ଆଜି ଆମେ ଆପଣ ମାନଙ୍କୁ କହିବୁ କି ଆପଣ ଯଦି ସାପ ଦେଖି ଛନ୍ତି ତେବେ ଏହା ଶୁଭ ହୋଇ ଥାଏ କିମ୍ବା ଅଶୁଭ ହୋଇ ଥାଏ । ସାପ କୁ ହିନ୍ଦୁ ଧର୍ମ ରେ ଦେବତା ବୋଲି ପୂଜା ଅକରାଯାଏ । ଏହା ହେଉଛି ଭଗବାନ ଙ୍କ ପ୍ରିୟ । କହିବାର ମାନେ ହେଉଛି କି ଭଗବାନ ଶିବ ଙ୍କ ପ୍ରିୟ ଅଟେ । ଏହାକୁ ତାଙ୍କର ଭୂଷଣ ମଧ୍ୟ କୁହାଯାଏ କିଛି ଜଣ ଙ୍କ ମତ ଦେଖିବା ଅପାଇନ ଜୀବ ଅଜାଡି ଆମେ ଜାଣି ପାରିବା କି କୁହାଯାଏ କି ଭଗବାନ ଶିବ ହେଉଛନ୍ତି ସାପ ର ରୂପ ।
ତାଙ୍କୁ ପୂଜା ମଧ୍ୟ କରାଯାଏ । ଓ ଏହା ମଧ୍ୟ କୁହା ଯାଏ କି ଏହାକୁ ମାରିବା ଅଶୁଭ ହୋଇ ଥାଏ । ଆପଣ ମାନେ ଦେଖିବେ ଯଦି ଏହା ଆମର ବନ୍ଧୁ ମଧ୍ୟ ଅଟେ ଆପଣ ଜାଣି ଥିବେ କି ଧାନ କ୍ଷେତରେ କେତେ ଅଧିକା ମାତ୍ରାରେ ମୂଷା ମାନେ ଥାନ୍ତି ସେମାନେ ଧାନ କୁ ନଷ୍ଟ କରି ଦେଇ ଥାନ୍ତି କିନ୍ତୁ ସାପ ମାନେ ଥିଲେ ମୂଷା ମାନଙ୍କ ଭୟ ନଥାଏ । କିନ୍ତୁ ଆପଣ ଙ୍କ କ୍ଷେତ ରେ ସାପ ଥିଲେ ଏହା ଆପଣଙ୍କ ଅଜାଣତ ଭୁଲ ପାଇଁ ଆପଣଙ୍କୁ କାମୁଡି ମଧ୍ୟ ପାରେ ତେଣୁ ସଚେତନ ହୋଇ କାମ କରିବେ । ଆପଣ ସାପ କୁ ଦକ୍ଷିଣ ଦିଗରେ ଦେଖିଲେ ଏହା ଅଶୁଭ ଅଟେ ।
ଆପଣ ଯଦି ଏହାକୁ ସାପ କୂ ସମ୍ମୁଖ ରେ ଆସୁଥିବା ର ଦେଖିବେ ତେବେ ଏହା ଶତ୍ରୁତା ର ଲକ୍ଷଣ ଅଟେ ବୋଲି ମାନ୍ୟତା ଅଛି । ସାପ ଅନେକ ପ୍ରକାର ଅଛନ୍ତି ଅନେକ ରଙ୍ଗର ଅମଧ୍ୟ କିନ୍ତୁଆ ଆପଣ ଯଦି ଘର ସମାନରେ ଏହାକୁ ଦକ୍ଷିଣ ପଟେ ଦେଖିବେ ଓ ଏହା କଳା ରଙ୍ଗର ସାପ ହୋଇ ଥାଏ ତେବେ ଏହା ଶତ୍ରୁ କୁ ଜୟା କରିବାର ସଂକେତ ଦେଇ ଥାଏ । ଆପଣ ଯଦି ଫଣା ଟେକି ଥିବା କଳା ସାପ କୁ ଦେଖିବେ ଏହା ଆପଣଙ୍କୁ ଧନ ପାଇବାର ଯୋଗ ଦେଖାଇ ଥାଏ । ଏହା ପରେ ଯଦି ଆପଣ ଘରୁ ଅନୁକୂଳ କରି ବାହାରୁ ଛନ୍ତି ଓ ଆପଣଙ୍କୁ ସାପ ଦେଖା ଦେଇ ଥାଏ ଏହା ଆପଣଙ୍କ ପାଇଁ ଶୁଭ ହୋଇ ଥାଏ ।
ଧଳା ସାପ ଦେଖିବା ଖରାପ ହୋଇ ଥାଏ । କଳା ନାଗ ଭୟଙ୍କର ଦେଖିବା ପାଇଁ ହୋଇ ଥିଲେ ମଧ୍ୟ ଏହା ଆମ ପାଇଁ ଭଲ ହୋଇ ଥାଏ । ଏହାର ବିଶ ରୁ ଆମେ ଅନେକ ଔଷଧ ତିଆରି କରି ଥାଉ । ଆପଣ ଯଦି ଦେଖୁଛନ୍ତି କି ନାଗ ନାଗୁଣୀ ଖେଳୁ ଛନ୍ତି ତେବେ ଆପଣ ଏକ ଚାଦର ପକାଇ ଦିଅନ୍ତୁ ଏହା ଉପରେ ଯଦି ଏମାନେ ଖେଳିଲେ । ତେବେ ଏହା ଆପଣଙ୍କ ପାଇଁ ସୌଭାଗ୍ୟ ଆଣି ଦେବ । ତେବେ ଆପଣ ଏହାକୁ ନେଇ ଯେଉଁ ଜାଗାକୁ ଯିବେ ସେଠାରେ ଆପଣ ନିଶ୍ଚିତ ଭାବେ ବିଜଯ ହେବେ । ତେବେ ଆପଣ କିନ୍ତୁ ଜୀବନ କୁ ବାଜି ଲଗାଇ ଏହି ଭଳି କାମ କରିବେ ନି ।