥିଲେ । ଓ ନିଜକୁ ସେଶ କରି ଦେଇ ଥିଲେ । ମା ପାର୍ବତୀ ଙ୍କ ରୂପେ ଜନ୍ମ ନେଇ ସେ ପୁଣି ଥରେ ଭଗବାନ ଶିବଙ୍କୁ ବିବାହ କରିଥିଲେ । ଏହାକୁ କୁହାଯାଏ ପ୍ରେମ । ଆମ ସମାଜରେ 8 ପ୍ରକାର ବିବାହ ଅଛି କିନ୍ତୁ ଦେଖିବା ପାଇ ଗଲେ ଏହା ମଧ୍ୟ ରୁ ବ୍ରହ୍ମ ବିବାହ ସବୁ ଠାରୁ ଭଲ ଏଥିରେ ପ୍ରେମ, ବିଶ୍ବାଶ, ସମର୍ପଣ, ଆପଣାପଣ, ସମ୍ମାନ, ସମ୍ପର୍କ ର ମର୍ଯ୍ୟାଦା କୁ ପ୍ରାଧାନ୍ଯ ଦିଆ ଯାଏ ।

ବିବାହ ରେ କୁହା ଯାଏ କି ଶା-ରୀ-ରି-କ ସ-ମ୍ପ-ର୍କ ଠାରୁ ଆତ୍ମିକ ସ-ମ୍ପ-ର୍କ ଖୁବ ଭଲ ହୋଇ ଥିବା ଦରକାର । ପରିବାର ସହ ମତରେ ହୋଇ ଥିବା ବିବାହ ଦ୍ଵାରା ଦେଇଥିବା ବଚନ ରେ ଦୁଇ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ନିଜର ଅଧିକାର ବିଷୟରେ କହି ଥାନ୍ତି । ଯଦି ଦେଖିବା ପାଇଁ ଯିବା ତ ଏହି ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ପ୍ରେମ ସେମାନଙ୍କୁ ପୁନଃ ଆର ଜନ୍ମ ରେ ଏକାଠି କରେଇ ଦେଇ ଥାଏ । କୁହା ଯାଏ କି ଆମେ ଜେଭଳି ଭାବୁ ସେହି ଭଳି ପାଇ ଥାଉ ।

ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ ପୂର୍ବ ଜନ୍ମର ସାଥି ତାହେଲେ ଆପଣ ଦୁଇ ଜଣଙ୍କ ମନରେ ପରସ୍ପର ପ୍ରତି ଏକ ଅଲଗା ପ୍ରକାର ପ୍ରେମ ଓ ଅଲଗା ପ୍ରକାର ସମ୍ମାନ ଆସିଥାଏ । ଆପଣ ଦେଖି ଥିବେ କି ଥରେ ଥରେ ଏକ ପୁରୁଷ ଓ ନାରୀକୁ ଦେଖିବା ପରେ ଆମର ଆକର୍ଷଣ ବଢି ଯାଇ ଥାଏ । ଏହା ଆମର ପୁର୍ବ୍ବ ଜନ୍ମର ସମ୍ପର୍କ ହୋଇ ପରେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *