ଏହି ରାଶିର ବ୍ୟକ୍ତି ” ସେକ୍ସ ” କରିବା ପାଇଁ ରୁହନ୍ତି ଅଧିକ ଉତେଜିତ, ଆପଣଙ୍କ ରଶଶୀ ନୁହେଁ ତ !

ମଣିଷ ପ୍ରକୃତିରୁ ହିଁ ଦ୍ରୁଷ୍ଟି ହୋଇଛି । ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ କିଛି ଲୋକମାନେ ଏହାକୁ ଭୁଲି ଯାଇ ଥାନ୍ତି । ଆମ ସମାଜକୁ ଶୃଙ୍ଖଳିତ ରଖିବା ପାଇଁ ଆମେ ଏକ ନିୟମ କରିଛେ ଓ ଏହା ପାଇଁ ଆମେ ବିବାହ ଭଳି କିଛି ନିୟମ ମଧ୍ୟ କରିଛେ । ଏହା ଅନୁସାରେ ସ୍ଵାମୀ ସ୍ତ୍ରୀ ଉଭୟ କିଛି କିଛି ନିୟମ ମାନି ଚାଲିବା କଥା । ଯେଉଁ ଭଳି କି ଦେଖିବା ପାଇଁ ଯିବାତ ଜାଣି ପାରିବା କି ଆମେ ଏହାକୁ ମାନୁ ମଧ୍ୟ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଥିବା ସ-ମ୍ପ-ର୍କ ସବୁ ବେଳେ ଦୁଇ ପ୍ରକାର ଥାଏ । ଏକଟି ହେଉଛି ମନର ମିଳନ ଓ ଦ୍ଵିତୀୟତି ହେଉଛି ଶା-ରୀ-ରି-କ ମି-ଲ-ନ ।

ଏହା କିଛି ଜଣ ନକରିବା ଦ୍ଵାରା ସେମାନଙ୍କ ସ-ମ୍ପ-ର୍କ ଖରାପ ହେବାରେ ଲାଗି ଥାଏ । ଏହି ଭଳି ଅନେକ ଘଟଣା ଅନେକ ଲୋକଙ୍କ ଘରେ ହୋଇଛି ଯାହା ଦ୍ଵାରା ଆମେ ଅନେକ ଜାଗାରେ ସ-ମ୍ପ-ର୍କ ଭାଙ୍ଗିବାର ଦେଖିଛେ । କିଛି ଜଣ କୁହନ୍ତି କି ଆମେ ଯାହାଭି କରିବା କିନ୍ତୁ ଏହା ବିଷୟରେ ଆମେ କଥା ହେବାନି ଯାହା ଏକ ଭୁଲ ଧାରଣା । କିନ୍ତୁ କଣ ଆପଣ ଜାଣି ଛନ୍ତି କି ଶାସ୍ତ୍ର ରେ ଅମଧ୍ୟ ଏହା ବିଶୟରେ ଲେଖା ହୋଇଛି । ଆପଣ ଯଦି ଜାଣି ନାହାଁନ୍ତି ତେବେ ଜାଣି ନିଅନ୍ତୁ କି କିଛି ଏହି ଭଳି ରାଶି ମାନେ ଛନ୍ତି ଯେଉଁ ମାନେ ଶାରୀରିକ ସ-ମ୍ପ-ର୍କ ରଖିବା ପାଇଁ ଖୁବ ପସନ୍ଦ କରନ୍ତି ।

ଏମାନଙ୍କ ମଧ୍ୟରେ ପ୍ରଥମ ରାଶି ହେଉଛି ମିଥୁନ ରାଶି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ଲୋକମାନେ ଶାରୀରିକ ସ-ମ୍ପ-ର୍କ ରଖିବା ପାଇଁ ଅଧିକ ଉତ୍ତେଜିତ ରୁହନ୍ତି । ସେମାନଙ୍କ ଜୀବନରେ ଗ୍ରହ ମାନେ କିଛି ଏହି ଭଳି ଥାନ୍ତି ଯାହା ପାଇଁ ସେମାନେ ଏହି ଭଳି ଚିନ୍ତା କରିବା ପାଇଁ ବାଧ୍ୟ ହୋଇ ଯାଇ ଥାନ୍ତି । ଆପଣ ନିଜ ଆଖ ପାଖରେ ଏହି ଭଳି ଲୋକମାନେ ଥିଲେ ଏହି ବିଷୟରେ ଭଲ ଭାବେ ଜାଣି ପାରିବେ । ଦ୍ଵିତୀୟ ରାଶି ଶାସ୍ତ୍ର ଅନୁସାରେ ସିଂହ ରାଶି । ଏହି ରାଶିର ଲୋକଙ୍କ ଫିଗର ଅନ୍ୟମାନଙ୍କୁ ଖୁବ ଆକର୍ଷିତ କରିଥାନ୍ତି । ଏମାନେ ଯାହାଭି କରନ୍ତି ନିଜ ଇଚ୍ଛା ଅନୁସାରେ କରନ୍ତି ।

ଏମାନେ କିଛି କାମ କରିବା ଆଗରୁ ନିଜ ପାର୍ଟନର ସହ କଥା ହୋଇ କରନ୍ତି ମାନୁଛୁ କି ଏମାନେ ବହୁତ କା-ମ-ତୁ-ର ହୋଇ ଥାନ୍ତି କିନ୍ତୁ ଦେଖିବା ପାଇଁ ଗଲେ ଜାଣି ହେବକୀ ଏମାନେ ନିଶ୍ଚିତ ଭାବେ ଏମାନଙ୍କ ମନ ମଧ୍ୟ ବହୁତ ସଫା ହୋଇ ଥାଏ । ତୁଳା ରାଶି ଏହି ରାଶିର ଲୋକମାନେ ବହୁତ ଭଲ ହୋଇ ଥାନ୍ତି ଏମାନେ ମଧ୍ୟ କାମନା ରେ ଅଧିକ ଆସକ୍ତ ଥାନ୍ତି । ଏମାନେ କିଛି କହିବା ଆଗରୁ ଲୋକ ଜାଣି ନେଇ ଥାନ୍ତି କି ଏମାନେ ଶାରୀରିକ ସ-ମ୍ପ-ର୍କ ରେ କେତେ ଆଗ୍ରହୀ ହୋଇ ଥାନ୍ତି । ଏମାନଙ୍କ ମଙ୍ଗଳ ଅଧିକ ଭଲ ଥାଏ । କେବଳ ସେତିକି ନୁହେଁ ଏମାନଙ୍କ ବାକି ଗ୍ରହ ମାନେ ମଧ୍ୟ ସେହି ଭଳି ହୋଇ ଥାନ୍ତି କି ଏମାନେ ଅଧିକ ଶାରୀରିକ ସ-ମ୍ପ-ର୍କ ଆଡକୁ ଟାଣି ହୋଇ ଥାନ୍ତି ।

Leave a Reply

Your email address will not be published. Required fields are marked *