ବାଡ଼ି ରେ ବେଲ ଗଛ ଅଛି କି ସାବଧାନ! ହେଇପାରେ ଅକାଳ ମୃତ୍ୟୁ

ପ୍ରକୃତି ଆମକୁ ଅନେକ କିଛି ଦେଇଛି । ଯାହାକୁ ଆମେ ଯଦି ଭଲ ଭାବେ କାମରେ ଲଗାଇବା ତେବେ ଆମେ ଖୁବ ଲାଭବାନ ହୋଇ ପାରିବା । ଆମେ ଜାଣିଛେ କି କିଛି ଉଦ୍ଭିଦ ଅଛନ୍ତି ଯେଉଁ ମାନଙ୍କୁ ଆମେ ଘରେ ରଖିବା ଦ୍ଵାରା ଖୁବ ଭଲ ହୋଇ ଥାଏ । କିଛି ଉଦ୍ଭିଦ କୁ ରଖିବା ଦ୍ଵାରା ଆପଣଙ୍କ ଘରେ ଖରାପ ହୋଇ ପାରେ । ତେବେ ଆଜି ଆମେ କହିବା ପାଇଁ ଯିବା କି କ୍କେଉନ ଗଛକୁ ରଖିବା ଦ୍ଵାରା ଆପଣଙ୍କ ପରିବାର ରେ ଖରାପ ହୋଇ ଥାଏ ।

ଯଦି ରଖୁଛନ୍ତି ତ କେଉଁ ଭଲ୍ଲି ଭାବେ ରଖିବେ ତାହା ମଧ୍ୟ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ । ଆପଣ ଜାଣିଥିବେ କି ବେଳ ଗଛ ଏକ ଉପକାରୀ ଗଛ ଏହାକୁ ଖାଇବା ଦ୍ଵାରା ପେଟ ଭଲ ରହି ଥାଏ ।

ଆପଣ ଯଦି ସବବୁ ଦିନ ଉଠିକି ବେଲ ପତ୍ରର କିଛି ଖାଇବେ ତେବେ ଆପଣଙ୍କ ପେଟ ରେ ପଚନ ଶକ୍ତି ଖୁବ ବଢି ଜୀବ ଯାହା ଦ୍ଵାରା ଆପଣ ଅନେକ ରୋଗ ରୁ ମୁକ୍ତି ପାଇ ପାରିବେ । ଏହା କେବଳ ନୁହେଁ ବେଳ କୁ ମଧ୍ୟ ପଣା କରିକି ପିବା ଦ୍ଵାରା ଖୁବ ଭଲ ହୋଇଥାଏ । ଏହା ଛଡା ଆପଣ ଜାଣିଥିବେ କି ଏହା ଭଗବାନ ଶିବ ଙ୍କ ପ୍ରିୟ ଅଟେ । କୁହାଯାଏ କି ଭଗବାନ ଙ୍କ ଶିବଙ୍କ ଉପରେ ଯେଉଁ ଯାଏ ବେଲ ପତ୍ର ଅର୍ପଣ କରା ଯାଇନି ସେଯାଏ ଏହା ସମ୍ପୂର୍ଣ ପୂଜା ହୋଇନି ।

ଆପଣ ଯଦି ସୋମବାର ଦିନ ପୂଜା କରୁଛନ୍ତି ତେବେ ଆପଣ ଏହି ପୂଜା କରିବା ସମୟରେ ବେଲ ପତ୍ର କୁ ଚଢାନ୍ତୁ । ଦେଖିବେ ଆପଣଙ୍କ ସବୁ ମନସ୍କାମନା ପୁରଣ ହୋଇଯିବ । ଆପଣ ଏହାକୁ ପୂଜା କରିବା କଥା ମଧ୍ୟ ଜାଣିଥିବେ । ଏହି ଗଛକୁ ପୂଜା କରିବା ବେଳେ ଆପଣ ଧ୍ୟାନ ରଖନ୍ତୁ କି ଆପଣ ଙ୍କ ଘର ଆଗରେ ଏହା ନଥିବ ।

ଆପଣ ଜାଣିଥିବେ କି ଏହା ଏକ କଣ୍ଟା ଜାତୀୟ ଗଛ ଏହି ଭଳି ଗଛକୁ ଘର ସାମନା ରେ ରଖିବା ଖରାପ ହୋଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଏହା ଘରୁ ବାହାରିବା ବେଳେ ମୁଣ୍ଡରେ ମଧ୍ୟ ପଡି ପାରେ ଯାହା ଦ୍ଵାରା କିଛି ଅଘଟଣ ଘଟି ପାରେ । ତେଣୁ ଏହି ଗଛକୁ ଆମେ ବାହାରେ ଉତ୍ତର ଦିଗରେ ରଖିବା ଆବଶ୍ୟକ ଅଟେ । ଏହାକୁ ଆପଣ କିନ୍ତୁ ଘର ର ସାମନାରେ ରଖବା ଅନୁଚିତ ଅଟେ ।

ଏହି ଗଛ ରେ କିଛି ଅଦୃଶ୍ୟ ଶକ୍ତି ମାନେ ମଧ୍ୟ ବାସ କରନ୍ତି ଯାହା ଦ୍ଵାରା ଆମେ ଖୁବ ଖରାପ ପ୍ରଭାବ ରେ ପଡିଥାଏ । ତେଣୁ ଆପଣ ଏହି ଗଛକୁ ନିଜ ଘର ଠାରୁ ଦୂରେଇ ରଖୀବେ । ନହେଲେ ଅନେକ ଖରାପ ପରିଣାମ ମିଳିବ ଆପଣଙ୍କୁ । ଆପଣଙ୍କ ଘରେ ଅସାନ୍ତି ମଧ୍ୟ ଦେଖା ଜୀବ । ଆପଣ ଶାନ୍ତିରେ ବଞ୍ଚିବା ପାଇଁ ଚେଷ୍ଟା କଲେ ମଧ୍ୟ ଖୁବ ଖରାପ ପରିଣାମ ମିଳି ଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *